ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ : ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଓ ଏମସିଏରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର
ଭୁବନେଶ୍ଵର : ପ୍ରକାଶ ପାଇଲା ଚଳିତ ବର୍ଷର ଓଜେଇଇ ରେଜଲ୍ଟ । ଏଥରକ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷାରେ ଏମସିଏ/ଏମ. ଏସସି (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଥିବା ବେଳେ ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର ହୋଇଛନ୍ତି…
