ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ମୀନା ବଜାର ପଡ଼ିଆରେ ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ ହୋଇଛି। ଶେଷ ଦିବସରେ ମୁଖ୍ୟ ପୃଷ୍ଠପୋଷାକ ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ…