ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ପୌରପାଳିକାର ସର୍ବପୁରାତନ ଡେଲିମାର୍କେଟର ଉନ୍ନତୀକରଣ ପାଇଁ ବଜାର ପରିଦର୍ଶନ କରିଛନ୍ତି। ପରିବା ମାର୍କେଟର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟୀକରଣ, ପୁରାତନ ଦୋକାନ ଘରର ଉନ୍ନତୀକରଣ, ମୁଖ୍ୟ ରାସ୍ତାର ଡ୍ରେନ୍ ନିର୍ମାଣ, ମାର୍କେଟର ଦୁଇ ପାର୍ଶ୍ବରେ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ, ପଛ ପାଖରେ ଦୁଇଚକିଆ ପାର୍କିଂ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ଏଷ୍ଟିମେଟ ପ୍ରସ୍ତୁତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ପରିଦର୍ଶନ ସମୟରେ ଡିଏମଏଫର ଯନ୍ତ୍ରୀ ଓ ପୌରପାଳିକାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଚମକିବ ଅନୁଗୁଳ ଡେଲି ମାର୍କେଟ୍, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ
- Post published:November 11, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡା ଆକ୍ଟିଭା ୧୨୫ OBD-II (B) ର ବଜାର ପ୍ରବେଶ, ମାତ୍ର ଲକ୍ଷେ ଟଙ୍କାରେ କିଣିପାରିବେ ଗ୍ରାହକ
ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ





