ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶ ବିତରଣ

ଅନୁଗୁଳ: ଜରପଡା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ କରିବା ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶ ବିତରଣ କରାଯାଇଛି। ଏଥିସହିତ ଧନ୍ଦାମୂଳକ ଶିକ୍ଷା ଓ ବୃତ୍ତିଗତ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁଗୁଳ ବନଖଣ୍ଡ…

Continue Readingସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶ ବିତରଣ

ଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

ଅନୁଗୁଳ: ମହୀଧରପୁର ପଞ୍ଚାୟତ  ବିଜେପି ସଭାପତି ତଥା ହାଟଛକ ପୂଜା କମିଟିର ସଭାପତି ବାଉରୀବନ୍ଧୁ ପ୍ରଧାନଙ୍କ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ବାଉରୀ ବନ୍ଧୁ ପ୍ରଧାନ ପ୍ରଧାନ ମଧୁମେହ ରୋଗରେ  ପୀଡ଼ିତ ହୋଇ ପୂର୍ବରୁ  ଚିକିତ୍ସିତ…

Continue Readingଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ତରରେ ଫୁଟ୍‌ବଲ୍‌ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବ୍‌ଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୩୨ ଟି ଦଳ ଭାଗ ନେବେ। ଏଥିପାଇଁ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଉପଖଣ୍ଡ କ୍ରୀଡ଼ା ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।…

Continue Readingଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ମାଧପୁର ସରସ୍ଵତୀ ଶିଶୁ ମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ

ମାଧପୁର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ 'ସପ୍ତଶକ୍ତି ସଙ୍ଗମ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରଶ୍ମିରେଖା ମାହାର (୫ନଂ ଜୋନ୍ ଜିଲ୍ଲା ପରିଷଦର ସଦସ୍ୟା ), ସମ୍ମାନିତ ଅତିଥି ଭାବରେ…

Continue Readingମାଧପୁର ସରସ୍ଵତୀ ଶିଶୁ ମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ

ତାଳଚେର ଡବଲ ମର୍ଡର ମାମଲା: ଗନମ୍ୟାନ ସମେତ ୫ ସିକ୍ୟୁରିଟି ଗାର୍ଡ ଗିରଫ

ଅନୁଗୁଳ: ତାଳଚେର ଲିଙ୍ଗରାକଟା ଡବଲ ମର୍ଡର ଘଟଣାରେ ପୋଲିସ ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ଏଥିନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ସମସ୍ତ ତଥ୍ୟ ଦେଇଥିଲେ ଏସପି ରାହୁଲ ଜୈନ।ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଏସ ଡିପିଓ…

Continue Readingତାଳଚେର ଡବଲ ମର୍ଡର ମାମଲା: ଗନମ୍ୟାନ ସମେତ ୫ ସିକ୍ୟୁରିଟି ଗାର୍ଡ ଗିରଫ

ଟ୍ୟାଙ୍କରରୁ ଚୋରି ୪ ବ୍ୟାଟେରୀ ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ପୁଲିସ ଟ୍ୟାଙ୍କରରୁ ଚୋରି ହୋଇଥିବା ବ୍ୟାଟେରୀ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ। ୩ ଅଭିଯୁକ୍ତ ହେଲେ କଣିହାଁ ଥାନା ଜରଡା…

Continue Readingଟ୍ୟାଙ୍କରରୁ ଚୋରି ୪ ବ୍ୟାଟେରୀ ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ସପ୍ତମ ଶ୍ରେଣୀର ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ପିଉସା ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଲଜ୍ଜା। କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ବାଗଡିଆ ଥାନା ଅଞ୍ଚଳର ଜଣେ…

Continue Readingସପ୍ତମ ଶ୍ରେଣୀର ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ପିଉସା ଫେରାର

ସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଡିଏମଏଫ ପାଣ୍ଠିରୁ ଅନୁମୋଦିତ ୬ଟି ପ୍ରମୁଖ ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ…

Continue Readingସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

ଭୋଜି ବେଳେ ଅଘଟଣ: ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ନାବାଳିକା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଗୋହିରାପଶି ଠାରେ ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକା ହେଲେ ବାହାଳସାହି ଗାଁର ମାନସୀ ବେହେରା। ମାନସୀ ସାଙ୍ଗ ମାନଙ୍କ ସହିତ ଗୋହିରାପଶି…

Continue Readingଭୋଜି ବେଳେ ଅଘଟଣ: ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ନାବାଳିକା ଗୁରୁତର

ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଭୂମି ପୂଜନ ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ

ଅନୁଗୁଳ: ଜିନ୍ଦଲ୍ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ବଡ଼ରୋହିଲା ଗାଁରେ ଅବସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ଏସ୍.ଟି. ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ୟଶସ୍ୱିନୀ ଜିନ୍ଦଲ’ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ…

Continue Readingବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଭୂମି ପୂଜନ ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ