ବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ବାରହା ଭାବି ଶ୍ୱଶୁରଙ୍କୁ ଗୁଳି କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଜ୍ଵାଇଁ ସୁବଳ ନାୟକକୁ ଗିରଫ କରିଛି। ଶ୍ଵଶୁରଙ୍କ ଚିକିତ୍ସା କରିଥିବା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଗତି ମହାପାତ୍ରଙ୍କ…

Continue Readingବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଅନୁଗୁଳ: ଆଜି ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଦେବାଶିଷ ମିଶ୍ର ଯୋଗଦେଇ କୁନି ବୈଜ୍ଞାନିକଙ୍କୁ…

Continue Readingସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ସାଇଡ୍ ମାରୁ ମାରୁ ଓଲଟିଲା କ୍ଷୀର ବୋଝେଇ ଟ୍ରକ, ସମସ୍ତେ ସୁରକ୍ଷିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗାଁ ଛକ ନିକଟ ୫୫ ନଂ ଜାତୀୟ ରାଜପଥରେ ଏକ କ୍ଷୀର ବୋଝେଇ ଟ୍ରକ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଏଥିରେ ଗାଡ଼ି ଚାଳକ ଏବଂ ଖଲାସୀ ସୁରକ୍ଷିତ ଅଛନ୍ତି। ଟ୍ରକ ଡ୍ରାଇଭର ବୀରେନ୍ଦ୍ର ପାଲଙ୍କ…

Continue Readingସାଇଡ୍ ମାରୁ ମାରୁ ଓଲଟିଲା କ୍ଷୀର ବୋଝେଇ ଟ୍ରକ, ସମସ୍ତେ ସୁରକ୍ଷିତ

କମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

ଭୁବନେଶ୍ବର: ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡ଼ିଶା। ହେଲେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ନ ପାରିବ…

Continue Readingକମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର…

Continue Readingବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ଭୋରରେ ଜ୍ୱାଇଁର ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ବାରହା ଶିକାର କରିବା ପାଇଁ ଜ୍ୱାଇଁ ଗୁଳି ମାରୁଥିବା ବେଳେ ଶ୍ୱଶୁରଙ୍କ ଦେହରେ ବାଜିଥିବା ଜଣାଯାଇଛି। ସୂଚନା ମୁତାବକ, ସମ୍ପର୍କୀୟ…

Continue Readingଜ୍ଵାଇଁ ଗୁଳିରେ ଶ୍ୱଶୁର ଗୁରୁତର, ବାରହା ଭାବି କରିଥିଲେ ଟାର୍ଗେଟ

ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍, ମଦୁଆ ଡ୍ରାଇଭରକୁ ଧରିଲା ପୋଲିସ

ଅନୁଗୁଳ: ପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍। ରବିବାର ପୂର୍ବାହ୍ନରେ ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ମଦ ପିଇ ଗାଡ଼ି ଚଳାଉଥିବା ଲକ୍ଷ୍ମୀ ବସ୍ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ…

Continue Readingପାର୍କିଂରେ ଠିଆ ହୋଇଥିବା ଗାଡ଼ିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍, ମଦୁଆ ଡ୍ରାଇଭରକୁ ଧରିଲା ପୋଲିସ

କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁଁନୁକାପଶି ପଞ୍ଚାୟତ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

Continue Readingକିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ଅନୁଗୁଳ: ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ। ଏହି ଘଟଣାକୁ ନେଇ ବଅଁରପାଳ ଥାନା ନୂଆହତା ଗୋପାଳ ସାହିସ୍ଥିତ ତୃପ୍ତି ମୋଟର ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ୨ ଅଜଣା ବ୍ୟକ୍ତି ବସ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଛି। ଏ…

Continue Readingବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରେ ନକଲି ଓକିଲ, ଜଣେ ଯୁବକ ଅଟକ

ଅନୁଗୁଳ: ଆଜି ଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରୁ ଜଣେ ନକଲି ଓକିଲଙ୍କୁ ଧରି ପୋଲିସ ଜିମା ଦିଆଯାଇଛି। ନକଲି ଓକିଲ ହେଲେ ପତିତପାବନ ବେହେରା। ସୂଚନା ମୁତାବକ, ପୁରୁଣା କୋର୍ଟ ଅଞ୍ଚଳର ପତିତପାବନ ବେହେରା ନିଜକୁ ଓକିଲର ପରିଚୟ ଦେଇ ଚାରୋଟି…

Continue Readingଅନୁଗୁଳ ସବ ରେଜିଷ୍ଟରଙ୍କ ଅଫିସରେ ନକଲି ଓକିଲ, ଜଣେ ଯୁବକ ଅଟକ