ପ୍ରେମିକାକୁ ପ୍ରତାରଣା ମାମଲାରେ ଯୁବକ ଗିରଫ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମରେ ପକାଇ ପ୍ରତାରଣା କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମୁରଲୀ ବାରିକ (୨୮) ଙ୍କୁ ନାଲକୋ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ…

Continue Readingପ୍ରେମିକାକୁ ପ୍ରତାରଣା ମାମଲାରେ ଯୁବକ ଗିରଫ

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ବିଜେପି ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ପୂର୍ବତନ ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ଅନେକ ଦିନ ହେଲା ମାନସିକ ଓ ଶାରୀରିକ ନିର୍ଯାତନା…

Continue Readingଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ବିଜେପି ନେତା ଗିରଫ

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଶପଥ ଗ୍ରହଣ ସମାରୋହ ଓ ସାଧାରଣ ସଭା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଶପଥ ଗ୍ରହଣ ସମାରୋହ ଓ ବିଶେଷ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସଂଗଠନର ଆଇନ ପରାମର୍ଶଦାତା ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ। ଦୀପକ କୁମାର ବର୍ମାଙ୍କୁ ସଭାପତି…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଶପଥ ଗ୍ରହଣ ସମାରୋହ ଓ ସାଧାରଣ ସଭା

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ୨ ଗୁରୁତର

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଡେବେରାପାଲି ନିକଟରେ ଗୁରୁବାର ଏକ ଟ୍ରକ ଓଲଟି ୨ ଜଣ ଗୁରୁତର ହୋଇଛନ୍ତି। କଟକରୁ ସମ୍ବଲପୁର ଯାଉଥିବା ଏକ ମାଲ ବୋଝେଇ ଟ୍ରକ (ଓଡି ୩୪ ଏନ ୧୯୧୯) ଚାଳକ ଭାରସାମ୍ୟ…

Continue Readingଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ୨ ଗୁରୁତର

ବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ…

Continue Readingବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ପୋଖରୀରେ ଗାଧେଇବା ବେଳେ ପୁଅ ଆଗରେ ବାପାଙ୍କ ଦୁଃଖଦ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବରପଦା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ପଞ୍ଚୁ ବେହେରା ନାମକ ଜଣେ ବ୍ୟକ୍ତି ପୋଖରୀରେ ଗାଧେଇବା ବେଳେ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି । ସୂଚନା ଅନୁଯାୟୀ,…

Continue Readingପୋଖରୀରେ ଗାଧେଇବା ବେଳେ ପୁଅ ଆଗରେ ବାପାଙ୍କ ଦୁଃଖଦ ମୃତ୍ୟୁ

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଅନୁଗୁଳରେ ବନ୍ଦ ସଫଳ

ଅନୁଗୁଳ: ବିଭାଗୀୟ ତଦନ୍ତ ଓ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଡ଼ାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ଅନୁଗୁଳରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ…

Continue Readingସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଅନୁଗୁଳରେ ବନ୍ଦ ସଫଳ

ଗାଈ ପଶି ଧାନ ନଷ୍ଟ କରୁଥିଲା, ଅଭିଯୋଗ କରିବାରୁ ଦମ୍ପତିଙ୍କୁ କୋଡ଼ିରେ ଆକ୍ରମଣ ଅଭିଯୋଗ

ଅନୁଗୁଳ: ଦମ୍ପତିଙ୍କୁ ଆକ୍ରମଣ କରିଥିବା ନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ। ସୂଚନା ମୁତାବକ, ବଇସିଣା ଗ୍ରାମର ପ୍ରତିମା ବେହେରା ଓ ତାଙ୍କ ସ୍ଵାମୀ ପର୍ଶୁରାମ ବେହେରାଙ୍କୁ ସେହି ଗ୍ରାମର କୀର୍ତ୍ତନ ମାହାର ଓ ତାଙ୍କ ପତ୍ନୀ କନକ ମାହାର…

Continue Readingଗାଈ ପଶି ଧାନ ନଷ୍ଟ କରୁଥିଲା, ଅଭିଯୋଗ କରିବାରୁ ଦମ୍ପତିଙ୍କୁ କୋଡ଼ିରେ ଆକ୍ରମଣ ଅଭିଯୋଗ

ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବକୁ ୭ ପଦକ, ସମ୍ମାନିତ କଲେ ଉପଜିଲ୍ଲାପାଳ

ଅନୁଗୁଳ: ଭୁବନେଶ୍ୱର ଉତ୍କଳ କରାଟେ ସଂଘଠାରେ ଦ୍ୱିତୀୟ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ରାଇଫଲ କ୍ଲବରୁ ଚୟନ ହୋଇଥିବା ସୁଟର ଭାଗ ନେଇଥିଲେ। ତାଳଚେର ରାଇଫଲ କ୍ଲବର ସ୍ଵାତି ରାଣୀ ଗଡ଼ନାୟକ ସ୍ବର୍ଣ୍ଣ ପଦକ, ଆୟୁଷ୍ମାନ…

Continue Readingରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବକୁ ୭ ପଦକ, ସମ୍ମାନିତ କଲେ ଉପଜିଲ୍ଲାପାଳ

ସରକାରୀ ଯୋଜନା କାହା ପାଇଁ? ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଗର୍ଭବତୀଙ୍କୁ ବୋହି ପୂର୍ଣ୍ଣଗର୍ଭା ନଦୀ ପାର କଲେ ପରିବାର ଲୋକ

ଅନୁଗୁଳ: ସାଧାରଣଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା। କିନ୍ତୁ ଦରକାର ବେଳେ ଗୋଟେ ବି ସୁବିଧା ପାଉନାହାନ୍ତି ଜନତା। ଯାହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଥର ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ପୁଣି ଆସନ୍ନ ପ୍ରସବା…

Continue Readingସରକାରୀ ଯୋଜନା କାହା ପାଇଁ? ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଗର୍ଭବତୀଙ୍କୁ ବୋହି ପୂର୍ଣ୍ଣଗର୍ଭା ନଦୀ ପାର କଲେ ପରିବାର ଲୋକ