କ୍ରୀଡା ସଂସଦ ସାଧାରଣ ପରିଷଦର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ  ଜିଲ୍ଲା କ୍ରୀଡା ସଂସଦର ସାଧାରଣ ପରିଷଦର ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ,କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ…

Continue Readingକ୍ରୀଡା ସଂସଦ ସାଧାରଣ ପରିଷଦର ବୈଠକ

ଅନୁଗୁଳ କଲେଜର ୪ ଅଧ୍ୟାପକଙ୍କ ବିରୁଦ୍ଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ: ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିଲା ଚିଠି

ଅନୁଗୁଳ: ଓଡ଼ିଶାର ବିଭିନ୍ନ କଲେଜ୍ ରେ ଦୀର୍ଘ ଦିନ ଧରି ଚାଲିଥିବା ଛାତ୍ରୀ ନିର୍ଯାତନା ମାମଲା ଏବେ ଗୋଟିଏ ପରେ ଗୋଟିଏ ସାମନାକୁ ଆସୁଥିବା ବେଳେ ଅଭିଭାବକ ମହଲରେ ଉଦବେଗ ଦେଖା ଦେଇଛି। ଅନୁଗୋଳ କଲେଜ୍ ର ଚାରି ଜଣ ଅଧ୍ୟାପକଙ୍କ…

Continue Readingଅନୁଗୁଳ କଲେଜର ୪ ଅଧ୍ୟାପକଙ୍କ ବିରୁଦ୍ଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ: ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିଲା ଚିଠି

ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ଚାରା ରୋପଣ

ଅନୁଗୁଳ:  ଜିଲ୍ଲାରେ ସବୁଜିମା ବୃଦ୍ଧି କରିବା,ପ୍ରଦୂଷଣ ହ୍ରାସ କରିବା ସାଙ୍ଗକୁ ବିଗିଡି ଯାଉଥିବା ଜୈବ ବିବିଧତାକୁ ସଜାଡ଼ିବା ପାଇଁ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।"ସବୁଜ ଅନୁଗୁଳ" ନାମକ ଯୋଜନା ମାଧ୍ୟମରେ ଜଙ୍ଗଲର…

Continue Readingଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ଚାରା ରୋପଣ

କୋଲକାତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ ଦବଦବା: ପଞ୍ଚମ ପ୍ରୋଗ୍ରେସିଭ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ

ଅନୁଗୁଳ: କୋଲକାତାରେ ଅନୁଗୁଳର ନାଁ ରଖିଲେ ତାଇକୋଣ୍ଡୋ ଛାତ୍ରଛାତ୍ରୀ। ୫ମ ଓପନ୍ ଜାତୀୟ ପ୍ରୋଗ୍ରେସିଭ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳର ୧୭ ଜଣ ବାଳକ ବାଳିକା ୨ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୯ଟି ପଦକ ଲାଭ କରିଛନ୍ତି। ଗତ ୧୧ରୁ ୧୩…

Continue Readingକୋଲକାତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ ଦବଦବା: ପଞ୍ଚମ ପ୍ରୋଗ୍ରେସିଭ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ

ପୁରୁଣାଗଡ଼ରେ ବନ ବିଭାଗର ଚଢ଼ଉ: ଚୋରା ଶାଗୁଆନ ଓ ଗମ୍ଭାରୀ କାଠ ଜବତ

ଅନୁଗୁଳ: ଅନୁଗୁଳ ରେଞ୍ଜ ପୁରୁଣାଗଡ଼ ସେକ୍ସନର ଜଙ୍ଗଲ ବିଭାଗ ଅଧିକାରୀ ଏବଂ ବନ୍ତଳା ପୋଲିସର ମିଳିତ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ପୁରୁଣାଗଡ଼ ଗାଁ ଭିତରୁ ଚୋରାକାଠ ଜବତ କରିଛନ୍ତି। ଅଧିକାରୀମାନେ ଆଠଟି ଶାଗୁଆନ ପଟା (୧.୨୮୨ ସି ଏଫ୍ ଟି) ଏବଂ…

Continue Readingପୁରୁଣାଗଡ଼ରେ ବନ ବିଭାଗର ଚଢ଼ଉ: ଚୋରା ଶାଗୁଆନ ଓ ଗମ୍ଭାରୀ କାଠ ଜବତ

ଅନୁଗୁଳରେ କ୍ରିଟିକାଲ୍ କେୟାର ବ୍ଲକ୍ ଓ ଶିଶୁ ଯତ୍ନ ବ୍ଲକ୍‌ର ଆବଶ୍ୟକତା ଅଛି

ଅନୁଗୁଳ: ପିଏମପି ମେଡିକାଲ କଲେଜ, ତାଳଚେର, ଅନୁଗୁଳ ଖୋଲିବା ପରେ ଅନୁଗୁଳରେ ନୂତନ ଟ୍ରମା କେୟାର ବିଲ୍ଡିଂ ତିଆରି ସରିଛି। ଟ୍ରାନସଫର୍ମର ସଂଯୋଗରେ ବିଳମ୍ବ ହେତୁ ଟ୍ରମା କେୟାର ଆରମ୍ଭ ହୋଇ ପାରୁନାହିଁ। ତେବେ ଅନୁଗୁଳରେ ଏକ କ୍ରିଟିକଲ୍ କେୟାର ୟୁନିଟର…

Continue Readingଅନୁଗୁଳରେ କ୍ରିଟିକାଲ୍ କେୟାର ବ୍ଲକ୍ ଓ ଶିଶୁ ଯତ୍ନ ବ୍ଲକ୍‌ର ଆବଶ୍ୟକତା ଅଛି

ଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଡିଜିଟାଲ ମୋବାଇଲ ଆପ "ସବୁଜ ଅନୁଗୁଳ" ଆପର ଶୁଭ ଉନ୍ମୋଚନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଜିଆଇଏସ ଭିତ୍ତିକ ଏମଆଇଏସ ପୋର୍ଟାଲ ଅଟେ। ଲୋକମାନଙ୍କୁ ବିଭିନ୍ନ ଜଙ୍ଗଲ…

Continue Readingଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

ବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ  ହେବ, ଚିକେନ ଦର ଖସିଲା

ଅନୁଗୁଳ: ପୁରୀ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଯାଇଥିବାରୁ ଅନୁଗୁଳ ଜିଲ୍ଲାରେ ଏଥିନେଇ ସତର୍କତା ଅବଲମ୍ବନ କରାଯାଇଛି।ଡେପୁଟି ଡାଇରେକ୍ଟର ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କ ମତରେ ରାଜ୍ୟ ପ୍ରାଣୀଧନ ବିଭାଗ ସହିତ ଆଭାସି ମୋଡରେ ଆଲୋଚନା ପରେ ଜିଲ୍ଲା ପ୍ରାଣୀଧନ…

Continue Readingବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ  ହେବ, ଚିକେନ ଦର ଖସିଲା

ଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଭାରତୀୟ ତ୍ୱଚା ଓ ଯୌନ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ସହାୟତାରେ ଦୁଇଟି ସ୍ଥାନରେ ମାଗଣା ଚର୍ମ ରୋଗ ଚିକିତ୍ସା ଶିବିର ଆୟୋଜିତ ଲ ହୋଇଥିଲା। ପ୍ରଥମ ଶିବିରଟି ବଅଁରପାଳ ବ୍ଲକ୍ ଗଡସନ୍ତ୍ରୀ…

Continue Readingଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

କାଞ୍ଜିଆ ହୁଦା ପାଇଁ ପୌରପାଳିକା ଦେଲା ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ସହର ଭିତରେ ଏକ କାଞ୍ଜିଆ ହୁଦା କରିବା ପାଇଁ ଶେଷରେ ପୌରପାଳିକା ନିର୍ବାହୀ ଅଧିକାରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।ଅନୁଗୁଳ ସହରରେ ଆନିମଲ୍ ୱେଲ୍ଫେଆର ଟ୍ରଷ୍ଟ ପକ୍ଷରୁ ବୁଲା ଗାଈଗୋରୁ ଷଣ୍ଢଙ୍କ ଯତ୍ନ ନିଆଯାଏ। ସହର ଭିତରେ ହୁଦା ନଥିବାରୁ…

Continue Readingକାଞ୍ଜିଆ ହୁଦା ପାଇଁ ପୌରପାଳିକା ଦେଲା ପ୍ରତିଶ୍ରୁତି