ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍: ମୂଷାପାପୁଲିକୁ ହରାଇ ଟ୍ରଫି ହାତେଇଲା ହିନ୍ଦୋଳ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳକୁ ହିନ୍ଦୋଳ ଭେଟିଥିଲା। ଟୁର୍ଣ୍ଣାମେଣ୍ଟରେ ୧୦,୫,୫ ଓଭର ବିଶିଷ୍ଟ ତିନୋଟି ଫର୍ମାଟରେ ଖେଳ ହୋଇଥିଲା। ଏହି ତିନୋଟି…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍: ମୂଷାପାପୁଲିକୁ ହରାଇ ଟ୍ରଫି ହାତେଇଲା ହିନ୍ଦୋଳ

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ତାଳଚେର ଧରମପୁର ପଞ୍ଚାୟତର ଧରମପୁର ପ୍ରାଇମେରୀ ସ୍କୁଲ ପରିସରରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଅଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ଚାଲୁ…

Continue Readingଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ତେଲ ଟାଙ୍କିରେ ଶୁଖୁଆ ଚୋରି !!

ଅନୁଗୁଳ: ଚୋରି କରିବା ପାଇଁ ନିଛାଟିଆ ଜାଗା କି ଅନ୍ଧାର ରାତି ଆବଶ୍ୟକ ନାହିଁ।ଚୋରି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ହୋଇ ପାରେ। ଚୋରି ମନବୃତ୍ତି ଥିଲେ ଚୋରି ସମ୍ଭବ ହୋଇଥାଏ। ଆଜି ସନ୍ଧ୍ୟାରେ ରାଜ ହୋଟେଲ ପାଖ ଏକ ତେଲ…

Continue Readingତେଲ ଟାଙ୍କିରେ ଶୁଖୁଆ ଚୋରି !!

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ: ଫାଇନାଲରେ ପ୍ରବେଶ କଲା ତେଜ ୱାରିଅରସ ମୂଷାପାପୁଲି

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି। ତେଜ ୱାରିଅରସ ମୂଷାପାପୁଲି ଟସ୍ ଜିତି ପ୍ରଥମେ…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ: ଫାଇନାଲରେ ପ୍ରବେଶ କଲା ତେଜ ୱାରିଅରସ ମୂଷାପାପୁଲି

ଗଡତରାସ ଗାଁରୁ ଅହିରାଜ ଉଦ୍ଧାର

ଅନୁଗୁଳ: ଆଜି ବଡି ଭୋର ସମୟରେ ଗଡତରାସ୍ ଗାଁର ସୁଧାକର ରାଉତଙ୍କ ଘରେ ଏକ ୬ ଫୁଟ ଲମ୍ବର ଅହିରାଜ ସାପ ପଶି ଯାଇଥିଲା। ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଏବଂ ସବର୍ଣି ରାଉତ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ…

Continue Readingଗଡତରାସ ଗାଁରୁ ଅହିରାଜ ଉଦ୍ଧାର

ବିଭିନ୍ନ ସମସ୍ୟା ଭିତ୍ତିକ ଦାବି ନେଇ ଡିସେମ୍ବରରୁ ହେବ ଆନ୍ଦୋଳନ,ମହେଶ ସାହୁ

ତାଳଚେର: ଅନୁଗୁଳ ଜିଲ୍ଲା ତାକଚେର ଶିଳ୍ପାଞ୍ଚଳରେ ବଢି ଚାଲିଛି ବିସ୍ଥାପିତଙ୍କ ସମସ୍ୟା। ଜଳବାୟୁ ପ୍ରଦ୍ୟୁଷଣ, ଶିକ୍ଷା,ଗମନାଗମନ ପରି ମୌଳିକ ଅଧିକାରକୁ ଛଡଇ ନେଇଛନ୍ତି କୋଇଲା ଖଣି ଓ ଏଠାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ।ସେଥିପାଇଁ ଏଠାକାର ଅଞ୍ଚଳ ବାସୀ ବଞ୍ଚିବା କଷ୍ଟକର…

Continue Readingବିଭିନ୍ନ ସମସ୍ୟା ଭିତ୍ତିକ ଦାବି ନେଇ ଡିସେମ୍ବରରୁ ହେବ ଆନ୍ଦୋଳନ,ମହେଶ ସାହୁ

ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ନବକୃଷ୍ଣ ଜୟନ୍ତୀ

ଅନୁଗୁଳ: ନବ ଗଠିତ ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଆଜି ସଭଘର ପରିସରରେ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସନ୍ଥ ରାଜନୀତିଜ୍ଞ ନବକୃଷ୍ଣ ଚୌଧୁରୀଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହରେ ସ୍ଵେଚ୍ଛାସେବୀ ଆଦ୍ୟଶ୍ଲୋକ ମିଶ୍ର,…

Continue Readingନବ ମାଳତୀ ସ୍ମୃତି କମିଟି ପକ୍ଷରୁ ନବକୃଷ୍ଣ ଜୟନ୍ତୀ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଠମଲ୍ଲିକ ଅଞ୍ଚଳରୁ ପାଖାପାଖି ୮୪.୮ କେଜି ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ।…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍: ସେମିରେ ପ୍ରବେଶ କଲା ୱାରିଅରସ ମୂଷାପାପୁଲି

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ସହ ମ୍ୟାଜିକ ଇଲେଭେନ କଟକର ମ୍ୟାଚ୍ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ମ୍ୟାଜିକ ଇଲେଭେନ କଟକ ଟସ୍ ଜିତି ପ୍ରଥମେ…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍: ସେମିରେ ପ୍ରବେଶ କଲା ୱାରିଅରସ ମୂଷାପାପୁଲି

ପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭାକକ୍ଷରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଢେ଼ଙ୍କାନାଳ ଏମପିଙ୍କ ନୋମିନୀ ରୁଚିର ନନ୍ଦ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ…

Continue Readingପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ