ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍ରେ ବୁଡ଼ି ଯୁବକ ମୃତ
ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)। ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ…
