ଚାଷୀଙ୍କୁ ପିଆଜ ବିହନ ବିତରଣ

ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗ ଏବଂ ଛେଣ୍ଡିପଦା ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ଜରପଡା ରେଞ୍ଜ ଭାଗିରଥିପୁର ବନ ସଂରକ୍ଷଣ ସମିତିର ଚାଷୀ ମାନଙ୍କୁ ପିଆଜ ବିହନ ବଣ୍ଟନ କରାଯାଇଥିଲା। ଜେରଙ୍ଗ ନୂଆ ସାହି, ବୁଢ଼ୀ ପାହାଡ଼, ଭାଗିରଥିପୁର ଆଦି…

Continue Readingଚାଷୀଙ୍କୁ ପିଆଜ ବିହନ ବିତରଣ

ମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ବଡି ଭୋରରୁ ଦୁଆର ଫିଟା ପରେ ଶ୍ରୀ ଜୀଉ ମାନଙ୍କର ପାରମ୍ପରିକ ପୂଜା ନୀତି ସରିବାପରେ ଶ୍ରୀ ବିଷ୍ଣୁ ପୂଜନ ଓ…

Continue Readingମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ସୋମବାର ରାତିରେ ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ସଂଘାପୋଷି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ଦିଗାମ୍ବର ବେହେରାଙ୍କ ସ୍ତ୍ରୀ କୁନି ବେହେରା (୫୫)। ସେ ରାତିରେ ପରିସ୍ରା ପାଇଁ ବାଡ଼ି…

Continue Readingହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳରେ ପ୍ରଥମ ଜାନୁଆରି ୨୪ ରେ ଉଦଘାଟିତ ହେବ ‘ରେଡ଼ିଓ ସର୍ବୋଦୟ’

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ କମ୍ୟୁନିଟି 'ରେଡ଼ିଓ ସର୍ବୋଦୟ'ଏଫଏମ ଆସନ୍ତା ଜାନୁଆରୀ ୨୪ ତାରିଖରେ ଉଦଘାଟିତ ହେବ। ଏଥିପାଇଁ ଆଜି ବାଜି ରାଉତ ଛାତ୍ରା ବାସରେ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଆରମ୍ଭ…

Continue Readingଅନୁଗୁଳରେ ପ୍ରଥମ ଜାନୁଆରି ୨୪ ରେ ଉଦଘାଟିତ ହେବ ‘ରେଡ଼ିଓ ସର୍ବୋଦୟ’

ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି…

Continue Readingଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା

ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ

ଅନୁଗୁଳ: ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ଜନ୍ମ ତିଥି ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଫେସର ନାଗ୍ରୀ…

Continue Readingବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ

କଣିହାରେ ହାତୀ ମଣିଷ ବିବାଦ ହ୍ରାସ ନେଇ ବୈଠକ

ଅନୁଗୁଳ: ଶୁକ୍ରବାର କଣିହାଁ ରେଞ୍ଜ ଅଫିସ ପକ୍ଷରୁ ହାଇ ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ ଏକ ବୈଠକ ଡକାଯାଇଥିଲା। ଏହି ବୈଠକ ରେ କୃଷ୍ଣ ଚନ୍ଦ୍ର ସାହୁ, ଏସିଏଫ, ଅନୁଗୁଳ ଡିଭିଜନ, ନୀଳମଣି ଦେହୁରୀ ଏସିଏଫ କଣିହାଁ, ମନୋରଞ୍ଜନ ପରିଡା, ବାଇଓଲୋଜିଷ୍ଟ,…

Continue Readingକଣିହାରେ ହାତୀ ମଣିଷ ବିବାଦ ହ୍ରାସ ନେଇ ବୈଠକ

ପ୍ରଦୂଷଣମୁକ୍ତ ଅନୁଗୁଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସ୍ବେଚ୍ଛାସେବୀ

ଅନୁଗୁଳ: ଶିଳ୍ପ ସହର ଅନୁଗୁଳରେ ପ୍ରଦୂଷଣର ଗ୍ରାଫ ଉପରମୁହାଁ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷ ଧରି ଏହି ପ୍ରଦୂଷଣ ସମସ୍ୟା ଅନୁଗୁଳ ଜିଲ୍ଲା ବାସୀଙ୍କୁ କଲବଲ କରୁଛି। ଶ୍ୱାସ, ଯକ୍ଷ୍ମା, କ୍ୟାନ୍ସର,ଚର୍ମ ରୋଗ ଆଦିରେ ଲୋକମାନେ ପଡି ହନ୍ତସନ୍ତ ହେଉଛନ୍ତି।…

Continue Readingପ୍ରଦୂଷଣମୁକ୍ତ ଅନୁଗୁଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସ୍ବେଚ୍ଛାସେବୀ

ଜେଏସପି ବାଲ୍ୟ ବିବାହ ମୁକାବିଲା ପାଇଁ ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବାଲ୍ୟ ବିବାହର ସଂକଟ ସମ୍ପର୍କରେ ସମାଜକୁ ଅବଗତ କରିବା…

Continue Readingଜେଏସପି ବାଲ୍ୟ ବିବାହ ମୁକାବିଲା ପାଇଁ ସଚେତନତା ରଥର ଶୁଭାରମ୍ଭ

ଭାରତ ବିକାଶ ପରିଷଦର ବୁଦ୍ଧିଜୀବି ସମ୍ମିଳନୀ

ଅନୁଗୁଳ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତ ବିକାଶ ପରିଷଦ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଅନୁଗୁଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସଂଗଠନ ର ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀକୁ ମାଲ୍ୟଗିରି…

Continue Readingଭାରତ ବିକାଶ ପରିଷଦର ବୁଦ୍ଧିଜୀବି ସମ୍ମିଳନୀ