ସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ଅନୁଗୁଳ: ଅନୁଗୁଳର ପ୍ରଥମ ପାଇଲଟ୍ କ୍ୟାପଟେନ୍ ସନ୍ଦିପ ମିଶ୍ର ସାଧାରଣ ପିଲାଙ୍କ ପାଇଁ ଏରୋସ୍ପେସ ଏବଂ ଏବିଏସନ ତାଲିମକୁ ସହଜରେ ଉପଲବ୍ଧ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏରୋମାଷ୍ଟର କ୍ଲାସ ଆରମ୍ଭ କରିଛନ୍ତି।…

Continue Readingସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

ଅନୁଗୁଳ: ନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ୨୦୧୩ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ବରଗଡର ୟୁନାଇଟେଡ଼ କ୍ଲବ ଓ ଝାରସୁଗୁଡ଼ାର ଝାଡେଶ୍ୱର୍ କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ାକୁ ବରଗଡ ୧-୪ ଗୋଲରେ ପରାସ୍ତ…

Continue Readingନବମ ଅଲ ଓଡ଼ିଶା କୁଣ୍ଡେଶ୍ୱର ଫୁଟବଲ କପ୍ ଉଦଯାପିତ, ବରଗଡ଼ ବିଜୟୀ

ଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

ଥିରୁଭନନ୍ତପୁରମ: ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ରେକର୍ଡ ବିଜୟ ହାସଲ କରିଛି। ଦିନିକିଆ ଇତିହାସରେ ସବୁଠାରୁ ବଡ଼ ବ୍ୟବଧାନରେ ଭାରତ ମ୍ୟାଚ ଜିତିଛି। କେରଳର ଥିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୧୭ ରନରେ ମ୍ୟାଚ୍…

Continue Readingଦିନିକିଆ ଇତିହାସରେ ପ୍ରଥମ : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ବିଜୟ

ଅନୁଗୁଳ ଏନ୍ଏଚ୍ -୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ…

Continue Readingଅନୁଗୁଳ ଏନ୍ଏଚ୍ -୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ: ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ନୂଆଦିଲ୍ଲୀ : ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ…

Continue Readingଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ: ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

କମୁଛି ଶୀତ, ବଢ଼ୁଛି କୁହୁଡ଼ି; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କମୁଛି ଶୀତ। ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବା ଆଶଙ୍କା ରହିଛି। ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଏବଂ…

Continue Readingକମୁଛି ଶୀତ, ବଢ଼ୁଛି କୁହୁଡ଼ି; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆଜି ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ସିଦ୍ଧାନ୍ତ ସାହୁ ( ୨୩ )ଙ୍କୁ ନାଲକୋ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ନାଲକୋ ଅଞ୍ଚଳର ଜଣେ ନାବାଳିକାକୁ ବିବାହର…

Continue Readingବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜିଲ୍ଲାସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ବୃହତ ବଣ୍ଟନ ଶିବିର, ଭିନ୍ନକ୍ଷମଙ୍କୁ ବଣ୍ଟାଗଲା ଅତ୍ୟାବଶ୍ୟକୀୟ ସାମଗ୍ରୀ

ଅନୁଗୁଳ: ଆଜି ପୂର୍ବାହ୍ନରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ଜିଲ୍ଲାସ୍ତରୀୟ ବୃହତ ବଣ୍ଟନ ଶିବିର ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ…

Continue Readingଜିଲ୍ଲାସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ବୃହତ ବଣ୍ଟନ ଶିବିର, ଭିନ୍ନକ୍ଷମଙ୍କୁ ବଣ୍ଟାଗଲା ଅତ୍ୟାବଶ୍ୟକୀୟ ସାମଗ୍ରୀ

ଗଣମାଧ୍ୟମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ଘୃଣା ସୃଷ୍ଟି କରୁଥିବା ଟିଭି ଆଙ୍କରମାନଙ୍କୁ ପରଦାରୁ ହଟାଇବା ଦରକାର

ଭୁବନେଶ୍ୱର: ହେଟ୍ ସ୍ପିଚ୍ ମାମଲାକୁ ନେଇ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଘୃଣା ସୃଷ୍ଟିକାରୀ ଆଙ୍କରମାନଙ୍କୁ ଟିଭି ପରଦାରୁ ହଟାଇବାକୁ ବି କଡ଼ା ଟିପ୍ପଣୀ ଦେଇଛନ୍ତି। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡ଼ିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ…

Continue Readingଗଣମାଧ୍ୟମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ଘୃଣା ସୃଷ୍ଟି କରୁଥିବା ଟିଭି ଆଙ୍କରମାନଙ୍କୁ ପରଦାରୁ ହଟାଇବା ଦରକାର

ସାରଥୀ ପରିବାରର ଜନସେବା: ଦୁଃଖୀ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ି ଓ କମ୍ବଳ

ଅନୁଗୁଳ: ଅନୁଗୁଳ ସାରଥୀ ପରିବାର ତରଫରୁ ଆଜି ସକାଳେ ଦୁଃଖୀ, ରଙ୍କି ଓ ଦରିଦ୍ର ନାରାୟଣଙ୍କୁ କମ୍ବଳ ଏବଂ ଶାଢ଼ି ବଣ୍ଟନ କରାଯାଇଛି। ମକର ସଂକ୍ରାନ୍ତି ସକାଳୁ ସାରଥୀ ପରିବାରର ଶତାଧିକ ସଦସ୍ୟ ଆସି ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚି ପ୍ରଥମେ…

Continue Readingସାରଥୀ ପରିବାରର ଜନସେବା: ଦୁଃଖୀ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ି ଓ କମ୍ବଳ