କାଦୁଅରେ ଫସି ରହିଲା ଛୁଆ ହାତୀ, ଛାଡ଼ି ଚାଲିଗଲା ମା’ ହାତୀ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରେ ଶନିବାର ସକାଳୁ ଏକ ଏକ ମାସର ଛୁଆ ହାତୀ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ପ୍ରାୟ ୪୫ ଟିକିଆ ହାତୀପଲ ଧାନ ଖାଇବା ଉଦ୍ଦେଶ୍ୟରେ…

Continue Readingକାଦୁଅରେ ଫସି ରହିଲା ଛୁଆ ହାତୀ, ଛାଡ଼ି ଚାଲିଗଲା ମା’ ହାତୀ

ଏନଟିପିସି କୋଇଲା ବୋଝେଇ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

କଣିହାଁ: କଣିହାଁ ସ୍ଥିତ ଆମ୍ବପାଳ ଲେବୁଲ କ୍ରସିଙ୍ଗ୍ ଠାରେ ଶନିବାର ଏନଟିପିସିକୁ କୋଇଲା ନେଇ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ବାହାର ରାଜ୍ୟରୁ ଏନଟିପିସିକୁ କୋଇଲା ନେଇ ଆସୁଥିବା ସମୟରେ କୌଣସି କାରଣବଶତଃ ଲେବୁଲ୍ କ୍ରସିଙ୍ଗ୍…

Continue Readingଏନଟିପିସି କୋଇଲା ବୋଝେଇ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀମଳିହା ଗ୍ରାମରେ ଦୀର୍ଘ ୧୦ ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମବାସୀମାନେ ଶନିବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି। ବାମୁର ବିଦ୍ୟୁତ୍ ବିଭାଗ ପକ୍ଷରୁ 'ଜନ୍ତୁ…

Continue Reading୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ

ସ୍ୱାସ୍ଥ୍ୟସେବା ସୁଧାର ଓ ସ୍ମାର୍ଟ ମିଟର ବନ୍ଦ ଦାବିରେ ଜନଜୀବନ ସୁରକ୍ଷା କମିଟିର ଆନ୍ଦୋଳନ ଚେତାବନୀ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମାଧାନ ଏବଂ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ଦାବିରେ ଶନିବାର ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିକ୍ଷକପଡ଼ାସ୍ଥିତ ନବକୃଷ୍ଣ ଚୌଧୁରୀ…

Continue Readingସ୍ୱାସ୍ଥ୍ୟସେବା ସୁଧାର ଓ ସ୍ମାର୍ଟ ମିଟର ବନ୍ଦ ଦାବିରେ ଜନଜୀବନ ସୁରକ୍ଷା କମିଟିର ଆନ୍ଦୋଳନ ଚେତାବନୀ

DIET ଅନୁଗୁଳରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଅନୁଗୁଳ: ଗର୍ବ ଓ ଗୌରବର ସହିତ ଆଜି DIET (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ), ଅନୁଗୋଳ ତରଫରୁ ମହାନ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଐତିହାସିକ ଅବସରରେ ପ୍ରତିଷ୍ଠାନ ପରିସରରେ ଏକ…

Continue ReadingDIET ଅନୁଗୁଳରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଶିକାର ଫାଶ ଜବତ କଲା ବିଦ୍ୟୁତ୍ ବିଭାଗ, ବାରହା ଶିକାର ଉଦ୍ୟମ ପଣ୍ଡ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ବନ ବିଭାଗ ବିଫଳ ହେଉଛି। ଫଳରେ କେବଳ ଶିକାର ନୁହେଁ, ବିଦ୍ୟୁତ୍ ତାରରେ ଫାଶ ବସାଯିବା ଯୋଗୁଁ ଲୋକେ ମଧ୍ୟ…

Continue Readingଶିକାର ଫାଶ ଜବତ କଲା ବିଦ୍ୟୁତ୍ ବିଭାଗ, ବାରହା ଶିକାର ଉଦ୍ୟମ ପଣ୍ଡ

ଚୋରା ବାଇକ୍ ଜବତ, ଚାଳକ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…

Continue Readingଚୋରା ବାଇକ୍ ଜବତ, ଚାଳକ ଗିରଫ

କଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଣିହାଁ: ଶୁକ୍ରବାର କଣିହାଁ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୩୯୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପୁଞ୍ଜିକୃତ…

Continue Readingକଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ତାଳଚେର ହିଙ୍ଗୁଳା ପୀଠରେ ସମାପନ ହେଲା ବିଶ୍ୱଶାନ୍ତି ମହାଚଣ୍ଡୀ ଯଜ୍ଞ

ତାଳଚେର: ପବିତ୍ର କାର୍ତ୍ତିକ ପଞ୍ଚୁକ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପୀ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ବୁଧବାର ଦିନ ସମାପନ ହୋଇଯାଇଛି। ରାଜଗୁରୁ ପଙ୍କଜ…

Continue Readingତାଳଚେର ହିଙ୍ଗୁଳା ପୀଠରେ ସମାପନ ହେଲା ବିଶ୍ୱଶାନ୍ତି ମହାଚଣ୍ଡୀ ଯଜ୍ଞ

ତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ୧୬ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳର ଲୁହାମୁଣ୍ଡା ଠାରେ ଶୁକ୍ରବାର ଭୋର ୫ଟା ସମୟରେ ଏକ ତୀର୍ଥଯାତ୍ରୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ଧକ୍କା ଦେଇ ପିଟି ହୋଇଯାଇଥିଲା।…

Continue Readingତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ୧୬ ଗୁରୁତର