ଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କରଡ଼ାଖମଣ ଜଙ୍ଗଲରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପାଳଲହଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଓ ଖମାର ଥାନା ମିଳିତ ଚଢ଼ାଉ କରି କରଡାଖମଣର ବାଞ୍ଜ ଖୋଳ ଜଙ୍ଗଲରୁ…

Continue Readingଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ବାପା-ମା’ ମେଡିକାଲରେ, ଭୋକ ଉପାସରେ ରାସ୍ତାରେ ବୁଲୁଥିବା ଚାରି ଭାଇ-ଭଉଣୀଙ୍କୁ ଉଦ୍ଧାର କଲା ପୋଲିସ

ଅନୁଗୁଳ: ବର୍ଷା ରାତିରେ ଇତଃସ୍ତତଃ ବୁଲୁଥିବା ଚାରି ଭାଇ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବର୍ଷା ରାତିରେ ଏହି ଭାଇ ଭଉଣୀ ଭୋକ ବିକଳରେ ଚାଲି ଚାଲି ତାଳଚେର ସୌଭାଗ୍ୟନଗର ଅଞ୍ଚଳରୁ କଣିହାଁ ବ୍ଲକ କୁଲେଇ ଗାଁ ଦେଇ ପବିତ୍ରନଗର ଅଞ୍ଚଳକୁ…

Continue Readingବାପା-ମା’ ମେଡିକାଲରେ, ଭୋକ ଉପାସରେ ରାସ୍ତାରେ ବୁଲୁଥିବା ଚାରି ଭାଇ-ଭଉଣୀଙ୍କୁ ଉଦ୍ଧାର କଲା ପୋଲିସ

ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ, ବାହାନା ଦେଖାଇ ଟାଳି ଦେଉଥିବା ଅଭିଯୋଗ

ଅନୁଗୁଳ: ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ। ଅନୁଗୁଳ ବିଡିଓଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଆଇନଜୀବୀ। ସୂଚନା ମୁତାବକ, ଅନୁଗୁଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତର ଆଇନଜୀବୀ ପଦାରବିନ୍ଦ ଦାସ କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା…

Continue Readingସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ, ବାହାନା ଦେଖାଇ ଟାଳି ଦେଉଥିବା ଅଭିଯୋଗ

ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

ଭୁବନେଶ୍ବର: ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ଏବଂ ଅନ୍ୟାନ୍ୟ ୨୫ଟି ଷ୍ଟ୍ରିମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ଅଶ୍ଲୀଳ ବିଷୟବସ୍ତକୁ ବିରୋଧ କରିଆସୁଥିବା ସରକାର ଆଜି ନିଜର ନୀତିକୁ ଯଥାର୍ଥ…

Continue Readingସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

ସହକାରୀ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ:  ସନ୍ଥପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହକାରୀ ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅଜୟ କୁମାର ମହାନ୍ତି…

Continue Readingସହକାରୀ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଶିଶୁ ଚାଲାଣ ନିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଓ ରେଲୱେ ପୋଲିସର ମିଳିତ ଉଦ୍ୟମରେ ଅନୁଗୁଳ, ବଇଣ୍ଡା, ତାଳଚେର ରୋଡ ରେଲୱେ ଷ୍ଟେସନରେ ଜୁଲାଇ ୩୦ ବିଶ୍ୱମାନବ ଚାଲାଣ ନିରୋଧ ଦିବସ ଉପଲକ୍ଷେ ଏକ ବିଶେଷ ଅଭିଯାନ…

Continue Readingଶିଶୁ ଚାଲାଣ ନିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ପାର୍ଶ୍ଵରୁ ବେଆଇନ ଡିଜେଲ ବୋଝେଇ ପିକଅପ ଭ୍ୟାନ ସମେତ ୧୨୫୦ଲିଟର ଡିଜେଲ ଜବତ କରିଛି ପୋଲିସ।ସୂଚନା ମୁତାବକ, ଜରପଡ଼ା ପୋଲିସ ପକ୍ଷରୁ ବେଆଇନ ଡିଜେଲ ବୋଝେଇ ହୋଇ ଜରପଡ଼ାରୁ ବଇଣ୍ଡା…

Continue Reading୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

ଡାକ୍ତରଖାନାରେ ପଶିଲା ସାପ, ଯିଏ ଯୁଆଡ଼େ ପାରିଲା ଧାଇଁଲା

ଅନୁଗୁଳ: ଡାକ୍ତରଖାନାରେ ପଶିଲା ସାପ। ଇତଃସ୍ତତ ହୋଇ ଦୌଡ଼ିଲେ ରୋଗୀ ଓ ସମ୍ପର୍କୀୟ। ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ଗୁରୁବାର ଦିନ ୧୧ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ରହିଥିବା ଟ୍ରମା କେୟାର…

Continue Readingଡାକ୍ତରଖାନାରେ ପଶିଲା ସାପ, ଯିଏ ଯୁଆଡ଼େ ପାରିଲା ଧାଇଁଲା

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନବନିର୍ବାଚିତ ପ୍ରତିନିଧି ମଣ୍ଡଳୀଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରରେ ଅନୁଗୁଳ ଜିଲ୍ଲାରେ ସାମଗ୍ରିକ…

Continue Readingକେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧି ମଣ୍ଡଳୀ

ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ସାତକୋଶିଆର ନୂଆ ଡିଏଫ୍‌ଓ ଭାବରେ ଗଦାଧର ପାତ୍ର ଦାୟିତ୍ବ ନେବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ, ସାତକୋଶିଆ ଡିଏଫ୍‌ଓ ସରୋଜ…

Continue Readingସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ