ଗୁରୁକୁଳ କ୍ଲାସେସରେ ମହାଆଡମ୍ବରରେ ସରସ୍ଵତୀ ପୂଜା ପାଳିତ

ଅନୁଗୁଳ: ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ମହାଆଡମ୍ବରରେ ବାଗଦେବୀ ମା ସରସ୍ବତୀଙ୍କ ପୂଜା ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହା ଆନନ୍ଦର ସହିତ ସରସ୍ଵତୀଙ୍କ ପୂଜା କରାଯାଇଥିଲା। ନିର୍ଦ୍ଦେଶକଙ୍କ ପିତା ଅଭିମନ୍ୟୁ ପ୍ରଧାନ…

Continue Readingଗୁରୁକୁଳ କ୍ଲାସେସରେ ମହାଆଡମ୍ବରରେ ସରସ୍ଵତୀ ପୂଜା ପାଳିତ

ବିଦ୍ୟୁତ୍ ଠିକାଦାରଙ୍କ ସାଙ୍ଘାତିକ ଖେଳ: ସଟଡାଉନ୍ ନ ନେଇ ଚଢେଇଥିଲେ ଖୁଣ୍ଟରେ

ଅନୁଗୁଳ: ଶନିବାର ଅନୁଗୁଳ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପରିସରରେ ଥିବା ଟ୍ରାନସଫର୍ମରରେ ତ୍ରୁଟି ହେତୁ ଲାଇନ୍ ଚାଲିଯାଇଥିଲା।ଟିପିସିଓଡିଏଲ ପକ୍ଷରୁ ନିଯୁକ୍ତ ଲାଇନ୍ ମ୍ୟାନଙ୍କୁ ଡକା ଯାଇଥିଲା ମରାମତି ପାଇଁ। ହେଲେ ଦାୟିତ୍ୱରେ ଥିବା ଠିକାଦାରଙ୍କ ହାମ୍ବଡ଼ା ନୀତି ଯୋଗୁଁ ଲାଇନ୍…

Continue Readingବିଦ୍ୟୁତ୍ ଠିକାଦାରଙ୍କ ସାଙ୍ଘାତିକ ଖେଳ: ସଟଡାଉନ୍ ନ ନେଇ ଚଢେଇଥିଲେ ଖୁଣ୍ଟରେ

କଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଣିହାଁ ବନାଞ୍ଚଳ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ବଦ୍ରୀନାଥ ସାହୁ, ପ୍ରଧାନଶିକ୍ଷକ ଗିରିଧାରୀ…

Continue Readingକଣିହାଁରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ: ‘ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ’ର ନାରା

ମନରେଗାରେ ସଂସ୍କାର: ଗ୍ରାମୀଣ ସ୍ୱାବଲମ୍ବନ ପାଇଁ ‘ଭିବି-ଜି ରାମ ଜି’ ସାଜିବ ଅସ୍ତ୍ର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ‘ଭିବି-ଜି ରାମ ଜି’ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି…

Continue Readingମନରେଗାରେ ସଂସ୍କାର: ଗ୍ରାମୀଣ ସ୍ୱାବଲମ୍ବନ ପାଇଁ ‘ଭିବି-ଜି ରାମ ଜି’ ସାଜିବ ଅସ୍ତ୍ର

ଘୋଷର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ: ରେଢାଖୋଲ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଘୋଷରଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏଥିରେ ରେଢାଖୋଲ ଦଳ ବାମୁର ଦଳକୁ ୨ ଓ୍ବିକେଟରେ ପରାସ୍ତ କରି ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଆଜିର ମ୍ୟାଚରେ ଅତିଥି ଭାବେ କିଶୋରନଗର ଆଇଆଇସି…

Continue Readingଘୋଷର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ: ରେଢାଖୋଲ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ

ଦୁର୍ଘଟଣାଗ୍ରସ୍ତ ମାଙ୍କଡ଼ ଛୁଆକୁ ଉଦ୍ଧାର କରି ଚିକିତ୍ସା କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାନବିକତାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜେ.ଏସ୍.ପି.ଏଲ୍ (JSPL) ଗେଟ୍ ସମ୍ମୁଖ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଏକ ମାଙ୍କଡ଼ ଛୁଆକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି। ଆଜି ଅପରାହ୍ନରେ ଜଣେ ସହୃଦୟ ବ୍ୟକ୍ତି ନିଶା -…

Continue Readingଦୁର୍ଘଟଣାଗ୍ରସ୍ତ ମାଙ୍କଡ଼ ଛୁଆକୁ ଉଦ୍ଧାର କରି ଚିକିତ୍ସା କଲା ବନ ବିଭାଗ

ନାଲକୋ ରେଳପଥ: ଏବେ ମରଣଯନ୍ତା, ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଟ୍ରେନ୍‌ ଚଳାଚଳ

ଅନୁଗୁଳ : ରେଳ ଫାଟକ ନାହିଁ, କିନ୍ତୁ ଦିନରାତି ଗଡ଼ୁଛି ଟ୍ରେନ୍‌। ନାଲକୋର ଏହି ବଡ଼ ଅବହେଳାର ପରିଣାମ ଭୋଗୁଛନ୍ତି ନାଲକୋବାସୀ। ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ସମେତ ପାଖାପାଖି ୪-୫ଟି ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ…

Continue Readingନାଲକୋ ରେଳପଥ: ଏବେ ମରଣଯନ୍ତା, ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଟ୍ରେନ୍‌ ଚଳାଚଳ

ପାଳଲହଡ଼ାରେ ‘କନ୍ୟା ସଚେତନତା ରଥ’ର ଶୁଭାରମ୍ଭ: ବାଲ୍ୟ ବିବାହ ରୋକିବା ପାଇଁ ସଂକଳ୍ପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ 'କନ୍ୟା ସଚେତନତା ରଥ' ର ଶୁଭାରମ୍ଭ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Continue Readingପାଳଲହଡ଼ାରେ ‘କନ୍ୟା ସଚେତନତା ରଥ’ର ଶୁଭାରମ୍ଭ: ବାଲ୍ୟ ବିବାହ ରୋକିବା ପାଇଁ ସଂକଳ୍ପ

ସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

ଅନୁଗୁଳ ସହରର ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆୟୋଜିତ ସରସ୍ବତୀ ପୂଜା ମଣ୍ଡପ ଏବେ ସହରବାସୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏବର୍ଷ କ୍ଲବ ପକ୍ଷରୁ ନିଆଯାଇଥିବା ‘ଛୋଟା ଭୀମ’ ଥିମ ସହିତ ତିଆରି ହୋଇଥିବା ବିଶାଳ ଓ ଆକର୍ଷଣୀୟ ତୋରଣ…

Continue Readingସରସ୍ବତୀ ପୂଜା ମଣ୍ଡପ ଛୋଟା ଭୀମ ଥିମରେ ସଜ୍ଜିତ

ଛେଣ୍ଡିପଦାରେ ଗଜରାଜଙ୍କ ଆତଙ୍କ: ସୁନାର ଫସଲକୁ ଦଳିଦେଲେ, ଉଚିତ କ୍ଷତିପୂରଣ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ୧୮ଟିକିଆ ଏକ ହାତୀପଲ ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର କଦଳୀ,…

Continue Readingଛେଣ୍ଡିପଦାରେ ଗଜରାଜଙ୍କ ଆତଙ୍କ: ସୁନାର ଫସଲକୁ ଦଳିଦେଲେ, ଉଚିତ କ୍ଷତିପୂରଣ ଦାବି