ଅନୁଗୁଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ କରିବାକୁ ଆହ୍ୱାନ

ଅନୁଗୁଳ: ଯୋଗ -ପ୍ରାଣାୟାମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଏକ ନିରୋଗ ଜୀବନଯାପନ କରିବାରେ ସହାୟକ ହୋଇଥାଏ। ଆଜି ପୂର୍ବାହ୍ନରେ ଅନୁଗୁଳ ଇନ୍‌ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏହା କହିଛନ୍ତି ଢେଙ୍କାନାଳ…

Continue Readingଅନୁଗୁଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ କରିବାକୁ ଆହ୍ୱାନ

ତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ତାଳଚେର : ତାଳଚେରରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ…

Continue Readingତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ଅନୁଗୁଳ: ବାନ୍ତଳା ଥାନା ଅନ୍ତର୍ଗତ ସାହରାଗୁଡ଼ା ଗାଁ ସୁନାଭୂଇଁରେ ଦୀର୍ଘ ଦିନ ଧରି ବେଆଇନ ଇଟା ଭାଟି ଚାଲିବା ଯେତିକି ଆଶ୍ଚର୍ଯ୍ୟଜନକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୂ କୁନ୍ଥୁ ହେବା ସେତିକି ରହସ୍ୟମୟ। ଏହି ଇଟାଭାଟି କେତେକ ମାଫିଆ…

Continue Readingସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ଅଞ୍ଚଳରୁ କଟକ…

Continue Readingଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଶ୍ୟାମାପ୍ରସାଦଙ୍କ ସ୍ମୃତି ଦିବସରୁ ଜୟନ୍ତୀ ଯାଏଁ ସେବାପକ୍ଷ ପାଳିବ ବିଜେପି, ଜୁନ ୨୧ରୁ ଜୁଲାଇ ୬ ଯାଏଁ କରିବ ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଜରୁରୀକାଳୀନ ଆଭାସି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧ ରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଦିନ…

Continue Readingଶ୍ୟାମାପ୍ରସାଦଙ୍କ ସ୍ମୃତି ଦିବସରୁ ଜୟନ୍ତୀ ଯାଏଁ ସେବାପକ୍ଷ ପାଳିବ ବିଜେପି, ଜୁନ ୨୧ରୁ ଜୁଲାଇ ୬ ଯାଏଁ କରିବ ବିଭିନ୍ନ କାର୍ଯ୍ୟକ୍ରମ

ବାରିରୁ ଶାଗୁଆନ ଗଛ କାଟି ଦେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ

  ବଇଣ୍ଡା: ବାରିରୁ ଗଛ କାଟି ନେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ବଳରାମ ପ୍ରଧାନ ନିଜ ଜମିରେ ୫୦ରୁ ଊର୍ଦ୍ଧ୍ବ ଶାଗୁଆନ ଗଛ ଲଗାଇଥିଲେ। ତାଙ୍କ ଜମିରୁ ସେହି…

Continue Readingବାରିରୁ ଶାଗୁଆନ ଗଛ କାଟି ଦେଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ

ରଜ ଉତ୍ସବ ପାଳନ ବେଳେ ଅଶାନ୍ତି କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା ଧମକ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପାପସରା ଗାଁର ଜଣେ ଯୁବକଙ୍କୁ ସେହି ଗାଁର ଆଉ ଜଣେ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ପାପସରା ଗାଁରେ ରଜ ଉତ୍ସବ ପାଳନ ବେଳେ ସେହି…

Continue Readingରଜ ଉତ୍ସବ ପାଳନ ବେଳେ ଅଶାନ୍ତି କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା ଧମକ

ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ

ବଅଁରପାଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ନୂଆସାହିରେ ସର୍ଟସର୍କିଟରୁ ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି।ଗାଁର ସୁବାଷ୍ ଗୁରୁ, ଲକ୍ଷ୍ମଣ ଗୁରୁ, ଅଳକା ଗୁରୁ, କଟୁ ଗୁରୁ, ରାଜା ଗୁରୁଙ୍କ ପରିବାର ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି।…

Continue Readingସର୍ଟସର୍କିଟରୁ ଅଗ୍ନିକାଣ୍ଡ: ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ

ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

  ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ଫୁଲଝରୀ ନିକଟରେ ବାଘ ଛାଲ ବିକ୍ରି ସମୟରେ ବନ ବିଭାଗ ଚଢ଼ଉ କରି ବାଘ ଛାଲ ଜବତ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ…

Continue Readingଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ଅନୁଗୁଳ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପୁରୁଣା ଜରାସିଂହାର ବଲେହି ନାଏକଙ୍କ ପୁଅ ଗଦା ନାଏକ…

Continue Readingଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ