ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ରିପୋର୍ଟ: ଅନୁଗୁଳ ପାଣିରେ ମାତ୍ରାଧିକ ନାଇଟ୍ରେଟ ଓ ଫ୍ଲୋରାଇଡ

ଅନୁଗୁଳ: ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ପକ୍ଷରୁ ନିକଟରେ ଦେଶର ଭୁତଳ ଜଳର ବାର୍ଷିକ ରିପୋର୍ଟ - ୨୦୨୪ ପ୍ରକାଶ ପାଇଛି। ଦେଶର ପ୍ରାୟ ୧୫ ହଜାରରୁ ଅଧିକ ସ୍ଥାନରୁ ଭୁତଳ ଜଳ ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା।…

Continue Readingସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ରିପୋର୍ଟ: ଅନୁଗୁଳ ପାଣିରେ ମାତ୍ରାଧିକ ନାଇଟ୍ରେଟ ଓ ଫ୍ଲୋରାଇଡ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ବେପାରୀ ଗିରଫ, ୪୧ ଗ୍ରାମ ଧଳା ଜହର ଜବତ

  ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା। ଅବକାରୀ ବିଭାଗ କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆଜି କାବୁ କରିଛି। ଗିରଫ ବେପାରୀ ହେଲା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ବେପାରୀ ଗିରଫ, ୪୧ ଗ୍ରାମ ଧଳା ଜହର ଜବତ

ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ପାଠାଗାର ପରିସରରେ ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ଏହି କର୍ମଶାଳାକୁ ଉଦଘାଟନ କରି ଶିକ୍ଷାବିତ ସ୍ବର୍ଗତ ରାଧାମୋହନଙ୍କ ଭଲ…

Continue Readingସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ସତ୍ୟ ପ୍ରକାଶ ତ୍ରିପାଠୀ ଅନୁଗୁଳ ନିର୍ବାହୀ ଅଧିକାରୀ

ଅନୁଗୁଳ: ରାଜ୍ୟ ନଗର ଉନ୍ନୟନ ବିଭଗ ନୋଟିଫିକେସନ ନଂ ୧୨୯ ତା ୨.୧.୨୫ ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ଥାନରେ ଚାନ୍ଦବାଲି ଏନଏସି ର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ…

Continue Readingସତ୍ୟ ପ୍ରକାଶ ତ୍ରିପାଠୀ ଅନୁଗୁଳ ନିର୍ବାହୀ ଅଧିକାରୀ

କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଚାଲୁ କରିବାକୁ ଦାବି ପତ୍ର

  ଅନୁଗୁଳ: ଗୋ' ସେବକ ରୁକେଶ ରୋଶନ ଦାସ ଏବଂ ସ୍ବେଚ୍ଛାସେବି ପ୍ରତାପ ମହାପାତ୍ର ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ଭେଟି ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ କୁକୁର ବନ୍ଧ୍ୟାକରଣ କେନ୍ଦ୍ରଟିକୁ ଚାଲୁ କରିବାକୁ ଏକ ସ୍ମାରକ…

Continue Readingକୁକୁର ବନ୍ଧ୍ୟାକରଣ କେନ୍ଦ୍ର ଚାଲୁ କରିବାକୁ ଦାବି ପତ୍ର

୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ

ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ହେମସୁରପଡା ଓ ପଞ୍ଚମହଲାରୁ ତିନି ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମଟର ସାଇକଲ ଜବତ କରାଯିବ ସହ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।…

Continue Reading୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ

ଶତ୍ରୁଘ୍ନ ସାହୁ ଲୟର୍ସ ଆସୋସିଏସନର ଯୁଗ୍ମ ସମ୍ପାଦକ

ଅନୁଗୁଳ: ମାଲକା୍ନଗିରି ଠାରେ ଗତ ୨୯ ଓ ୩୦ ତାରିଖ ଦୁଇ ଡିନ ଧରି ଚାଲିଥିବା ଅଲ ଓଡିଶା ଲୟର୍ସ ଆସୋସିଏସନର ୫୩ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କର୍ମଶାଳା ବ୍ୟତୀତ କର୍ମକର୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ…

Continue Readingଶତ୍ରୁଘ୍ନ ସାହୁ ଲୟର୍ସ ଆସୋସିଏସନର ଯୁଗ୍ମ ସମ୍ପାଦକ

ବାରବାଟୀରେ କ୍ରିକେଟ ଖେଳିଲେ ଅନୁଗୁଳ ବିଧାୟକ

ଅନୁଗୁଳ: ବାରବାଟୀ ଷ୍ଟାଡିୟମରେ ସଞ୍ଜୟ ବେହେରା ନେତୃତ୍ୱରେ ସେକ୍ରେଟାରୀ ଏକାଦଶ ଏବଂ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ କ୍ରୀଡାମନ୍ତ୍ରୀ ଏକାଦଶ ଟିମ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କ ଏକାଦଶ ୧୩୬ ରନର ଟାର୍ଗେଟକୁ ପଙ୍କଜ…

Continue Readingବାରବାଟୀରେ କ୍ରିକେଟ ଖେଳିଲେ ଅନୁଗୁଳ ବିଧାୟକ

ହାତୀ-ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ଠାରେ ହାତୀ-ମଣିଷ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନେଇ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏସିଏଫ ବିଦ୍ୟା ସାଗର, ରେଞ୍ଜ ଅଧିକାରୀ ସୁଭଦ୍ରା ମହାପାତ୍ର, ଜୀବ ବିଜ୍ଞାନୀ ମନୋରଞ୍ଜନ ପରିଡା ଏବଂ ଅନ୍ୟମାନେ…

Continue Readingହାତୀ-ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ କର୍ମଶାଳା

ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା

ଅନୁଗୁଳ: ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ। ଜଙ୍ଗଲ ବିଭାଗକୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଘ ବେଶରେ ଧାରଣା ଦେଇଛନ୍ତି ସ୍ଥାନୀୟ ପାଳଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ କୁମାର…

Continue Readingବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା