ଓପି ଜିନ୍ଦଲ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସଡନ ଡେଥରେ ବରଗଡ଼କୁ ହରାଇ କଟକ ଚମ୍ପିୟାନ
ଅନୁଗୁଳ: ସ୍ଥାନୀୟକଦମ ପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ଫାଇନାଲ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ବରଗଡ଼କୁ ହରାଇ ଚାମ୍ପିୟନସ ଟ୍ରଫି ସହ ୬୦ ହଜାର ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ।ବରଗଡ଼ ରନର ଅପ୍…
