୨୧ ବିଦ୍ୟାଳୟର ୩୦୦୦ ଛାତ୍ରଛାତ୍ରୀଙ୍କର କରାଗଲା ମାଗଣା ଚକ୍ଷୁ ପରୀକ୍ଷା, ଚଷମା ବାଣ୍ଟିଲା ଜିଏମ୍‌ଡିସି

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବୈତରଣୀ ପଶ୍ଚିମ କୋଇଲା ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଛି। ଏଥିସହ ଚଷମା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟ୍ ମିନେରାଲ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଜିଏମ୍‌ଡିସି)ର ସାମାଜିକ ଦାୟିତ୍ୱ ଶାଖା…

Continue Reading୨୧ ବିଦ୍ୟାଳୟର ୩୦୦୦ ଛାତ୍ରଛାତ୍ରୀଙ୍କର କରାଗଲା ମାଗଣା ଚକ୍ଷୁ ପରୀକ୍ଷା, ଚଷମା ବାଣ୍ଟିଲା ଜିଏମ୍‌ଡିସି

କୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର 'ଆତ୍ମା' (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି…

Continue Readingକୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

କାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ କଣିହାଁ ଓ ତାଳଚେର ବିକାଶ ମଞ୍ଚର ଯୁବ ସାମାଜିକ କର୍ମୀମାନେ ଆଶୀର୍ବାଦ ଗ୍ରହଣ କରି ସମାଜ ମଙ୍ଗଳ କାମନା କରିଛନ୍ତି। ଯୁବ ସାମାଜିକ…

Continue Readingକାର୍ତ୍ତିକେଶ୍ୱର ପୂଜା ଅବସରରେ ସମାଜ ମଙ୍ଗଳ କାମନା କଲେ ଯୁବ ସାମାଜିକକର୍ମୀ

ଆଜି ଜମିବ ଛାଡ଼ଖାଇ

ଡଙ୍ଗା ଭସା ସହ ସରିଲା ଧର୍ମମାସ କାର୍ତ୍ତିକ। କାର୍ତ୍ତିକରେ ଆମେ ହିନ୍ଦୁ ଆମିଷ ଛାଡ଼ିଥାଉ। ପବିତ୍ର ମାସରେ ମାଛ, ମାଂସ, ଅଣ୍ଡା ଆଦି ଧର୍ମ ନଷ୍ଟ କରିଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ଏଣୁ ଅଧିକାଂଶ ହିନ୍ଦୁ ଲୋକ…

Continue Readingଆଜି ଜମିବ ଛାଡ଼ଖାଇ

ରାଜ୍ୟକୁ ଛୁଇଁଛି ଶୀତ, ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟକୁ ଛୁଇଁଛି ଶୀତ। ପହିଲି ଶୀତର ସ୍ପର୍ଶରେ ପରିବେଶ ଶୀତଳ ହୋଇପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିଛି। ରାଜ୍ୟର ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ…

Continue Readingରାଜ୍ୟକୁ ଛୁଇଁଛି ଶୀତ, ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ

ମାଗଣା ସ୍ୱାସ୍ଥ୍ୟ ଶିବିର; ୫୦୦ ରୋଗୀଙ୍କୁ ପରାମର୍ଶ ଓ ଔଷଧ ବଣ୍ଟନ

ଅନୁଗୁଳ: ଶ୍ରୀ ଶିରିଡ଼ି ସାଇ ପରିବାର, ଆନନ୍ଦ ନଗର (ମାଟିଆ ସାହି) ଆନୁକୂଲ୍ୟରେ ସାଧାରଣ ଲୋକଙ୍କ ପାଇଁ ବୁଧବାର ଏକ ଅତ୍ୟାଧୁନିକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ପ୍ରାୟ…

Continue Readingମାଗଣା ସ୍ୱାସ୍ଥ୍ୟ ଶିବିର; ୫୦୦ ରୋଗୀଙ୍କୁ ପରାମର୍ଶ ଓ ଔଷଧ ବଣ୍ଟନ

ଗଡ଼ସନ୍ତ୍ରୀରେ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ଜମିଲା

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ର ଗଡ଼ସନ୍ତ୍ରୀ ପୀଠସାହି ଯାତ୍ରାପଡିଆରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ପ୍ରତ୍ୟୁଷରେ…

Continue Readingଗଡ଼ସନ୍ତ୍ରୀରେ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ଜମିଲା

ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଚୋରା ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରଡ଼ା ଗ୍ରାମର ପ୍ରତାପ ଧଳ ଓ…

Continue Readingଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

ବଅଁରପାଳରେ ପ୍ରସିଦ୍ଧ ମା ଲୋଭି ଠାକୁରାଣୀ ଯାତ୍ରା ଆରମ୍ଭ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀଠାରେ ଥିବା ମା ଲୋଭି ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ଏହି ଅଞ୍ଚଳର ସର୍ବପୁରାତନ ଓ ପ୍ରସିଦ୍ଧ ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ତୁଳସୀପାଳ ଗ୍ରାମରୁ ପିଠ ପୂଜା ପରେ ବିରାଟ…

Continue Readingବଅଁରପାଳରେ ପ୍ରସିଦ୍ଧ ମା ଲୋଭି ଠାକୁରାଣୀ ଯାତ୍ରା ଆରମ୍ଭ

ତିନି ନୂଆ ଆଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା, ଯୋଗ ଦେଲେ ପୋଲିସ, ଡାକ୍ତର, ବନ ଅଧିକାରୀ ଓ ଆଇନଜୀବୀ

ଅନୁଗୁଳ: ଦେଶରେ ଲାଗୁ ହୋଇଥିବା ତିନି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବିଭାଗକୁ ନେଇ ଏକ କର୍ମଶାଳା ଜିଲ୍ଲା ଆରକ୍ଷୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୋଲିସ, ବନ ବିଭାଗ, ଡାକ୍ତରୀ ବିଭାଗ ଏବଂ ଓକିଲମାନେ ଯୋଗ ଦେଇଥିଲେ।…

Continue Readingତିନି ନୂଆ ଆଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା, ଯୋଗ ଦେଲେ ପୋଲିସ, ଡାକ୍ତର, ବନ ଅଧିକାରୀ ଓ ଆଇନଜୀବୀ