ମେଡିକାଲ ଆଇପିଡି କୋଠାରୁ ସ୍ଲାବ ଖସିଲା: ଅଳ୍ପକେ ବର୍ତିଲେ ରୋଗୀଙ୍କ ସଂପର୍କୀୟ
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ମେଡିକାଲ ପାଞ୍ଚ ମହଲା ବିଶିଷ୍ଟ ଆଇପିଡି କୋଠାର ପଛ ପଟ ଛାତରୁ ବଡ଼ ବଡ଼ ଦୁଇଟି କଂକ୍ରିଟ ସ୍ଲାବ୍ ଖସି ଥିଲା। ସେତେବେଳେ ରୋଗୀଙ୍କ ସମ୍ପର୍କୀୟ ମାନେ କୋଠା ପଛପଟେ ବାଇକ୍ ଓ ସ୍କୁଟର ପାର୍କିଂ…


