ଅନୁଗୁଳ ପୌରପାଳିକାରେ ଓଡ଼ିଆ ପକ୍ଷ
ଅନୁଗୁଳ: ରାଜ୍ୟ ସରକାର ଗତ ଏପ୍ରିଲ ପହିଲାରୁ ଏପ୍ରିଲ ୧୪ ତାରିଖ ଯାଏ ଓଡ଼ିଆ ପକ୍ଷ ପାଳିବାକୁ ନିର୍ଦେଶ ଦେଇଛନ୍ତି। ଓଡ଼ିଆର ଅସ୍ମିତା, କଳା, ସଂସ୍କୃତି, ବେଶ ଭୁଷା, ଭାଷା, ସଂଗୀତ,ନୃତ୍ୟ, ସ୍ଥାପତ୍ୟ ଆଦିର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଆ…
ଅନୁଗୁଳ: ରାଜ୍ୟ ସରକାର ଗତ ଏପ୍ରିଲ ପହିଲାରୁ ଏପ୍ରିଲ ୧୪ ତାରିଖ ଯାଏ ଓଡ଼ିଆ ପକ୍ଷ ପାଳିବାକୁ ନିର୍ଦେଶ ଦେଇଛନ୍ତି। ଓଡ଼ିଆର ଅସ୍ମିତା, କଳା, ସଂସ୍କୃତି, ବେଶ ଭୁଷା, ଭାଷା, ସଂଗୀତ,ନୃତ୍ୟ, ସ୍ଥାପତ୍ୟ ଆଦିର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଆ…
ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ୧୯ ତମ ପୂଜା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି। ଏପ୍ରିଲ ୩ ତାରିଖ ଷଷ୍ଠୀ ଉପଲକ୍ଷେ ବିଲ୍ଵ ବରଣ, ୪ ତାରିଖ ସକାଳେ କଳସୀ ଶୋଭାଯାତ୍ରା, ଅଧିବାସ, ନବପତ୍ରିକା…
ଅନୁଗୁଳ: ଛେଣ୍ଡିପଦା ବ୍ଲକ କୋଶଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଭାଲେଣ୍ଟିନା ଦାଶଙ୍କୁ ନିକଟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତିନି ଦଶନ୍ଧି ଧରି ଶ୍ରୀମତୀ ଦାଶ ନିଜ ଛାତ୍ରବତ୍ସଳତା,ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ବୋଧଗମ୍ୟତା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ। ସମୟାନୁବର୍ତ୍ତିତା,ସହକାରୀ ଶିକ୍ଷକ…
ଅନୁଗୁଳ: ପୌର ପାଳିକାର ଯେଉଁ ଠିକାଦାର ମାନେ ଟେଣ୍ଡର ପାଇଲା ପରେ କାମ କରୁ ନାହାନ୍ତି ବା କାମ ବିଳମ୍ବ କରି ସହରର ଉନ୍ନତିରେ ବାଧକ ସାଜୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ। ଡେରେଙ୍ଗ,…
ଅନଗୁଳ: ପୋଲିସ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଜୋନ ଅଧୀନରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ସବ ଇନିସ୍ପେକ୍ଟର ଶରତ କୁମାର ସାମଲ ଗତ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଗୁରଙ୍ଗ ଗାଁରେ ଗତ ୧୨ ତାରିଖ ଦିନ ଏକ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଏତେ ଖୁସି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସଂସ୍ଥାର ପ୍ରତିଷ୍ଠାତା ରାଜେନ୍ଦ୍ର ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସମାରୋହକୁ ଉଦଘାଟନ କରିଥିଲେ…
ଅନୁଗୁଳ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି। ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ମୁଖ୍ୟ ଅତିଥି ରୂପେ ଜିଗର ଦେଇ ହିନ୍ଦୁ…
ଅନୁଗୁଳ: ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଗୁଜରାଟ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ୍ (ଜିଏମଡିସି)ର ପରିଚାଳନା ନିର୍ଦ୍ଦେଶକ ରୂପବନ୍ତ ସିଂହ ଗତ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକ…
ଅନୁଗୁଳ: ଆଜି ଦିନ ବେଳା ଅନଗୁଳ ଫରେଷ୍ଟ ଡିଭିଜନ ମୋବାଇଲ ଷ୍ଟାଫକୁ ଖବର ମିଳିଲା କି ବ୍ରାହ୍ମଣୀବିଲ ଅଞ୍ଚଳରେ ବିପୁଳ ପରିମାଣର ଚୋରା କାଠ ରହିଛି। ଖବର ପାଇ ଏସିଏଫ ମୁରାରୀ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଛେଣ୍ଡିପଦା, କୋଶଳାର ଫରେଷ୍ଟ ଷ୍ଟାଫ…