ଚମକିବ ଅନୁଗୁଳ ଡେଲି ମାର୍କେଟ୍, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ପୌରପାଳିକାର ସର୍ବପୁରାତନ ଡେଲିମାର୍କେଟର ଉନ୍ନତୀକରଣ ପାଇଁ ବଜାର ପରିଦର୍ଶନ କରିଛନ୍ତି। ପରିବା ମାର୍କେଟର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟୀକରଣ, ପୁରାତନ ଦୋକାନ ଘରର ଉନ୍ନତୀକରଣ, ମୁଖ୍ୟ ରାସ୍ତାର ଡ୍ରେନ୍ ନିର୍ମାଣ, ମାର୍କେଟର ଦୁଇ ପାର୍ଶ୍ବରେ ମୁଖ୍ୟ ରାସ୍ତା…
