ଦୋକାନରୁ ୬୦ ହଜାର ଟଙ୍କା ଚୋରି କରି ସେଲସମ୍ୟାନ୍ ଗିରଫ

ଅନୁଗୁଳ : ସୋମବାର ରାତିରେ ତୁରଙ୍ଗ ସ୍ଥିତ ଭାଗ୍ୟଶ୍ରୀ ଆଗ୍ରୋ ଏଜେନ୍ସିରୁ ଚୋରି କରିବା ଅଭିଯୋଗରେ ଦୋକାନର ସେଲସମ୍ୟାନ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ଦୋକାନ ମାଲିକ ସପନ ପତି କ୍ୟାସ ବାକ୍ସରେ ୬୦ ହଜାର ଟଙ୍କା କମ୍…

Continue Readingଦୋକାନରୁ ୬୦ ହଜାର ଟଙ୍କା ଚୋରି କରି ସେଲସମ୍ୟାନ୍ ଗିରଫ

ମା’ ମାହେଶ୍ୱରୀ ମନ୍ଦିରର ହୁଣ୍ଡି ଚୋରି ପରେ ପ୍ରଶାସନ ତତ୍ପର, ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ

ଆଠମଲ୍ଲିକ : ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀ ମନ୍ଦିର ଭିତରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣାକୁ ନେଇ ମଙ୍ଗଳବାର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ କମିଟି ସଭ୍ୟଙ୍କୁ ନେଇ…

Continue Readingମା’ ମାହେଶ୍ୱରୀ ମନ୍ଦିରର ହୁଣ୍ଡି ଚୋରି ପରେ ପ୍ରଶାସନ ତତ୍ପର, ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ

୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ଅନୁଗୁଳ : ଶେଷ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା। ବିଦାୟ ନେଲେ ମା' ଧନଦାତ୍ରୀ। ଏଥିପାଇଁ ଗାଁ ଠାରୁ ସହର ଯାଏଁ ସବୁ ଜାଗା ଉଠୁଥିଲା ପଡୁଥିଲା। ଚଳିତ ବର୍ଷ ତାଳଚେର ବ୍ଲକ୍ ଧରମପୁରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ଗଜଲକ୍ଷ୍ମୀଙ୍କ…

Continue Reading୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ପାଳନ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ୩ ଦିନ ବ୍ୟାପୀ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ୩ ଦିନିଆ ବିଶାଳ ରକ୍ତଦାନ ଶିବିର, ୧୦୪୪ ୟୁନିଟ୍ ରକ୍ତ ସଂଗୃହୀତ

ଇଣ୍ଡିଆନ ମାଇନିଂ ଆଣ୍ଡ ଇଞ୍ଜିନିୟରି ଜୋନାଲ ଡାଇମଣ୍ଡ ଜୁବୁଲି ପୁରସ୍କାରରେ ସମ୍ମାନିତ ହେଲେ ଏମସିଏଲ ସିଏମଡି ଓ.ପି. ସିଂହ

ତାଳଚେର : ଏମସିଏଲରେ ନିରନ୍ତର ବିକାଶ ମାଧ୍ୟମରେ କୋଇଲା ଖନନ ପ୍ରକ୍ରିୟାକୁ ଜାରି ରଖିବା ହେତୁ ମହାନଦୀ କୋଲଫିଲଡ୍ସ ଲିଃର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି. ସିଂହଙ୍କୁ ଇଣ୍ଡିଆନ ମାଇନିଂ ଆଣ୍ଡ ଇଞ୍ଜିନିୟରିଂ (ଆଇଏମଇ) ଜୋନାଲ ଡାଇମଣ୍ଡ ଜୁବୁଲି ପୁରସ୍କାରରେ…

Continue Readingଇଣ୍ଡିଆନ ମାଇନିଂ ଆଣ୍ଡ ଇଞ୍ଜିନିୟରି ଜୋନାଲ ଡାଇମଣ୍ଡ ଜୁବୁଲି ପୁରସ୍କାରରେ ସମ୍ମାନିତ ହେଲେ ଏମସିଏଲ ସିଏମଡି ଓ.ପି. ସିଂହ

କମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳ: କମୁଛି ଅନୁଗୁଳବାସୀଙ୍କ ଆୟୁଷ। କୋଇଲା ଧୂଆଁ ଶୋଷି ନେଉଛି ବୟସ। ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବେ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି। ବିପଦରେ ଏବେ ସହରବାସୀଙ୍କ ଜୀବନ। ଦେଶର ୧୨% କୋଇଲା ଅନୁଗୁଳ ଜିଲ୍ଲାରୁ ଉତ୍ପାଦିତ ହେଉଛି। ରାଜ୍ୟର ୫୬%…

Continue Readingକମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, କୋଇଲା ଟ୍ରକ ରୋକିବାରୁ ଗୁଣ୍ଡା ଡକାଇ ପୋଲିସକୁ ନିର୍ଦ୍ଧୁମ୍ ପିଟିଲେ ସରପଞ୍ଚ

ଅନୁଗୁଳ : କୋଇଲା ଟ୍ରକ ଅଟକାଇବା ଘଟଣାକୁ ନେଇ ଜଣେ ସରପଞ୍ଚ କଳିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଧିକାରୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଲହୁ ଲୁହାଣ କରି ଦେଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଫାଣ୍ଡି ଅଧିକାରୀ ସାରଦା ପ୍ରସାଦ ସାମନ୍ତ…

Continue Readingତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, କୋଇଲା ଟ୍ରକ ରୋକିବାରୁ ଗୁଣ୍ଡା ଡକାଇ ପୋଲିସକୁ ନିର୍ଦ୍ଧୁମ୍ ପିଟିଲେ ସରପଞ୍ଚ

ବରିଷ୍ଠ ସାମ୍ବାଦିକ ତଥା ସମାଜର ପୂର୍ବତନ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ସ୍ମୃତିରେ ଶୋକ ସଭା

ଅନୁଗୁଳ: ବରିଷ୍ଠ ସାମ୍ବାଦିକ ତଥା ସମାଜର ପୂର୍ବତନ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କର ଗତ ୯ ତାରିଖ ପରଲୋକ ହୋଇଛି। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ମଦନ ମୋହନ ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ…

Continue Readingବରିଷ୍ଠ ସାମ୍ବାଦିକ ତଥା ସମାଜର ପୂର୍ବତନ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ସ୍ମୃତିରେ ଶୋକ ସଭା

ଲିଟରେଚର କନକ୍ଲେଭ୍ ଆୟୋଜିତ, ସାହିତ୍ୟକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପକ୍ଷରୁ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ଉତ୍ସବରେ ଇଂରାଜୀ, ସଂସ୍କୃତ, ହିନ୍ଦୀ ତଥା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା…

Continue Readingଲିଟରେଚର କନକ୍ଲେଭ୍ ଆୟୋଜିତ, ସାହିତ୍ୟକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ

ଠକେଇ ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ପୋଲିସ ରବିବାର ଗିରଫ କରିଛି। ସୂଚନା ଯେ, ଏକ ଘରୋଇ ବ୍ୟାଙ୍କ ଅନୁଗୁଳ ବ୍ଲକ୍ ଅଞ୍ଚଳରେ ଥିବା ବିଭିନ୍ନ ମହିଳା ଗ୍ରୁପର ସଭ୍ୟମାନଙ୍କୁ ଛୋଟ…

Continue Readingଠକେଇ ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ