ବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍‌ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼

ତାଳଚେର: ତାଳଚେର ଅଞ୍ଚଳର ବଳରାମ କୋଇଲା ଖଣିରେ ଅଘଟଣ। ଶନିବାର ସକାଳେ ବଳରାମ କୋଇଲା ଖଣିର ଶ୍ରମିକ ଡିୟୁଟିରେ ଥିବା ବେଳେ ଏକ ଚେନ୍‌ଡୋଜର୍ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି…

Continue Readingବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍‌ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼

କୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ କୂଅରେ ପଡ଼ିଥିବା ୮ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ମୁତାବକ, ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡ଼ସନ୍ତ୍ରୀ ପଞ୍ଚାୟତ ଅଭିମୁଖେ…

Continue Readingକୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ରବିବାର ଅନୁଗୁଳ ବିଜୁ ମଇଦାନ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ଓ ପ୍ରଥମ ଜିଲ୍ଲାସ୍ତରୀୟ "କୃତୀ - ଦୈତ୍ୟନୀ" ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏ ଅବସରରେ ଆଜି ଉତ୍ସବ କମିଟିର…

Continue Readingଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ, ୧୮ଶହ ଟଙ୍କା ନେଇ ଲେବର କାର୍ଡ କରାଉଛନ୍ତି ଏଜେଣ୍ଟ; ଶ୍ରମ ଅଧିକାରୀଙ୍କ ପାଖେ ନାହିଁ ଖବର

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରାଇ ଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେଇ ଶ୍ରମ କାର୍ଡ କରାଇ ଦେବାକୁ ଚାରିଆଡ଼େ ବୁଲୁଛନ୍ତି ଏଭଳି ରାକେଟ୍‌ର ଏଜେଣ୍ଟ। ଶନିବାର ଅନୁଗୁଳ ବ୍ଲକ୍‌ ଡେରଜାଙ୍ଗ…

Continue Readingଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ, ୧୮ଶହ ଟଙ୍କା ନେଇ ଲେବର କାର୍ଡ କରାଉଛନ୍ତି ଏଜେଣ୍ଟ; ଶ୍ରମ ଅଧିକାରୀଙ୍କ ପାଖେ ନାହିଁ ଖବର

ବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶଙ୍ଖାରୀ ସାହି ଠାରେ ଚାଲିଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂଜା କମିଟି ପକ୍ଷରୁ ମା'ଙ୍କର ମୂର୍ତ୍ତିକୁ ଏକ ଟ୍ରାକ୍ଟର ଯୋଗେ ବସାଇ ନଗର ପରିକ୍ରମା କରାଯାଇଥିଲା। ବାଜା…

Continue Readingବଇଣ୍ଡାରେ ମା’ ଲକ୍ଷ୍ମୀଙ୍କ ଭସାଣି ଆୟୋଜିତ

ବଇଣ୍ଡାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିର୍ମାଣ ପାଇଁ ଜମି ଚିହ୍ନଟ, ଅଟକଳ ରହିଛି ୫୬ ଲକ୍ଷ ଟଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି। ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ବେଳେ ଆଉ ନିର୍ମାଣ…

Continue Readingବଇଣ୍ଡାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିର୍ମାଣ ପାଇଁ ଜମି ଚିହ୍ନଟ, ଅଟକଳ ରହିଛି ୫୬ ଲକ୍ଷ ଟଙ୍କା

ଆଇଡିଆଲ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ଆଇଡିଆଲ୍ ପବ୍ଲିକ ସ୍କୁଲର କଦମ ପଡ଼ିଆ ଠାରେ ଦୁଇ ଦିନ ଧରି ଚାଲିଥିବା ୨୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ସଭାପତି ଅମିତାଭ ମିଶ୍ର, ସମ୍ପାଦକ ଜପକୃଷ୍ଣ ଦାସ, ଅଧ୍ୟକ୍ଷ ଆଶିଷ ରଞ୍ଜନ…

Continue Readingଆଇଡିଆଲ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ୫୫ନମ୍ବର ଜାତୀୟ ରାଜପଥ ଡେବରାପାଲ୍ଲୀ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କିଶୋରନଗର ଥାନା କରମଲକଟା ଗାଁର ସୁଶାନୁ ବେହେରା(୩୦)। ପ୍ରକାଶ ଯେ ଆଜି…

Continue Readingଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ପୁରୁଣା ବସଷ୍ଟାଣ୍ଡରୁ ବାଇକ୍ ଚୋରି, ତେଲ ନଥିବାରୁ ଆଉ ଏକ ବାଇକ୍ ଧରି ଛୁ’ ମାରିଲା ଚୋର

ଅନୁଗୁଳ : ଗୁରୁବାର ରାତିରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ବାଇକରେ ତେଲ ନଥିବାରୁ ଜାଣିବା ପରେ ଚୋର ଆଉ ଏକ ବାଇକ୍ ଧରି ଛୁ ମାରିଛି।…

Continue Readingପୁରୁଣା ବସଷ୍ଟାଣ୍ଡରୁ ବାଇକ୍ ଚୋରି, ତେଲ ନଥିବାରୁ ଆଉ ଏକ ବାଇକ୍ ଧରି ଛୁ’ ମାରିଲା ଚୋର

ରାଣୀବନ୍ଧ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୭ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ରାଣୀବନ୍ଧ ଗ୍ରାମରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମା' ବୀଣାପାଣି ପୂଜା କମିଟି ଆନୁକୂଲ୍ୟରେ ଏବଂ ରକ୍ତଦାତା ମହାସଂଘର ସଭାପତି ଶତ୍ରୁଘ୍ନ ସାହୁ ଏବଂ ସମ୍ପାଦକ ବିନୟ କୁମାର…

Continue Readingରାଣୀବନ୍ଧ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୭ ୟୁନିଟ୍ ରକ୍ତ ସଂଗୃହୀତ