ନବମ ଅଲ ଓଡ଼ିଶା କୁଣ୍ଡେଶ୍ଵର ଫୁଟବଲ୍ କପ୍ ୨୦୨୩ର ପ୍ରଥମ ସେମି ଫାଇନାଲ, ଝାରସୁଗୁଡ଼ା ବିଜୟୀ
ଅନୁଗୁଳ: ନବମ ଅଲ ଓଡ଼ିଶା କୁଣ୍ଡେଶ୍ଵର ଫୁଟବଲ୍ କପ୍ ୨୦୨୩ର ପ୍ରଥମ ସେମି ଫାଇନାଲ ସୋମବାର ଝାରସୁଗୁଡ଼ା ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ଢେଙ୍କାନାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। ସିମିଲିଛୁଇଁ ଗ୍ରାମ ବିଜେପି ସଭାପତି ମୁଖ୍ୟ…
