ଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ…

Continue Readingଖରାପ ରାସ୍ତା ଯୋଗୁଁ ରୋଗୀ ହନ୍ତସନ୍ତ: ଆସିପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହୋଇ ଗଲେ ହସ୍ପିଟାଲ

କ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ…

Continue Readingକ୍ରାନ୍ତି ଦିବସରେ ରାଜଧାନୀରେ ମହାସମାବେଶ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ: ଅନୁଗୁଳରୁ ଯୋଗ ଦେବେ ୧୦ ହଜାର କର୍ମୀ

କ୍ଲବ୍‌ ଗଣପତ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଏଥର ଧୁମଧାମରେ ପୂଜା ପାଇବେ ବପ୍ପା

ଅନୁଗୁଳ: ଚଳିତବର୍ଷ ଗଣେଶ ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ କ୍ଲବ୍‌ ଗଣପତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଆଜି ଏକ ପ୍ରସ୍ତୁତି ବୈଠକ କ୍ଲବ୍‌ ପରିସରରେ ଅନୁଷ୍ଠିତ ହୋଇଛି। ଏ ବର୍ଷ ଭଲ ମୂର୍ତ୍ତି ସହ ଆକର୍ଷଣୀୟ ସାଜସଜ୍ଜାକୁ ଅଧିକ…

Continue Readingକ୍ଲବ୍‌ ଗଣପତ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ଏଥର ଧୁମଧାମରେ ପୂଜା ପାଇବେ ବପ୍ପା

ଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ: ସମସ୍ତଙ୍କ ସହଯୋଗରେ ସଂସ୍ଥାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ନାଲକୋନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସ୍ମେଲ୍ଟର…

Continue Readingଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ: ସମସ୍ତଙ୍କ ସହଯୋଗରେ ସଂସ୍ଥାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ

ଟାଙ୍କିରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି, ଅଭିଯୋଗ ପରେ ଗଣ୍ଡଗୋଳ କରୁଛନ୍ତି କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ କାଣ୍ଡସର ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ବଦଳରେ ପାଣି ବାହାରୁଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଗତ ୨୦ ତାରିଖରେ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ…

Continue Readingଟାଙ୍କିରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି, ଅଭିଯୋଗ ପରେ ଗଣ୍ଡଗୋଳ କରୁଛନ୍ତି କର୍ମଚାରୀ

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର ଚାଳିଆକୁତା ଦେଇ ଯାଇଥିବା କେନାଲରୁ ଆଜି ଭାସମାନ ଅବସ୍ଥାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ତାଳଚେର ପୌରାଞ୍ଚଳ ୧୧ନଂ ୱାର୍ଡ ଚାଳିଆକୁତାର ୨୪ ବର୍ଷୀୟ ରାଜେଶ ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ମୃତ…

Continue Readingକେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକ ଗିରଫ

ଅନୁଗୁଳ : ବଅଁରପାଳ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ବର୍ଷୀୟ ନାବାଳିକା ବଉଳିଗଡ଼ ଗ୍ରାମ ପଞ୍ଚାୟତସ୍ଥିତ ସାଙ୍ଗ…

Continue Readingନାବାଳିକାକୁ ଅପହରଣ ମାମଲାରେ ଜଣେ ଯୁବକ ଗିରଫ

ପିଇବା ପାଣି ମାଗିବାରୁ ଆଦିବାସୀ ନେତା ବିଜେପି ଏସ.ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବାନ୍ଧିଲା ପୋଲିସ, ତାତିଲା ଭାରତୀୟ ଜନତା ପାର୍ଟି

ତାଳଚେର: ପିଇବା ପାଣି ପାଇଁ ଆନ୍ଦୋଳନ କରିବାରୁ ତାଳଚେର ଅଞ୍ଚଳରେ ଆଦିବାସୀ ନେତା ତଥା ବିଜେପି ଅନୁଗୁଳ ଜିଲ୍ଲା ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଏଥିସହ ୨୩ ଜଣଙ୍କ ନାମରେ ଏତଲା…

Continue Readingପିଇବା ପାଣି ମାଗିବାରୁ ଆଦିବାସୀ ନେତା ବିଜେପି ଏସ.ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବାନ୍ଧିଲା ପୋଲିସ, ତାତିଲା ଭାରତୀୟ ଜନତା ପାର୍ଟି

ସହର ସାରା ଚର୍ଚ୍ଚା ଚୌକି ପାଇଁ ଚୌକି ଗଲା!

ଅନୁଗୁଳ: ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଅତର୍କିତ ବଦଳି କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଆଜି ଅତର୍କିତ ଏହି ବଦଳି ଆଦେଶ ଜାରି କରିଛି। ଶ୍ରୀ ମଲ୍ଲିକଙ୍କ ଅନୁଗୁଳ କାର୍ଯ୍ୟକାଳ ସରି ସରି ଆସୁଥିଲା।…

Continue Readingସହର ସାରା ଚର୍ଚ୍ଚା ଚୌକି ପାଇଁ ଚୌକି ଗଲା!

ଗଣେଶ ପୂଜା ପ୍ରସ୍ତୁତି: ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ବୈଠକ ଆୟୋଜିତ

ଅନୁଗୁଳ: ଗଣେଶ ପୂଜା ପାଇଁ ଏବେ ଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଅମଲାପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ କମିଟିର…

Continue Readingଗଣେଶ ପୂଜା ପ୍ରସ୍ତୁତି: ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ବୈଠକ ଆୟୋଜିତ