ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ହେଉ ‘ ମିମସାର୍’ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ' ମିମସାର୍ ' ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର…
Read More...

ଅନୁଗୁଳ ବସ୍‌ଷ୍ଟାଣ୍ତରେ ଅବୈଧ କବ୍‌ଜା

ଅନୁଗୁଳ: ଜବରଦଖଲରେ ବସ୍‌ଷ୍ଟାଣ୍ତ ଇଲାକା। ଗତ କିଛି ବର୍ଷ ଧରି ଅନୁଗୁଳ ବସ୍‌ଷ୍ଟାଣ୍ତର ଅଧିକା˚ଶ ଜାଗା କିଛି ଦୋକାନୀ ଜବରଦସ୍ତ ମାଡ଼ି ବସିଛନ୍ତି। ଅନେକ ଡ୍ରେନ୍‌ ଗୁଡ଼ିକୁ ପୋତି ଘର କରିଛନ୍ତି। ଡ୍ରେନ୍‌କୁ ପୋତିବା…
Read More...

ବିଜେପି ରାଜ୍ୟ ସଭାପତିଙ୍କ ଅନୁଗୁଳ ଗସ୍ତ

ଅନୁଗୁଳ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁଗୁଳ ଗସ୍ତରେ ଆସି ରାଣୀଗୋଡ଼ା ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଭେଟିଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ସମାଲୋଚନା କରିବା ସହ ପରୀ…
Read More...

ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶିମିଳିପଡ଼ାଠାରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଶିମିଳିପଡ଼ାଠାରେ ଭଡ଼ାଘରେ ରହୁଥିବା ବିଶ୍ବ ମଣ୍ତଳ ନାମକ ଜଣେ ରାଜମିସ୍ତ୍ରୀ ଗତ…
Read More...

ପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ବସଷ୍ଟାଣ୍ଡ ଡଲଫିନ କାଉଣ୍ଟର ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଶିମିଳିପଡାର କେଶବ…
Read More...

ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ…
Read More...

୧୮ରୁ ବଢ଼ିବ ଜାଡ଼!

ଅନୁଗୁଳ : ରାଜ୍ୟରେ ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପାଗ ଯେମିତି ଅଛି, ପ୍ରାୟତଃ ସେମିତି ରହିବ। 'ସୋଆ' ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ…
Read More...

ଜୀବନବିନ୍ଦୁ ରକ୍ତଦାନ ଶିବିର

ଅନୁଗୁଳ: ଇନ୍ଦିରା କ୍ଲବ୍‌ ହୁଲୁରୁସି˚ହା ଏବ˚ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ୱାର୍ଡ- ୬ ଠାରେ ଆାୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସି˚ହ…
Read More...

ଜିଲ୍ଲାପାଳଙ୍କ ଅଫିସ ଆଗରେ ବିସ୍ଥାପିତଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଆଗରେ ତାଳଚେର ଅଂଚଳର ଜନୈକ ବିସ୍ଥାପିତ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।ତାଳଚେର ସୋଲଡ଼ା ଅଂଚଳର ସୁରେଶ ବେହେରା ଏବଂ ତାଙ୍କ ପୁଅ ଅଜୟ ବେହେରା ଦେହରେ କିରାସିନି…
Read More...

ଅନୁଗୁଳ କ୍ରିକେଟ ସ˚ଘ ନିର୍ବାଚନ

ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ କ୍ରିକେଟ ସ˚ଘର ତ୍ରୟବାର୍ଷିକ ନିର୍ବାଚନ ପାଇଁ ଆଜି ୩୦ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ଏବଂ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ସଭାପତି, ସ˚ପାଦକଙ୍କ ସମେତ ୨ଟି ଉପସଭାପତି, ୨ଟି…
Read More...
error: Content is protected !!