ରାଜ୍ୟପାଳ ପଦକ ପାଇବେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ବିନୀକାନ୍ତ ସାହୁ

ଅନୁଗୁଳ: ୨୦୨୪ ବର୍ଷ ପାଇଁ ରାଜ୍ୟପାଳ ପଦକ ପାଇବେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ବିନୀକାନ୍ତ ସାହୁ। ଆସନ୍ତା ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ। ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ୨୦୨୪ ବର୍ଷ ପାଇଁ…

Continue Readingରାଜ୍ୟପାଳ ପଦକ ପାଇବେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ବିନୀକାନ୍ତ ସାହୁ

ଲିଟିଲ ହାର୍ଟସ ସ୍କୁଲର ପ୍ରତିଷ୍ଠାତ୍ରୀଙ୍କ ପରଲୋକ

ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀର ପ୍ରତିଷ୍ଠାତ୍ରୀ ଜ୍ୟୋତି ଗୋହିଲଙ୍କ ଆଜି ସକାଳ ୯ ଟା ସମୟରେ ହୃଦଘାତରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ତାଙ୍କ ବାସ ଭବନରେ ତାଙ୍କୁ ହୃଦଘାତ ହୋଇଥିଲା। ଘର ପାଖ ଏକ ଘରୋଇ ହସ୍ପିଟାଲ ରେ ତାଙ୍କୁ…

Continue Readingଲିଟିଲ ହାର୍ଟସ ସ୍କୁଲର ପ୍ରତିଷ୍ଠାତ୍ରୀଙ୍କ ପରଲୋକ

ସ୍ୱଚ୍ଛତା ଓ ପରିମଳକୁ ଗୁରୁତ୍ୱ: କିଶୋରନଗର ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍

ଅନୁଗୁଳ: ରାଜ୍ୟସ୍ତରୀୟ କାୟାକଳ୍ପ ଟିମ୍ ସୋମବାର ଅନୁଗୁଳ ଜିଲ୍ଲା କିଶୋର ନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚି ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ଏହି ରାଜ୍ୟସ୍ତରୀୟ ଟିମରେ ଡଃ ମୂରଲୀଧର ପାଢ଼ୀ, ସୁକାନ୍ତ କୁମାର ମିଶ୍ର, ବିଜୟ କୁମାର ପଣ୍ଡା ପ୍ରମୁଖ…

Continue Readingସ୍ୱଚ୍ଛତା ଓ ପରିମଳକୁ ଗୁରୁତ୍ୱ: କିଶୋରନଗର ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍

ସ୍କାଉଟ ମାଷ୍ଟରଙ୍କୁ ରୋଟାରିରେ ସମ୍ବର୍ଦ୍ଧନା

  ଅନୁଗୁଳ: ମଧ୍ୟପ୍ରଦେଶର ପଞ୍ଚମାଢି ଠାରେ ସ୍କାଉଟ ମାଷ୍ଟର ମାନଙ୍କର ଜାତୀୟ ଟ୍ରେନିଂ ସଫଳତାର ସହ ସମ୍ପନ୍ନ କଲା ପରେ ଅନୁଗୁଳର ଦୁଷ୍ୟନ୍ତ କୁମାର ନାଥଙ୍କୁ ନିକଟରେ ଭାରତ ସ୍କାଉଟ ଆଣ୍ଡ ଗାଇଡ଼ସର ଜାତୀୟ କମିଶନର ଡ଼ା କାଳୀପ୍ରସାଦ ମିଶ୍ର ଓ…

Continue Readingସ୍କାଉଟ ମାଷ୍ଟରଙ୍କୁ ରୋଟାରିରେ ସମ୍ବର୍ଦ୍ଧନା

ଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

ଅନୁଗୁଳ: ଟାଟା ପାୱାର ହାତକୁ ରାଜ୍ୟର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ଗଲା ପରଠାରୁ ଇଲେକ୍ଟ୍ରି ବିଲକୁ ନେଇ ବିବାଦ ଘନେଇବାରେ ଲାଗିଛି। କେତେବେଳେ ବିଲ ମାତ୍ରାଧିକ ଆସୁଛି ବୋଲି ଗ୍ରାହକ ଅଭିଯୋଗ କରୁଛନ୍ତି ତ ଆଉ କେତେବେଳେ କମ୍ପାନୀ ଲୋକ ଆସି…

Continue Readingଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

ମହିଳା ଓ ଯୁବକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଅନୁଗୁଳ: ଗତ ୧୮ତାରିଖ ଦିନ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜିଲ୍ଲା କର୍ମ ନିୟୋଜନ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ସ୍କିଲ ଇଣ୍ଡିଆ ସେଣ୍ଟର ଆନୁକୂଲ୍ୟରେ କଣିହାଁ ଠାରେ ମହିଳା ଗୋଷ୍ଠୀଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜିତ…

Continue Readingମହିଳା ଓ ଯୁବକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଅନୁଗୁଳରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୨୧ ଯାଏଁ ତାଲିମ ନେଇ ପାରିବେ ଇଚ୍ଛୁକ ଖେଳାଳି

ଅନୁଗୁଳ: ଆଜିଠୁ ଅନୁଗୁଳ କଦମ ପଡ଼ିଆରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହା ୨୧ ଯାଏଁ ଚାଲିବ। ଓଡ଼ିଶା କ୍ରିକେଟ ଆସୋସିଏସନ ଓ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ କିଶୋର ଓ…

Continue Readingଅନୁଗୁଳରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ୨୧ ଯାଏଁ ତାଲିମ ନେଇ ପାରିବେ ଇଚ୍ଛୁକ ଖେଳାଳି

ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

ଅନୁଗୁଳ : ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ,…

Continue Readingଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ

“ପାଲା” ମାଧ୍ଯମରେ “ଗଜ ଉତ୍ସବ” କାର୍ଯ୍ଯକ୍ରମ, ସଚେତନ ହେଲେ ଅନୁଗୁଳ ବନଖଣ୍ଡବାସୀ

ଅନୁଗୁଳ: ଦିଲ୍ଲୀ ସ୍ଥିତ ଭାରତୀୟ ବନ୍ଯପ୍ରାଣୀ ଟ୍ରଷ୍ଟ ସଂସ୍ଥା ଏବଂ ସହଯୋଗୀ ଅନୁଷ୍ଠାନ ନ୍ୟୁଜର ମିଳିତ ଉଦ୍ଯମରେ ଆମ ଲୋକକଳା “ପାଲା” ମାଧ୍ଯମରେ “ଗଜ ଉତ୍ସବ” କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ଐରାବତ ହସ୍ତୀ ଠାରୁ ଆରମ୍ଭ…

Continue Reading“ପାଲା” ମାଧ୍ଯମରେ “ଗଜ ଉତ୍ସବ” କାର୍ଯ୍ଯକ୍ରମ, ସଚେତନ ହେଲେ ଅନୁଗୁଳ ବନଖଣ୍ଡବାସୀ

ଆଦିବାସୀ ମେଳାରେ ମା’ ମଙ୍ଗଳା ଏସ.ଏଚ.ଜିର ସଫଳତା

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜେରଙ୍ଗ ବନ ସଂରକ୍ଷଣ ସମିତିର ମା' ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଗତ ଭୁବନେଶ୍ୱର ଆଦିବାସୀ ମେଳାରେ ଭଲ କାରବାର କରିଥିବା ଜଣାପଡିଛି। ମାତ୍ର ୧୨ ଦିନରେ ମେଳାରେ ମହିଳା ସଦସ୍ୟା ମାନେ ରେକର୍ଡ…

Continue Readingଆଦିବାସୀ ମେଳାରେ ମା’ ମଙ୍ଗଳା ଏସ.ଏଚ.ଜିର ସଫଳତା