ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ସ୍କୁଲରେ ଆଜି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବାନନ୍ଦ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ସ୍କୁଲରେ ଆଜି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବାନନ୍ଦ…
ଅନୁଗୁଳ: ଏବେର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ତ ଚାହୁଁଛନ୍ତି। କିନ୍ତୁ ପ୍ରସ୍ତୁତ କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ। ଏଣୁ ଅଧିକାଂଶ ଲୋକ ବଜାରରେ ମିଳୁଥିବା ‘ରେଡି ଟୁ ଇଟ ଫୁଡ’ କିମ୍ବା ପ୍ୟାକେଜ୍ ଖାଦ୍ୟ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ଗେଟ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଓ ଦମକଳବାହିନୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଛି। ସୂଚନା ଅନୁସାରେ, ଅନୁଗୁଳରୁ କଲିକତା ଯାଉଥିବା ଯାତ୍ରୀବାହୀ ବସ ଡଲଫିନ ଓଭରଟେକ କରି ଯାଉଥିବା…
ପାଳଲହଡ଼ା : ପାଳଲହଡ଼ା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁରରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମୃତା ମହିଳା ଡଲି ନାୟକ ବୋଲି…
ଅନୁଗୁଳ: ତୁରଙ୍ଗ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଶେଷ ହୋଇଛି। ଉଦଯାପନୀ ଫାଇନାଲ ମ୍ୟାଚ୍ ଭୁବନେଶ୍ୱରର ଜଗା ୟୁନାଇଟେଡ୍ ଓ ସୁନ୍ଦରଗଡ଼ର ଯମୁନା ଫୁଟବଲ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଏହି…
ଅନୁଗୁଳ: ଆଜି ଶୁଭ ଦୀପାବଳି। କରୋନା କଟକଣା ହଟିବା ଦୁଇ ବର୍ଷ ପରେ ଧୁମଧାମରେ ପାଳିତ ହେବ ଦୀପାବଳି। ତେଣୁ ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ଶନିବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରକାଶ ଯେ, ୨୦୧୮ ଜୁନ ୧୮ ତାରିଖରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ଅଭିଯୋଗ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)। ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା…
ଆଠମଲ୍ଲିକ : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ ଶୁକ୍ରବାର ଆଠମଲ୍ଲିକ ମା ବିନିକେୟୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ସଭାପତି ରାମଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ…
ତାଳଚେର: ତାଳଚେର ପୌର ପରିଷଦର କାଉନସିଲ ବୈଠକ ଶୁକ୍ରବାର ଅଧ୍ୟକ୍ଷ ପବିତ୍ର ଭୁତିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଗରପାଳ ଶ୍ରୀ ଭୁତିଆ କହିଥିଲେ ଯେ ବିଗତ ଦିନରେ ଘଟିଯାଇଥିବା ଘଟଣାକ୍ରମକୁ ଭୁଲି ସହରର ବିକାଶ ପାଇଁ କାର୍ଯ୍ୟ କରିବା। ଏ…