ଆସିବେ ବିଘ୍ନରାଜ, ଶାନ୍ତିଶୃଙ୍ଖଳାର ସହ ଗଣେଶ ପୂଜା ଆୟୋଜନ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ…

Continue Readingଆସିବେ ବିଘ୍ନରାଜ, ଶାନ୍ତିଶୃଙ୍ଖଳାର ସହ ଗଣେଶ ପୂଜା ଆୟୋଜନ ଉପରେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ର ସଦସ୍ୟ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଅନୁଗୁଳ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନାଲକୋ ଏଲ.ଏ.ପି./ଆଇ. ଟି. ଆଇ. ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ସମୟରେ ନୂତନ ନିର୍ବାଚିତ ଅନୁଗୁଳ ବିଧାୟକ…

Continue Readingମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ର ସଦସ୍ୟ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଏଣିକି ସହଜରେ ରାସନ ଚାଉଳ ପାଇବେ ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍। ଭୁବନେଶ୍ବର ମଞ୍ଚେଶ୍ବରରେ ଆଜି ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଖୋଲିଛି। ଏହି ଚାଉଳ ଏଟିଏମ ମାଧ୍ୟମରେ ଗରିବ ଲୋକଙ୍କୁ ରାସନ ଚାଉଳ ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍…

Continue Readingଏଣିକି ସହଜରେ ରାସନ ଚାଉଳ ପାଇବେ ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଆସନ୍ତା ବର୍ଷରୁ ସବୁ ସ୍ମାର୍ଟଫୋନ୍‌ ପାଇଁ ଟାଇପ୍-ସି ଚାର୍ଜର

ନୂଆଦିଲ୍ଲୀ : ଆପଲ୍ ଏବଂ ସାମସଙ୍ଗ ପରି କମ୍ପାନୀଗୁଡିକ ଗତ ଦୁଇ ବର୍ଷ ଧରି ଫୋନ୍ ସହିତ ଆଡାପ୍ଟର ଯୋଗାଇବା ବନ୍ଦ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ଗୁଡିକରେ ଟାଇପ୍-ସି ପୋର୍ଟ…

Continue Readingଆସନ୍ତା ବର୍ଷରୁ ସବୁ ସ୍ମାର୍ଟଫୋନ୍‌ ପାଇଁ ଟାଇପ୍-ସି ଚାର୍ଜର

ଅନୁଗୁଳରେ ପୁଣି ଲଜ୍ଜା! ଦୁଇ ଯୁବତୀଙ୍କୁ ମଦ ପିଆଇ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଅନୁଗୁଳ: ମଦ ପିଆଇ ୨ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ୫ ଜଣଙ୍କ ନାଁରେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ମଙ୍ଗଳବାର ରାତି ୮ଟା ବେଳେ ଦୁଇ ଜଣ ଯୁବତୀ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ବସିଥିଲେ। ସେହି…

Continue Readingଅନୁଗୁଳରେ ପୁଣି ଲଜ୍ଜା! ଦୁଇ ଯୁବତୀଙ୍କୁ ମଦ ପିଆଇ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଠାରେ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ପ୍ରଦତ୍ତ ଲ୍ଯାପଟପ ଗୁଡିକର ବ୍ୟବହାର ଓ ଯତ୍ନ ସମ୍ପର୍କିତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

Continue Readingଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ କଲା ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା।ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ମାଡ଼ି ବସିଛନ୍ତି ଅବକାରୀ ବିଭାଗର ଅଧିକାରୀ। ସେମାନଙ୍କ ଠାରୁ ୧୦୦କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସୂଚନା ମୁତାବକ, ଫୁଲବାଣୀ ଅଞ୍ଚଳରୁ ଏକ ମାରୁତି ସୁଜୁକି କାରରେ…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ କଲା ଗିରଫ

ଆଳୁ ଦାମ୍ ବୃଦ୍ଧିକୁ କଂଗ୍ରେସର ବିରୋଧ, ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମୁଣ୍ଡ ବିନ୍ଧା ବଢ଼ିଛି। ରାଜ୍ୟରେ ଆଳୁ ସମେତ ଅନ୍ୟ ପରିବାର ଦର ବୃଦ୍ଧିକୁ ବିରୋଧ କରି ଅନୁଗୁଳ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଅନୁଗୁଳ ଜିଲ୍ଲାରେ ଆଳୁ ଦର ୪୦…

Continue Readingଆଳୁ ଦାମ୍ ବୃଦ୍ଧିକୁ କଂଗ୍ରେସର ବିରୋଧ, ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

କଲେଜ ଛାତ୍ରୀ ନାଳରେ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ କଣ୍ଟା ବୁଦା ମୂଳରୁ ମୃତଦେହ ଉଦ୍ଧାର

ଅନୁଗୁଳ: ବସଲା ସୁନାଭୂଇଁ ସ୍ଥିତ ଘୋଡାଡିଆଁ ନାଳରେ ମଙ୍ଗଳବାର ଭାସି ନିଖୋଜ ହୋଇଯାଇଥିବା ଛାତ୍ରୀଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ନାଳର ଏକ କଣ୍ଟା ବୁଦା ମୂଳରେ ମୃତ ଦେହ ଲାଖି ରହିଥିଲା। ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ…

Continue Readingକଲେଜ ଛାତ୍ରୀ ନାଳରେ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ କଣ୍ଟା ବୁଦା ମୂଳରୁ ମୃତଦେହ ଉଦ୍ଧାର

ବଢ଼ି ପାଣିରୁ ମାଛ ମାରିବା ହେଲା କାଳ : ଲିଙ୍ଗରା ନାଳରେ ହୋମ୍ ପାଇପରେ ଫସି ଜଣଙ୍କ ମୃତ୍ୟୁ

ଅନୁଗୁଳ : ମାଛ ମାରିବାକୁ ଯାଇ ଜଣେ ମୃତ। ମୃତକ ହେଲେ ଅନୁଗୁଳ ସହର ନିକଟବର୍ତ୍ତୀ ଲିଙ୍ଗରାଯୋଡି ଗାଁର ଅନୁପମ ନାଏକ (୪୦)। ସେ ପେଶାରେ ଜଣେ ଟ୍ରକ ବଡି ଗ୍ୟାରେଜ ମିସ୍ତ୍ରୀ। ସୂଚନା ମୁତାବକ, ଡେରଜାଙ୍ଗ ଜଳ ଭଣ୍ଡାର ବଢ଼ି…

Continue Readingବଢ଼ି ପାଣିରୁ ମାଛ ମାରିବା ହେଲା କାଳ : ଲିଙ୍ଗରା ନାଳରେ ହୋମ୍ ପାଇପରେ ଫସି ଜଣଙ୍କ ମୃତ୍ୟୁ