ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି ତାଳପତ୍ର ପଟ୍ଟଚିତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର: ସ୍ଥାନୀୟ ବନ୍ତଳ ପଞ୍ଚାୟତ ଅଧୀନସ୍ଥ ବଙ୍ଗୁସ୍ଥିତ ଶନିମନ୍ଦିର ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ତାଳପତ୍ରର ପଟ୍ଟଚିତ୍ର ଉପରେ ଉଦ୍ୟୋଗ ବିକାଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମିଶନଶକ୍ତି କର୍ମକର୍ତ୍ତା…

Continue Readingସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି ତାଳପତ୍ର ପଟ୍ଟଚିତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାଆଡ଼ମ୍ବରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ପୂଜାରେ ଗୋଷ୍ଠୀ ସମୁଦାୟ ଓ କର୍ମଜୀବୀମାନେ ଭାଗ ନେଇଥିଲେ। ଏ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାଆଡ଼ମ୍ବରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ

ଆଦର୍ଶ ଇଞ୍ଜିନିୟରିଂ କଲେଜରେ ବିଶ୍ଵକର୍ମା ପୂଜା

ଅନୁଗୁଳ: କନ୍ୟା ସଂକ୍ରାନ୍ତି ଅବସରରେ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜ ଓ ଆଦର୍ଶ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ତତ୍ତ୍ଵାବଧାନରେ…

Continue Readingଆଦର୍ଶ ଇଞ୍ଜିନିୟରିଂ କଲେଜରେ ବିଶ୍ଵକର୍ମା ପୂଜା

ସଂଘ ସଭ୍ୟାଙ୍କଠାରୁ ଟିପ ଚିହ୍ନ ଦେଇ ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ମା’- ଝିଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସିମିଲପଡ଼ାରୁ ଲୋକଙ୍କଠାରୁ ଠକେଇ କରି ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ଉଭୟ ମା' ଓ ଝିଅଙ୍କୁ ଅନୁଗୁଳ ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ମୁତାବକ, ସିମିଳିପଡ଼ା ଅଞ୍ଚଳର ମା'- ଝିଅ ମମତା ସ୍ୱାଇଁ ଓ…

Continue Readingସଂଘ ସଭ୍ୟାଙ୍କଠାରୁ ଟିପ ଚିହ୍ନ ଦେଇ ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ମା’- ଝିଅ ଗିରଫ

ବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଅନୁଗୁଳ: ଆଜି ଦେବଶିଳ୍ପୀ ତଥା ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା। ଏ ଅବସରରେ ଶିଳ୍ପ ନଗରୀ ନାଲ୍‌କୋ ହୋଇଛି ଚଳଚଞ୍ଚଳ। ରବିବାର ଠାରୁ ଅନୁଗୁଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଆଲୋକ ମାଳାରେ…

Continue Readingବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଚରମ ଅବହେଳା, ରୋଗୀ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଆମ୍ବପାଳ ପଞ୍ଚାୟତର ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଅରାଜକତା ବଢ଼ୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଡାକ୍ତରଙ୍କ ମନମୁଖୀ କାମ ଯୋଗୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Continue Readingଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଚରମ ଅବହେଳା, ରୋଗୀ ହନ୍ତସନ୍ତ

ଛାତ୍ର ସଂସଦ ନିର୍ବାଚନ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ରାଜ୍ୟରେ ଚଳିତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ବନ୍ଦ କରିଛନ୍ତି ସରକାର। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରରୁ ଏହା ସ୍ପଷ୍ଟ ହୋଇଛି। ସରକାରଙ୍କ ଏହି ନୀତିକୁ ଅନୁଗୁଳର ଛାତ୍ରଛତ୍ରୀ ନିନ୍ଦା କରିଛନ୍ତି। ଏହାର…

Continue Readingଛାତ୍ର ସଂସଦ ନିର୍ବାଚନ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମାନ୍ୟ କଥାରୁ ହତ୍ୟା: ଯୁବକକୁ ନିସ୍ତୁକ ମାଡ଼ ପରେ ପୋଖରୀରେ ଫିଙ୍ଗି ମାରିଦେଇଥିବା ଅଭିଯୋଗ

ଅନୁଗୁଳ: ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କଥାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ସୌମ୍ୟ ରଞ୍ଜନ ବେହେରା। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ ଟା…

Continue Readingସାମାନ୍ୟ କଥାରୁ ହତ୍ୟା: ଯୁବକକୁ ନିସ୍ତୁକ ମାଡ଼ ପରେ ପୋଖରୀରେ ଫିଙ୍ଗି ମାରିଦେଇଥିବା ଅଭିଯୋଗ

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଠାବ: କଟାଯାଇଛି ପାପୁଲି, ଦେହ ସାରା କଟା ଚିହ୍ନ

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ନିକଟ ରାସ୍ତା କଡ଼ରୁ ଆଜି ଏକ ମୃତଦେହ ଉଦ୍ଧାର କରିଛି ପୋଲିସ। ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ମୃତକଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି। ମୃତ ବ୍ୟକ୍ତି ହେଲେ…

Continue Readingରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଠାବ: କଟାଯାଇଛି ପାପୁଲି, ଦେହ ସାରା କଟା ଚିହ୍ନ

ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ରିମିଟ ମହାବିଦ୍ୟାଳୟ ପଞ୍ଚ ମହଲାଠାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ, ଡାଃ ସୁଜାତା ଦାସ, ଯୋଗେଶ୍ଵର…

Continue Readingଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର ଆୟୋଜିତ