ବିପ୍ଳବ ଜେନା ପୁଣି ଡିସିସି ସଭାପତି

ଅନୁଗୁଳ: ଗତ ରବିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଅନୁଗୁଳରୁ ବିପ୍ଳବ ଜେନା ଦ୍ବିତୀୟ ଥର ପାଇଁ ଡିସିସି ସଭାପତି ମନୋନୀତ ହୋଇଛନ୍ତି। ଏଥିନେଇ ଶ୍ରୀ ଜେନା…
Read More...

ଆର୍‌ଟିପିସିଆର୍‌ ଟେଷ୍ଟ ଏଣିକି ଅନୁଗୁଳରେ ହେବ

ଅନୁଗୁଳ: କୋଭିଡ୍‌ ପରିଚାଳନାରେ ଟେଷ୍ଟିଂ ଏକ ସ୍ବାଭାବିକ ପ୍ରକ୍ରିୟା। ତେବେ ଅନୁଗୁଳରେ ଗତ କିଛି ମାସ ଧରି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଥିଲାବେଳେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ କଟକ, ଭୁବନେଶ୍ବର ଉପରେ ନିର୍ଭର…
Read More...

ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚୂରମାର୍

ଅନୁଗୁଳ: ପୁରୁଣା କଟକ- ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ସୁକିଆବାଉତି ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଘଟଣା…
Read More...

ଅନୁଗୁଳରେ କରୋନା ମୁକାବିଲା

ଅନୁଗୁଳ: ବର୍ଷା ତୁହାକୁ ତୁହା ହେଉଛି। ଆଗକୁ ଶୀତଦିନ ଆସୁଛି। ଜିଲ୍ଲାରେ କରୋନାର ପ୍ରକୋପ ବି କମିବାର ନାଁ ନେଉନି। ଦୈନିକ ୧୫୦ରୁ ୨୫୦ ଲୋକ କରୋନା ରେ ପଡୁଛନ୍ତି। ତେବେ ଏଭଳି ପରିସ୍ଥିତିରେ କରୋନା ମୁକାବିଲା ପାଇଁ…
Read More...

‘ ନିଟ୍ ‘ ପରୀକ୍ଷାରେ ଆଠମଲ୍ଲିକ ଛାତ୍ରଛାତ୍ରୀଙ୍କ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶିତ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଆଠମଲ୍ଲିକ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ବେଶ୍ ସଫଳତା ଅର୍ଜନ କରିଛନ୍ତି। ମାଧପୁର ଅଞ୍ଚଳର ସୁଭାଶିଷ ରଣଭୈଇଁସା ଓ କ୍ଷୀରୋଦିନୀ ସାହୁ, ତେନ୍ତୁଳିପଥର…
Read More...

ବର୍ଷ ବର୍ଷ ଧରି ପୁଲିସ୍ ନାକ ତଳେ ଚାଲିଥିଲା ନକଲି ମଦ କାରଖାନା

ଅନୁଗୁଳ: ବର୍ଷ ବର୍ଷ ଧରି ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିସାହିରେ ଚାଲିଥିବା ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଜିଲ୍ଲା ପୁଲିସର ସ୍ପେସାଲ୍ ସ୍କ୍ଵାଡ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି। ସେଠାରୁ…
Read More...

ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁତ୍ର ଅଙ୍କୁରଙ୍କ ଅକାଳ ମୃତ୍ୟୁ

ଅନୁଗୁଳ: ରାଜ୍ୟର ପୂର୍ବତନ ମନ୍ତ୍ରୀ, ସମ୍ବଲପୁରର ପ୍ରାକ୍ତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅମରନାଥ ପ୍ରଧାନଙ୍କ ପୁତ୍ର ଦେବବ୍ରତ ପ୍ରଧାନ(ଅଂକୁର ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି l କଟକଠାରେ…
Read More...

ଧୂଳି ଉଡି ଆକ୍ତାମାକ୍ତା ସ୍ଥିତି

ଅନୁଗୁଳ: ବର୍ଷା ହେଲେ, ପାଣି। ଅସଂଖ୍ୟ ଖାଲଖମାରେ ପାଣି ଜମିରହି ନିତି ଦୁର୍ଘଟଣା। ଏବେ ବର୍ଷା ଛାଡ଼ିଯିବା ପରେ ଧୂଳି ଉଡି ଆକ୍ତାମାକ୍ତା, ଅଣ ନିଃଶ୍ୱାସୀ ପଥଚାରୀ। ଠିକାସଂସ୍ଥା, ଏନ୍ଏଚ୍ଏଆଇ ଜିଲ୍ଲା ପ୍ରଶାସନର ଉଦାସୀନତା…
Read More...

ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରତିମୂର୍ତ୍ତି ଥାଇ ଏକ ସ୍ୱତନ୍ତ୍ର ଡାକ ଲଫାପା ବଲଣ୍ଡା ଠାରେ ଆଜି ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ…
Read More...
error: Content is protected !!