ପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗ୍ରାମରେ ଆଜି ଅପରାହ୍ନରେ ପାରିବାରିକ କଳହ ଯୋଗୁ ବଡ଼ ଭାଇକୁ ତଣ୍ଟି ଚିପି ସାନଭାଇ ହତ୍ୟା କରିଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ ଭାଇ ଅନିଲ ଭୋଇ (୩୮) ଓ…

Continue Readingପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଇଣ୍ଡା ଓ…

Continue Readingଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି କାନ୍ଧରେ ହାତ ପକାଇ ଚଷମା ଭାଙ୍ଗି ନିଜେ ପିନ୍ଧି ରିଲସ କଲେ ଯୁବକ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ। ନେତାଜୀଙ୍କ ପ୍ରତିମୂର୍ତ୍ତିର କାନ୍ଧ ହାତ ପକେଇ, ତାଙ୍କ ଚଷମା ଆଣି ନିଜେ ପିନ୍ଧି ଭିଡିଓ କରିଛନ୍ତି କଲେଜ ଛାତ୍ର। ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ରିଲ ଆକାରରେ ଭାଇରାଲ ହେବାରେ…

Continue Readingନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି କାନ୍ଧରେ ହାତ ପକାଇ ଚଷମା ଭାଙ୍ଗି ନିଜେ ପିନ୍ଧି ରିଲସ କଲେ ଯୁବକ

ଫେବୃଆରୀ ୧୪ରୁ +୨ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର: +୨ ପରୀକ୍ଷା ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଣୁ ଆଜିଠୁ ଆରମ୍ଭ ହୋଇଛି +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ରେଗୁଲାର୍‌‌ ପିଲାଙ୍କ ଫର୍ମପୂରଣ। ଏହା ଆସନ୍ତା ୨୯…

Continue Readingଫେବୃଆରୀ ୧୪ରୁ +୨ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

ଅନୁଗୁଳ: ଅନୁଗୁଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଚାଲିଥିବା ୯ମ ପୁସ୍ତକ ମେଳା ରବିବାର ଶେଷ ହୋଇଛି। ଏହା ନଭେମ୍ବର ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁସ୍ତକ ମେଳାକୁ ଅନୁଗୁଳ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

ଆସନ୍ତାକାଲିଠୁ ଶୀତ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ୨୧ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଡିସେମ୍ବର ୩୦ ତାରିଖ ଯାଏ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେନେଇ ବାଚସ୍ପତି…

Continue Readingଆସନ୍ତାକାଲିଠୁ ଶୀତ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ୧୧ ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ ହଲଠାରେ ରବିବାର ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଏଗାର ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ ହୋଇଛି। ସଭାରେ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ କ୍ଷତ୍ରିୟ ଖଣ୍ଡାୟତ ଓ ପାଇକମାନେ ଯୋଗଦେଇଥିଲେ।…

Continue Readingଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ୧୧ ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ

ବିଜେଡି ସରକାରର ଦୁର୍ନୀତିକୁ ବିରୋଧ: ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଅନୁଗୁଳ: ବିଜେଡି ସରକାରର ଅଗଣତାନ୍ତ୍ରିକ ଶାସନ, ଦୁର୍ନୀତି ଓ ବ୍ୟଭିଚାର ବିରୁଦ୍ଧରେ ଅନୁଗୁଳ ଓ ଛେଣ୍ଡିପଦା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣବିକ୍ଷୋଭ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା…

Continue Readingବିଜେଡି ସରକାରର ଦୁର୍ନୀତିକୁ ବିରୋଧ: ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କଲା ବିଜେପି

୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ୯ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଣ ସଂଗଠିତ ଶ୍ରମିକଙ୍କର ତଥା ତାଳଚେର ଅଞ୍ଚଳର କେତେକ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଉପ…

Continue Reading୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ

ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମେଳା ଆୟୋଜନ କରାଯିବ। ଏହି ଗୋପାଷ୍ଟମୀ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର…

Continue Readingଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ