ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ, ସୁସ୍ମିତା ସାହୁଙ୍କ ଜାଗାରେ ପୁଣି ଆସିବେ ନିରଞ୍ଜନ ସାହୁ
ଅନୁଗୁଳ: ବଦଳିଲେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ। ପୁଣି ଫେରିଲେ ନିରଞ୍ଜନ ସାହୁ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁଙ୍କର ଗଞ୍ଜାମ ଜିଲ୍ଲାକୁ…




