ମେଡିକାଲ ସମସ୍ୟାର ସମାଧାନ ପାଇଁ ଗଢା ହେଲା କମିଟି

ଅନୁଗୁଳ: ଅନୁଗୁଳ ମେଡିକାଲ ନାନା ସମସ୍ୟା ଦେଇ ଗତି କରୁଥିବା ବେଳେ ନବ ନିଯୁକ୍ତ ସିଡ଼ିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଏହାର ସମାଧାନ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସବୁ ବିଭାଗୀୟ ଡାକ୍ତର, ହସ୍ପିଟାଲ ମ୍ୟାନେଜର ପ୍ରମୁଖ…

Continue Readingମେଡିକାଲ ସମସ୍ୟାର ସମାଧାନ ପାଇଁ ଗଢା ହେଲା କମିଟି

ଅଜିତ କୁମାର ସାହୁ ଯୁବ‌ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ

ଅନୁଗୁଳ: ତାଳଚେରର ଅଜିତ କୁମାର ସାହୁଙ୍କୁ ଯୁବ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ପ୍ରକାଶ ବେହେରା ଏଥିନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅଜିତ…

Continue Readingଅଜିତ କୁମାର ସାହୁ ଯୁବ‌ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ

ଅମାନିଆ କର୍ମଚାରୀଙ୍କୁ ଛାଟ: ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ

ଅନୁଗୁଳ: ଅମାନିଆ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ପୁଣି ଥରେ ଆକ୍ସନ ମୋଡକୁ ଓହ୍ଲାଇଛନ୍ତି ପୌର ନିର୍ବାହୀ ଅଧିକାରୀ। ବାରମ୍ବାର ସମୟାନୁବର୍ତ୍ତୀ ହେବାକୁ କୁହାଗଲା ମଧ୍ୟ କିଛି କର୍ମଚାରୀ ଏହାକୁ ଅଣଦେଖା କରୁଚନ୍ତି। ଆଜି ସକାଳ ୬ ଟା ସୁଦ୍ଧା କୌଣସି…

Continue Readingଅମାନିଆ କର୍ମଚାରୀଙ୍କୁ ଛାଟ: ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ

ଅନୁଗୁଳରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ

ଅନୁଗୁଳ: ଅନୁଗୁଳ ଭଳି ଏକ  ବିକାଶଶୀଳ ଜିଲ୍ଲାରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ନିକଟରେ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକଙ୍କ ନେତୃତ୍ୱରେ  ଦିଲ୍ଲୀ ଗସ୍ତ କରି ବିଭିନ୍ନ…

Continue Readingଅନୁଗୁଳରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ

ଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ

ଅନୁଗୁଳ: ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟୀକାକରଣ ନେଇ ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସମସ୍ତ…

Continue Readingଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ

ନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଉଦ୍ୟାନ କୃଷି ବିଭାଗର ଅଧୀନରେ ଥିବା ନାକଚୀ ଫାର୍ମ ବୁଲି ଦେଖିଥିଲେ। ଲିଚୁ ଚାଷ ପାଇଁ ପ୍ରସିଦ୍ଧ ଏହି ଫାର୍ମ ବୁଲି ଦେଖିବା ସହ ଜିଲ୍ଲାପାଳ ଏଠାରେ ସପୁରୀ ସମେତ ଅନ୍ୟାନ୍ୟ ଫଳ,…

Continue Readingନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !

ଅନୁଗୁଳ: ଅନୁଗୁଳ ସହର ବିଭିନ୍ନ ଅଞ୍ଚଳ ବିଶେଷକରି ହେମସୁରପଡ଼ା,ନାଖରାସାହି,ସରକାରୀ ମେଡିକାଲ ପରିସରେ ଗତ ତିନି ଦିନ ମଧ୍ୟରେ କାଉ ମାନେ ମରି ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ତିନି-ଚାରି ଦିନ ଭିତରେ ପ୍ରାୟ ପନ୍ଦରରୁ କୋଡ଼ିଏ କାଉ ମରିଥିବା କୁହା ଯାଉଛି।…

Continue Readingଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !

ପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ଅନୁଗୁଳ: ନୂତନ ପେନ୍‌ସନ୍‌ ଯୋଜନା ଓ ଏକିକୃତ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରାଜ୍ୟର ୩୨ ଟି ବିଭାଗର ହଜାର ହଜାର ଏନ୍‌ପିଏସ୍ କର୍ମଚାରୀ ମାନେ ପ୍ରତିବାଦ କରିଛନ୍ତି। ଅନୁଗୁଳରେ କର୍ମଚାରୀ…

Continue Readingପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ଅନୁଗୁଳରେ ସ୍ବାସ୍ଥ୍ୟ ସମସ୍ୟା- ଏକ ଆହ୍ବାନ

ଅନୁଗୁଳ: ଅନୁଗୁଳ ନୂତନ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଆଜି କାର୍ଯ୍ୟାଳୟରେ ଯୋଗ ଦାନ କରିବା ସହ ସମସ୍ତ କର୍ମଚାରୀ ଓ ଡାକ୍ତର ମାନଙ୍କ ଏକ ବୈଠକ ଡାକିଥିଲେ।ବୈଠକରେ ଡ଼ା ପ୍ରଧାନ ଗତ ତିନି ଚାରି ଦଶନ୍ଧି ମଧ୍ୟରେ ଅନୁଗୁଳରେ…

Continue Readingଅନୁଗୁଳରେ ସ୍ବାସ୍ଥ୍ୟ ସମସ୍ୟା- ଏକ ଆହ୍ବାନ

ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳ ସିଡିଏମଓ ଭାବେ ଯୋଗଦେଲେ

ଅନୁଗୁଳ: ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଆଜି ପୂର୍ବାହ୍ନରେ ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ସେକ୍ସନ ଅଫିସର ନଳିନୀ ରଞ୍ଜନ ପ୍ରଧାନଙ୍କ ସମେତ…

Continue Readingଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳ ସିଡିଏମଓ ଭାବେ ଯୋଗଦେଲେ