ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ଆସନ୍ତା ୮ ତାରିଖ ରଥଯାତ୍ରା ଉପଲକ୍ଷେ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ…

Continue Readingରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମଇମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ୭ ଦିନ ହେଲାଣି ପୋଡ଼ି ଯାଇଛି। କିନ୍ତୁ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ବସ୍ତିରେ ରହୁଥିବା ୧୫ ପରିବାର…

Continue Reading୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଶନିବାର ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସହ ହେଲପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଠାକୁରଗଡ଼ ସ୍ୱାସ୍ଥ୍ୟ…

Continue Readingଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳ ନାକିଚି ବଜାର ଉପରେ ଆଜି ଯୋଗାଣ ବିଭାଗ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଆଜି ପୂର୍ବାହ୍ନରେ ଖବର ପାଇ…

Continue Readingଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମୀମାନେ ଗତ ଦୁଇ ତାରିଖ ଦିନ ଯେଭଳି ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଗୋବର ଓ ପଥର ମାଡ଼ କରିଥିଲେ, ତାହାକୁ ଅନୁଗୁଳରେ ନିନ୍ଦା…

Continue Readingରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଗୁରଙ୍ଗ ଡ୍ୟାମରେ ଅଘଟଣ: ଡଙ୍ଗା ବୁଡ଼ିଯିବାରୁ ପିକନିକ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ଡ୍ୟାମରେ ଅଘଟଣ। ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଗୁତୁମରା ଗ୍ରାମର ପାର୍ଥସାରଥୀ ଗୋଛାୟତ (୨୭)। ସେ ଜଣେ ଲୋକୋ ପାଇଲଟ୍। ସୂଚନା ମୁତାବକ,…

Continue Readingଗୁରଙ୍ଗ ଡ୍ୟାମରେ ଅଘଟଣ: ଡଙ୍ଗା ବୁଡ଼ିଯିବାରୁ ପିକନିକ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ

ପାଳଲହଡ଼ାର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ

ପାଳଲହଡ଼ା : ଅନଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଦୀର୍ଘ ଦୁଇ ମାସ ଧରି ଗୁରୁତର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର…

Continue Readingପାଳଲହଡ଼ାର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ

ନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଦୁର୍ନୀତିର ପ୍ରତିବାଦ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହାଦୁର୍ନୀତିର ପ୍ରତିବାଦରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା…

Continue Readingନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଦୁର୍ନୀତିର ପ୍ରତିବାଦ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଦେଢ଼ ବର୍ଷ ହେଲାଣି ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମିଳୁନି ଚାବି, ପୂର୍ବତନ ଜିଲ୍ଲାପାଳ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

ଅନୁଗୁଳ : ଜିଲ୍ଲା ପ୍ରଶାସନ କବଜାରେ ଅନୁଗୁଳ ପ୍ରେସକ୍ଲବ। ଦୀର୍ଘ ଦେଢ଼ ବର୍ଷ ହେବ ଅନୁଗୁଳ ପ୍ରେସ କ୍ଲବ ଜିଲ୍ଲା ପ୍ରଶାସନ କବ୍ଜାରେ ରହିଛି। ପୂର୍ବତନ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରେସ କ୍ଲବକୁ ୨୦୨୩ ଜୁନ…

Continue Readingଦେଢ଼ ବର୍ଷ ହେଲାଣି ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ ! ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମିଳୁନି ଚାବି, ପୂର୍ବତନ ଜିଲ୍ଲାପାଳ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

ଏକ୍ସପାୟାରି ଡେଟ୍ ନ ଥିବା ମଦ ବିକ୍ରି ଅଭିଯୋଗ, ଏତଲା ରଖୁନଥିବାରୁ ଥାନାରେ ପହଞ୍ଚିଲା ଓକିଲ ସଂଘ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କରତପଟା ଛକ ନିକଟରେ ଥିବା ଏକ ମଦ ଦୋକାନରେ ଏକ୍ସପାୟାରି ଡେଟ ନ ଥିବା ମଦ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ପାଞ୍ଚ ଦିନ ହେଲାଣି ବନ୍ତଳା ଥାନାରେ ଅଭିଯୋଗ…

Continue Readingଏକ୍ସପାୟାରି ଡେଟ୍ ନ ଥିବା ମଦ ବିକ୍ରି ଅଭିଯୋଗ, ଏତଲା ରଖୁନଥିବାରୁ ଥାନାରେ ପହଞ୍ଚିଲା ଓକିଲ ସଂଘ