ଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ
ଅନୁଗୁଳ: ଖେଳୁଥିବା ସମୟରେ ଖୋଲା କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର କାଳନ୍ଦୀ ସାହୁଙ୍କ ଦେଢ଼ ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ସୂଚନା ମୁତାବକ,…
ଅନୁଗୁଳ: ଖେଳୁଥିବା ସମୟରେ ଖୋଲା କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର କାଳନ୍ଦୀ ସାହୁଙ୍କ ଦେଢ଼ ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ସୂଚନା ମୁତାବକ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବଜ୍ରକୋଟ ଗାଁରେ ଡିଜେଲ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ଚନ୍ଦ୍ରକାନ୍ତ ବେହେରା (୨୩)। ସୂଚନା ମୁତାବକ, ବଜ୍ରକୋଟ ଗାଁର ଅରବିନ୍ଦ ସାହୁ ନିଜ ବାରଚକିଆ…
ଅନୁଗୁଳ : ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦୁଲ ଅଖତର, ଆର.ସି.ସି.ଏଫ ସୁଧାଂଶୁ ଶେଖର ଖୋରା ଏବଂ ଡି.ଏଫ.ଓ ନୀତିଶ କୁମାର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି। ବଅଁରପାଳ ବ୍ଲକରେ ପ୍ରକୃତି ସଂରକ୍ଷଣ ଓ…
ଅନୁଗୁଳ: ତିନି ଦିନ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ ହୋଇଛି। ତାଳଚେର ସ୍ଥିତ ବ୍ରାହ୍ମଣୀ ବିହାର ଶିଶୁ ମନ୍ଦିର ଠାରେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ତିନି ଜିଲ୍ଲାର ବିଭିନ୍ନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଅଞ୍ଚଳରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ଅନୁଗୁଳ ପୋଲିସ। ଏଥିସହ ମାମଲାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି। ଏହି ଡକାୟତମାନେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ ସଂଘ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ କଲ୍ୟାଣୀ ମଣ୍ଡପ ଠାରେ ଆଜି ଅଣସଂଗଠିତ ଶ୍ରମିକ ଯଥା ନିର୍ମାଣ ଶ୍ରମିକ, ପାଚିକା, ମିଶନ ଶକ୍ତି ଅଧୀନରେ କାମ କରୁଥିବା କର୍ମୀ, ଆଶାକର୍ମୀ ମାନଙ୍କର ସଭା ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ମଜଦୁର…
ଅନୁଗୁଳ: ଚାଷୀ ମୁଣ୍ଡରେ ଚଡ଼କ। ସର୍ଟ ସର୍କିଟରେ ଜଳିଗଲା ଅମଳ ଧାନ। ଖଳାରେ ରଖାଯାଇଥିବା ବର୍ଷକର ଧାନ ଇଲେକ୍ଟ୍ରିକ ସର୍ଟ ସର୍କିଟରେ ଜଳିଯାଇଛି। ଫଳରେ ଭାଙ୍ଗି ପଡ଼ିଛି ଚାଷୀ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଡ୍ରପାଳ ପଞ୍ଚାୟତ ଖେତୀ ଗ୍ରାମର ଜମ୍ବେଶ୍ଵର…
ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୦ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି…
ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ସରକାର। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବିଧାନସଭାରେ ଏନେଇ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।…
ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳା ଗୁରୁତର। ଆଜି ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଧାରମଣପଡ଼ାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ମୀନା ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…