ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନା ଓ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ଶୋକ ସଭା

ଅନୁଗୁଳ : ଅଙ୍ଗାରବନ୍ଧ ମହିମା ଧାମଠାରେ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ପରିଚାଳନା କମିଟିର ସଂପାଦକ ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଛି। କମିଟିର ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଚାରଣ…

Continue Readingସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନା ଓ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ଶୋକ ସଭା

ଚୋରି ମୋବାଇଲ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସହର ସ୍ଥିତ ହୁଲୁରିସିଂହା ଗ୍ରାମରୁ ଗତ ବର୍ଷ ଅଗଷ୍ଟରେ ଚୋରି ହୋଇଥିବା ଏକ ମୋବାଇଲ ଫୋନକୁ ଜବତ କରିଛି ପୋଲିସ। ଏଥିସହ ଚୋରିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା…

Continue Readingଚୋରି ମୋବାଇଲ ଜବତ, ୨ ଗିରଫ

ଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବାଲେଶ୍ୱର ସ୍ଥିତ ବାହାନଗା ଠାରେ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଂଘ ଓ ଅନୁଗୁଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…

Continue Readingଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ଖମାର: ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତର ଖମାର ବଜାରରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଖମାର ଅଞ୍ଚଳରେ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାଶିଂଗା…

Continue Readingଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ବାହାନଗାରେ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦୀପ ଦାନ ଓ ନିରବ ପ୍ରାର୍ଥନା କଲେ ଜିଲ୍ଲା କଂଗ୍ରେସ

ଅନୁଗୁଳ: ବାଲେଶ୍ଵର ବାହାନଗାରେ ରେଳ ଦୁର୍ଘଟଣାରେ ମୃତ ଏବଂ ଆହତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ଦାନ ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା…

Continue Readingବାହାନଗାରେ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦୀପ ଦାନ ଓ ନିରବ ପ୍ରାର୍ଥନା କଲେ ଜିଲ୍ଲା କଂଗ୍ରେସ

ଏବେ ବି ବଞ୍ଚିଛି ମାନବିକତା: ସ୍ବେଚ୍ଛାକୃତ ଭାବେ ବାହନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ୫୭ ଜଣ

ଅନୁଗୁଳ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାରେ ଆହତ ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ଦୂର କରିବା ନିମନ୍ତେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଛାତ୍ର-ଯୁବ ଜନତା ଦଳ ଓ ଓଡିଶା…

Continue Readingଏବେ ବି ବଞ୍ଚିଛି ମାନବିକତା: ସ୍ବେଚ୍ଛାକୃତ ଭାବେ ବାହନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ୫୭ ଜଣ

ଜୁନ୍ ମାସରେ କେଉଁଦିନ କେଉଁଠି ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଦେଖନ୍ତୁ ପୂରା ତାଲିକା

ଅନୁଗୁଳ: ଜୁନ୍ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ…

Continue Readingଜୁନ୍ ମାସରେ କେଉଁଦିନ କେଉଁଠି ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଦେଖନ୍ତୁ ପୂରା ତାଲିକା

ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ଫେଲ୍, ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହେଲା ଯୁବକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ନୂଆ ବସ ଷ୍ଟାଣ୍ଡରେ ବାଇକ ଡିକି ଭାଙ୍ଗି ଟଙ୍କା ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଦେଇଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଅଂକୁଲା ଗ୍ରାମର କପିଳ ସେନାପତି ଆଜି ଖରାବେଳେ ପଞ୍ଜାବ…

Continue Readingବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ଫେଲ୍, ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହେଲା ଯୁବକ

ଓରମାସ ତରଫରୁ ଆମ ଗାଁ ଆମ୍ବ ପସରାର ପ୍ରଦର୍ଶନୀ ଆରମ୍ଭ

ଅନୁଗୁଳ: ଓରମାସ ତରଫରୁ ଆମ ଗାଁ ଆମ୍ବ ପସରାର ପ୍ରଦର୍ଶନୀ ଆରମ୍ଭ ହୋଇଛି। ସ୍ଥାନୀୟ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଉତ୍ସବରେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ…

Continue Readingଓରମାସ ତରଫରୁ ଆମ ଗାଁ ଆମ୍ବ ପସରାର ପ୍ରଦର୍ଶନୀ ଆରମ୍ଭ

ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ନିର୍ଦ୍ଦେଶ

ଅନୁଗୁଳ: ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ୬ ବର୍ଷ ତଳର ଏକ ମାମଲାର ଶୁଣାଣି କରି ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା…

Continue Readingନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ନିର୍ଦ୍ଦେଶ