କୋଇଲା ଉତ୍ତୋଳନକୁ ବିରୋଧ: ଛେଣ୍ଡିପଦା ତହସିଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ପ୍ରଦୂଷଣରେ ସାରା ଦେଶରେ ଏକ ନମ୍ବର ହୋଇ ଅଲୋଡ଼ା ରେକର୍ଡ କରିଛି ଅନୁଗୁଳ। ତଥାପି ଜିଲ୍ଲାରେ ଖଣି ଖୋଳା କାର୍ଯ୍ୟକ୍ରମ ବନ୍ଦ ହେବା ନାଁ ଧରୁନି। ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ନାଲକୋ, ସିଂଘ୍ରାନୀ କମ୍ପାନୀ କୋଇଲା ଉତ୍ତୋଳନ କରିବା ଆରମ୍ଭ…

Continue Readingକୋଇଲା ଉତ୍ତୋଳନକୁ ବିରୋଧ: ଛେଣ୍ଡିପଦା ତହସିଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ

ଅନୁଗୁଳ: ୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ସାଧାରଣତନ୍ତ୍ର…

Continue Readingସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ

ବାଘେଶ୍ବର ବାବାଙ୍କ ନାମରେ ଠକାମି: ସାଇବର ଠକମାନେ ଲୁଟି ନେଲେ ୧୮ ଲକ୍ଷ

ଅନୁଗୁଳ: ଅନୁଗୁଳରେ ସାଇବର ଠକାମିର ଏକ ବଡ଼ ମାମଲା ସାମ୍ନାକୁ ଆସିଛି। କୁମଣ୍ଡ ଗାଁର ବିନିତ କୁମାର ସେଠିଙ୍କ ନିକଟରୁ ସାଇବର ଠକମାନେ ପ୍ରାୟ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାରେ ଅନୁଗୁଳ ସାଇବର ଥାନାରେ ମାମଲା ରୁଜୁ…

Continue Readingବାଘେଶ୍ବର ବାବାଙ୍କ ନାମରେ ଠକାମି: ସାଇବର ଠକମାନେ ଲୁଟି ନେଲେ ୧୮ ଲକ୍ଷ

ବିମାନରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ଅନୁଗୁଳ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ…

Continue Readingବିମାନରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ନାକିଚି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ମନୋନୟନ ହୋଇଛି। ନୂତନ ସଭାପତି…

Continue Readingପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଦ୍ୱାଦଶ ଅଧ୍ୟାୟ: ଐତିହ୍ୟାନୁରାଗୀ ପରିଦର୍ଶନ କଲେ ସହରର ପ୍ରାଚୀନ ମୁଚୁକୁନ୍ଦ ସୋମନାଥ ମନ୍ଦିର

"ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଦ୍ୱାଦଶ ତମ ସଂସ୍କରଣ ସମ୍ପନ୍ନ ହୋଇଯାଇଅଛି। ଐତିହ୍ୟାନୁରାଗୀ ବନ୍ଧୁମାନେ ଜଗତସିଂହପୁର ସହରରେ ଥିବା ପ୍ରାଚୀନ "ମୁଚୁକୁନ୍ଦ ସୋମନାଥ ମନ୍ଦିର" ପରିଦର୍ଶନରେ କରିଥିଲେ। ଏହି ମନ୍ଦିରଟି ବହୁ ପ୍ରାଚୀନ ନ ହେଲେବି ମୋଗଲ ପରବର୍ତ୍ତୀ ମରହଟ୍ଟା ଶାସନ କାଳରେ…

Continue Readingଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଦ୍ୱାଦଶ ଅଧ୍ୟାୟ: ଐତିହ୍ୟାନୁରାଗୀ ପରିଦର୍ଶନ କଲେ ସହରର ପ୍ରାଚୀନ ମୁଚୁକୁନ୍ଦ ସୋମନାଥ ମନ୍ଦିର

ପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପୋଲିସ ପକ୍ଷରୁ ବେଆଇନ ବାଲି ବୋଝେଇ ହାଇୱା ଗାଡି ଜବତ କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ସାନତ୍ରିବିଡା ଗ୍ରାମର ପାଖରୁ ବାଲି ବୋଝେଇ ଗାଡି କଣିହାଁ ଅଭିମୁଖେ ଆସୁଥିଲା। ଏହି ସମୟରେ କଣିହାଁ…

Continue Readingପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ

୭ରେ ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ମ ପଢ଼ିଥିଲେ ବି କରିପାରିବେ ଅଂଶଗ୍ରହଣ

ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (OSDA) ଆନୁକୂଲ୍ୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ୭ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ…

Continue Reading୭ରେ ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ମ ପଢ଼ିଥିଲେ ବି କରିପାରିବେ ଅଂଶଗ୍ରହଣ

ବାହାର ଠିକାଦାରଙ୍କୁ ଅନୁଗୁଳ ମନା!

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ସଭାପତିଙ୍କ ସଭାପତିତ୍ୱରେ ବରିଷ୍ଠ ଠିକାଦାରଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଠିକା କାମଗୁଡିକୁ ଅଳ୍ପ ମୂଲ୍ୟରେ ନେଇ ନିମ୍ନମାନର କାମ ହେଉଥିବାରୁ ଆଜିଠାରୁ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ…

Continue Readingବାହାର ଠିକାଦାରଙ୍କୁ ଅନୁଗୁଳ ମନା!

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪୯ଟି ଅଭିଯୋଗ ଗ୍ରହଣ, ୬ଟିର ତ୍ୱରିତ ସମାଧାନ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୪୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିରୁ ୩୧ଟି ବ୍ୟକ୍ତିଗତ ଓ ୧୮ଟି ଗ୍ରାମ୍ୟଭିତ୍ତିକ…

Continue Readingଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪୯ଟି ଅଭିଯୋଗ ଗ୍ରହଣ, ୬ଟିର ତ୍ୱରିତ ସମାଧାନ