ବାଲେଶ୍ଵରରେ ଦଙ୍ଗାରେ ଗିରଫ କଏଦୀଙ୍କୁ ଶାନ୍ତିର ବାର୍ତ୍ତା ଦେବେ ବାଜି ରାଉତ ଛାତ୍ରାବାସର ସଦସ୍ୟ
ଅନୁଗୁଳ: ବାଲେଶ୍ଵର ସାମ୍ପ୍ରଦାୟିକ ଦଙ୍ଗାରେ ଗିରଫ ହୋଇ ଜେଲରେ ଥିବା ୧୧୪ ଜଣ କଏଦୀଙ୍କ ମଧ୍ୟରେ ଶାନ୍ତି ଓ ସଦଭାବନାର ବାର୍ତ୍ତା ବାଣ୍ଟିବା ସହ ଜେଲରେ ନାଟକ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଏଡିଏମ ସୁଧାକର ନାୟକଙ୍କ ନିମନ୍ତ୍ରଣକ୍ରମେ…
