କିଶୋରନଗର ବ୍ଲକବାସୀଙ୍କୁ ୩ ମାସ ହେଲା ମିଳିନି ରାସନ, ଅଭିଯୋଗ ପରେ ବି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

କିଶୋରନଗର: କିଶୋରନଗର ବ୍ଲକର ଅନେକ ପଞ୍ଚାୟତବାସୀଙ୍କୁ ୩ ମାସ ହେଲାଣି ରାସନ ସାମଗ୍ରୀ ମିଳିନାହିଁ। ଫଳରେ ସେମାନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ସୂଚନା ମୁତାବକ, ବ୍ଲକର ସଂଜାମୁରା, ରଣିଆକଟା, କଦଳୀ ମୁଣ୍ଡା ଓ ହଣ୍ଡପା ଆଦି ଅନେକ ପଞ୍ଚାୟତର ରାସନ…

Continue Readingକିଶୋରନଗର ବ୍ଲକବାସୀଙ୍କୁ ୩ ମାସ ହେଲା ମିଳିନି ରାସନ, ଅଭିଯୋଗ ପରେ ବି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଲକ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ନଦୀ କୂଳରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସିଲିଂ ଗ୍ରାମର କଇରୁ ଦେହୁରୀ (୬୦)। ପୋଲିସ ସୂଚନା ମୁତାବକ, ଗତ ରବିବାର…

Continue Readingଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ଅନୁଗୁଳ: ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବକୁ ପ୍ରତିବାଦ କରି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ…

Continue Readingସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଥର୍ମାଲ ଷ୍ଟେସନରେ ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଟ୍ରେନ ଚକ ତଳେ ପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଟିପିଏସ୍ କର୍ମଚାରୀ ମହମ୍ମଦ ଅଲ୍ଲୀ। ସୂଚନା ମୁତାବକ, ଅଲ୍ଲୀ ପୁରୀ ଯିବା ପାଇଁ ଥର୍ମାଲ…

Continue Readingଟ୍ରେନରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ଚକା ତଳେ ଗଲା ଯାତ୍ରୀଙ୍କ ଜୀବନ

ଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଖମାର: ଚାଲିଛି ଖମାର ଚନ୍ଦନ ଯାତ୍ରା ଉତ୍ସବ। ଉତ୍ସବର ଚତୁର୍ଥ ସନ୍ଧ୍ଯାରେ ଓଲିଉଡ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ମନ ଭରି ଝୁମିଛନ୍ତି ଦର୍ଶକ। ହଜାର ହଜାର ଦର୍ଶକଙ୍କ ଗହଣରେ ମଣ୍ଟୁ ଛୁରିଆ ଓ ତାଙ୍କ ଟିମ୍ ସଂଗୀତ ପରିବେଷଣ କରିଥିରେ।…

Continue Readingଖମାର ଚନ୍ଦନ ଯାତ୍ରା ଉତ୍ସବର ଚତୁର୍ଥ ସନ୍ଧ୍ଯା: ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଆମ୍ବ-ପଣସ ଖାଇବାକୁ ଆସି ଗଛ ଫାଙ୍କରେ ଫସିଲା ମାଈ ହାତୀ, ବନ ବିଭାଗ କଲା ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ବୃତ୍ତି ଗାଁକୁ ପଣସ ଖାଇବାକୁ ଆସି ଏକ ହାତୀ ଆମ୍ବ ଓ ପଣସ ଗଛ ମଝିରେ ଫସିଯାଇଛି। ହାତୀର ଗୋଡ଼ ଦୁଇ ଗଛ ମଧ୍ୟରେ ଲାଖି ରହିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି…

Continue Readingଆମ୍ବ-ପଣସ ଖାଇବାକୁ ଆସି ଗଛ ଫାଙ୍କରେ ଫସିଲା ମାଈ ହାତୀ, ବନ ବିଭାଗ କଲା ଉଦ୍ଧାର

ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଟିପିସି ସାଧାରଣ ପରିଚାଳକ ଅଶୋକ ସେହଗଲ ଯୋଗ ଦେଇ ଶିକ୍ଷାର ସାମଗ୍ରୀକ ବିକାଶରେ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି…

Continue Readingପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

ଏନଟିପିସିର ଶ୍ରମିକ ମାରଣା ନୀତିକୁ ଶ୍ରମିକ ଏକତା ମଞ୍ଚର ଘୋର ବିରୋଧ, ନିର୍ବାଚିତ ପ୍ରତିନିଧିଙ୍କ ନିର୍ଦ୍ଦେଶକୁ କମ୍ପାନୀ ଅବମାନନା କରିଥିବା ଅଭିଯୋଗ

ତାଳଚେର: ଏନଟିପିସି ଟିଟିପିଏସ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସ୍ଥାନୀୟ ଶ୍ରମିକମାନଙ୍କୁ ଥଇଥାନ କରୁନାହିଁ। ଏ ନେଇ ଶ୍ରମିକ ଏକତା ମଞ୍ଚ ଅଭିଯୋଗ କରିଛି। ସୂଚନା ଅନୁସାରେ ଗତ ୭ ମେ ୨୦୨୨ରେ ଅନୁଗୁଳ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ…

Continue Readingଏନଟିପିସିର ଶ୍ରମିକ ମାରଣା ନୀତିକୁ ଶ୍ରମିକ ଏକତା ମଞ୍ଚର ଘୋର ବିରୋଧ, ନିର୍ବାଚିତ ପ୍ରତିନିଧିଙ୍କ ନିର୍ଦ୍ଦେଶକୁ କମ୍ପାନୀ ଅବମାନନା କରିଥିବା ଅଭିଯୋଗ

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର, ୭୪ ଅଭିଯୋଗ ମଧ୍ୟରୁ ୨୬ଟିର ହେଲା ଫଇସଲା

ଅନୁଗୁଳ : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୭୪ଟି ଅଭିଯୋଗରୁ ୬୨ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟ…

Continue Readingଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର, ୭୪ ଅଭିଯୋଗ ମଧ୍ୟରୁ ୨୬ଟିର ହେଲା ଫଇସଲା

୪ ବର୍ଷ ହେଲା କମ୍ପାନୀ କାମ କରୁଥିଲେ ବି ଦେଉନି ସୁବିଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ କୁକୁଡ଼ାଙ୍ଗ ଗ୍ରାମବାସୀ

ଅନୁଗୁଳ: ୫ ଦଫା ଦାବି ନେଇ ଆଜି ସ୍ଥାନୀୟ କୁକୁଡ଼ାଙ୍ଗ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କୁକୁଡ଼ାଙ୍ଗ ଗ୍ରାମରେ ଟିଏଫ୍ଏଲ୍ କମ୍ପାନୀ ଆଜିକୁ ଚାରି ବର୍ଷ ହେଲା କାର୍ଯ୍ୟ କରୁଛି। କିନ୍ତୁ ଗ୍ରାମବାସୀଙ୍କୁ କୌଣସି ସହାୟତା…

Continue Reading୪ ବର୍ଷ ହେଲା କମ୍ପାନୀ କାମ କରୁଥିଲେ ବି ଦେଉନି ସୁବିଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ କୁକୁଡ଼ାଙ୍ଗ ଗ୍ରାମବାସୀ