ଆଉ ନାହାନ୍ତି ଭାରତର ଇସ୍ପାତ ପୁରୁଷ, ୮୬ ବର୍ଷ ବୟସରେ ଟାଟା ଷ୍ଟିଲର ଏମ୍‌ଡି ଜାମସେଦ ଜେ ଇରାନୀଙ୍କ ପରଲୋକ

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ଇସ୍ପାତ ପୁରୁଷ। ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମ୍‌ଡି) ତଥା ଭାରତର ଷ୍ଟିଲ ମ୍ୟାନ୍‌ ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁରସ୍ଥିତ ଟାଟା ମେନ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ…

Continue Readingଆଉ ନାହାନ୍ତି ଭାରତର ଇସ୍ପାତ ପୁରୁଷ, ୮୬ ବର୍ଷ ବୟସରେ ଟାଟା ଷ୍ଟିଲର ଏମ୍‌ଡି ଜାମସେଦ ଜେ ଇରାନୀଙ୍କ ପରଲୋକ

ପରିବେଶ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଲିଙ୍ଗରାଜ ମହାପ୍ରବନ୍ଧକଙ୍କୁ ଦାବି ପତ୍ର

ତାଳଚେର : ତାଳଚେର ପୌରାଞ୍ଚଳ ରେମୁଆଁ ଗାଁର ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସୋମବାର ରେମୁଆଁ ବସ୍ତି ଉନ୍ନୟନ ସଂଘ ତରଫରୁ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଖଣି ନିକଟରେ ଥିବା ଟ୍ରକମାନଙ୍କରେ ଲୋଡ଼ିଂ ତଥା…

Continue Readingପରିବେଶ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଲିଙ୍ଗରାଜ ମହାପ୍ରବନ୍ଧକଙ୍କୁ ଦାବି ପତ୍ର

ପୂର୍ବ ଶତ୍ରୁତାରୁ ପଡ଼ୋଶୀକୁ ନିଆଁ ଲଗାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୬ ମସିହାରେ ପଡ଼ୋଶୀକୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୁକ୍ତ ଅନାମ ନାଏକକୁ ଆଜି କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୪୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସୂଚନା ମୁତାବକ, ୨୦୧୬…

Continue Readingପୂର୍ବ ଶତ୍ରୁତାରୁ ପଡ଼ୋଶୀକୁ ନିଆଁ ଲଗାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ଅନୁଗୁଳରେ ଆରମ୍ଭ ହେଲା ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା, ଆଭାଷୀରେ ଉଦଘାଟନ କଲେ ଗୃହ ମନ୍ତ୍ରୀ

ଅନୁଗୁଳ: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନାଲକୋ ପୋଲିସ ଷ୍ଟେସନରେ ଆଜି ଜିଲ୍ଲାର ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା ଉଦଘାଟିତ ହୋଇଛି। ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ…

Continue Readingଅନୁଗୁଳରେ ଆରମ୍ଭ ହେଲା ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା, ଆଭାଷୀରେ ଉଦଘାଟନ କଲେ ଗୃହ ମନ୍ତ୍ରୀ

କେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

ଅନୁଗୁଳ: କଲେଜ ଛାତ୍ରଙ୍କୁ ବିପଦ ସଂକୁଳ ଅବସ୍ଥାରେ ନେଉଥିବା ଏକ ବସର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଅନୁଗୁଳ ଜିଲ୍ଲା ବନ୍ତଳାର ବୋଲି ଜଣାଯାଇଛି। ସୂଚନା ମୁତାବକ, ଆଜି ବନ୍ତଳାଠାରେ ଏକ ବସ(OR19H3533) କଲେଜ ଛାତ୍ରଙ୍କୁ ଅତି…

Continue Readingକେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

ବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗାଁ ଲୋକ

ଅନୁଗୁଳ : ଗାଁ ସ୍କୁଲ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ଦାବିରେ ଆଜି ସ୍ଥାନୀୟ ବଣାବିରା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ବଣାବିରା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଣାବିରାରେ ଥିବା ଜାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ୧୧୨ ବର୍ଷର। ଏହି ସ୍କୁଲ…

Continue Readingବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗାଁ ଲୋକ

ୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ଅନୁଗୁଳ: ସାମାଜିକ ଗଣମାଧ୍ୟମର ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ ଏବେ ଭାରତୀୟଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି । ଘରେ ବସି ନୂଆ ନୂଆ ବିଷୟ, ପ୍ରସଙ୍ଗ ଓ ଘଟଣା ପ୍ରସ୍ତୁତ କରି ଭାରତୀୟ ଯୁବକ ଯୁବତୀ ବେଶ୍‌ ରୋଜଗାରକ୍ଷମ ହୋଇପାରୁଛନ୍ତି। ଅନେକ…

Continue Readingୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

ଅନୁଗୁଳ: ଗାଁରୁ ବାସନ୍ଦ ହୋଇଥିବାରୁ ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ପୁରୁଣାପାଣିର ପରମା ନାଏକଙ୍କ ପୁଅ ମଣିକର ନାଏକ। ବିନା ଦୋଷରେ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ସେ କହିଛନ୍ତି। ମଣିକରଙ୍କ…

Continue Readingବିନା ଦୋଷରେ ଗାଁରୁ ହେଲେ ବାସନ୍ଦ, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଦୁଆରେ ପୁରୁଣାପାଣିର ମଣିକାର

ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

ପାଳଲହଡ଼ା: ପାଇପ ଲାଇନ କାମ ପାଇଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ। ରବିବାର ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଡାଲୋ ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଦିନ ଦିପ୍ରହରରେ ଚାଲିଥିବାରୁ ଯାତାୟାତ ବ୍ୟାହତ…

Continue Readingଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

କୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ଅନୁଗୁଳ: ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍ ତରଫରୁ ନାଲକୋର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସିଥିବା ନାଲକୋର ୬ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି। ନାଲକୋ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶକ…

Continue Readingକୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ