ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ବ୍ଲକ ସରପଞ୍ଚ ଓ ଅନ୍ୟ ଲୋକ ପ୍ରତିନିଧି

ଅନୁଗୁଳ: ଅନୁଗୁଳ ବ୍ଲକ ସମିତିର ପ୍ରତିନିଧି ଏବଂ ସରପଞ୍ଚଙ୍କ ଅଜ୍ଞାତରେ ଯନ୍ତ୍ରୀମାନେ ମନ ଇଚ୍ଛା ବିଭିନ୍ନ ଯୋଜନାକୁ କାର୍ଯ୍ୟ କରିବା, ସମିତିର ବୈଠକକୁ ଜାଣି ଶୁଣି ଏଡାଇ ଦେବା ଓ ସହଯୋଗ ନ କରିବା ଆଦି ବିଷୟରେ ମଙ୍ଗଳବାର ସରପଞ୍ଚ ଓ…

Continue Readingଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ବ୍ଲକ ସରପଞ୍ଚ ଓ ଅନ୍ୟ ଲୋକ ପ୍ରତିନିଧି

ଉଦ୍ଧାର ହେଲା ଅପହୃତ ନାବାଳକ, ଅପହରଣକାରୀ ଗିରଫ

ଅନୁଗୁଳ: ନାବାଳକଙ୍କୁ ଅପହରଣ କରିବା ମାମଲାରେ ଆଜି ଅନୁଗୁଳ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ଅପହୃତ ନାବାଳକଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ାର ବେଣୁଧର ସାହୁଙ୍କ ପୁଅ ଅଭିଜିତ୍ ସାହୁ ସୋମବାର ଅପରାହ୍ନରେ…

Continue Readingଉଦ୍ଧାର ହେଲା ଅପହୃତ ନାବାଳକ, ଅପହରଣକାରୀ ଗିରଫ

ଜିଲ୍ଲାପାଳଙ୍କ ମାସିକ ରାଜସ୍ବ ସମୀକ୍ଷା ବୈଠକ: ଜାତୀୟ ରାଜପଥ ଓ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଆଜି ରାଜସ୍ବ ବିଭାଗର ରାଜସ୍ବ ଆଦାୟ ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)…

Continue Readingଜିଲ୍ଲାପାଳଙ୍କ ମାସିକ ରାଜସ୍ବ ସମୀକ୍ଷା ବୈଠକ: ଜାତୀୟ ରାଜପଥ ଓ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

ଅନୁଗୁଳ: ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ଏସଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ଅଭିଯୋଗ ମୁତାବକ, ଗତ ୪ ତାରିଖରେ ଉଷାମଣି ନାଏକ ନାମକ ମହିଳା କୋଲିୟରୀ ଥାନାରେ କୁଞ୍ଜବିହାରୀ ବେହେରା ଓ ମନୋଜ ନାଏକଙ୍କ ନାଁରେ…

Continue Readingଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚିବ ଏସ୍.ଶୁଭଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ମିଳିତ ସହଯୋଗରେ ଆଠମଲ୍ଲିକ ଉପକାରଗାର ପରିସରରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ କାରାଗାର ଅନ୍ତେବାସୀଙ୍କର…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ସ୍ତ୍ରୀ ମାନ୍ୟତା ପାଇଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣାରେ ବିବାହିତା ପତ୍ନୀ

ଅନୁଗୁଳ: ଅଧିକାର ପାଇଁ ସ୍ୱାମୀ ଘର ଦୁଆରେ ଧାରଣାରେ ବସିଛି ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତର ସାମନ୍ତ ସାହିରେ। ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ…

Continue Readingସ୍ତ୍ରୀ ମାନ୍ୟତା ପାଇଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣାରେ ବିବାହିତା ପତ୍ନୀ

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କଟକ ଜିଲ୍ଲା ନରସିଂହପୁର ଜିଲିଣ୍ଡା ଜାନିସାହିର ରଞ୍ଜନ…

Continue Readingନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍, କାରଣ ଅସ୍ପଷ୍ଟ

ଅନୁଗୁଳ : ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଜଳିଯାଇଛି। ଦୁର୍ବୃତ୍ତମାନେ ଜାଣିଶୁଣି ପେଟ୍ରୋଲ ଢାଳି ବାଇକରେ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁସାରେ, ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଥୁଆହୋଇଥିଲା।…

Continue Readingପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍, କାରଣ ଅସ୍ପଷ୍ଟ

ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

ଆଠମଲ୍ଲିକ : ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତି ବିରୁଦ୍ଧରେ ସୋମବାର ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଦାଲତ ପରିସରରେ ସତ୍ୟାଗ୍ରହ କରାଯାଇଛି। ସାରା ଓଡିଶା…

Continue Readingଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

ନାଲକୋ ଅଞ୍ଚଳରେ ଖାଦ୍ୟରେ ଅପମିଶ୍ରଣ କରୁଥିବା ଏକାଧିକ ଦୋକାନରେ ଚଢ଼ଉ, ମୋଟା ଅଙ୍କର ଜରିମାନା ଗଣିଲେ ମାଲିକ

ଅନୁଗୁଳ: ଅପମିଶ୍ରଣ ଅଭିଯୋଗରେ ଆଜି ନାଲକୋ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ନାଲକୋ ଅଞ୍ଚଳରେ ବିଭିନ୍ନ ଦୋକାନରେ ଅତର୍କିତ ଚଢାଉ କରିଛନ୍ତି। ସୂଚନା ମୁତାବକ କୁଲାଡ଼ ଅଞ୍ଚଳରେ…

Continue Readingନାଲକୋ ଅଞ୍ଚଳରେ ଖାଦ୍ୟରେ ଅପମିଶ୍ରଣ କରୁଥିବା ଏକାଧିକ ଦୋକାନରେ ଚଢ଼ଉ, ମୋଟା ଅଙ୍କର ଜରିମାନା ଗଣିଲେ ମାଲିକ