ଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ଅନୁଗୁଳ: ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ବେନ୍ତପୁର ଗାଁ ମୁଣ୍ଡ ପଡ଼ିଆରେ ପରିବେଶ ମଞ୍ଜୁରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହାକୁ ବିରୋଧ କରିବା ପାଇଁ ଗ୍ରାମବାସୀ…

Continue Readingଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଆଜି ବିକାଶମୂଳକ କାର୍ଯ୍ୟର ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ଆଜି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଟି କୋଟି ଟଙ୍କାର…

Continue Readingଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଅନୁଗୁଳ ବନଖଣ୍ଡର ‘ଜୀବଦୟା’ କାର୍ଯ୍ୟକ୍ରମ: ସଫଳତାର ସହ ଶେଷ ହେଲା ବ୍ୟାପକ କମ୍ବିଂ ଅପରେସନ

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା 'ଜୀବଦୟା' କାର୍ଯ୍ୟକ୍ରମ ଅଧୀନରେ ଆଜି ଏକ ବ୍ୟାପକ କମ୍ବିଂ ଅପରେସନ ଅନୁଷ୍ଠିତ ହୋଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀ ନିତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ…

Continue Readingଅନୁଗୁଳ ବନଖଣ୍ଡର ‘ଜୀବଦୟା’ କାର୍ଯ୍ୟକ୍ରମ: ସଫଳତାର ସହ ଶେଷ ହେଲା ବ୍ୟାପକ କମ୍ବିଂ ଅପରେସନ

ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

ଅନୁଗୁଳ: ଅନୁଗୁଳ ସ୍ଥିତ ପର୍ଯ୍ୟବେକ୍ଷଣ ଛାତ୍ରାବାସରେ ଏକ ସାଂଘାତିକ ଘଟଣା ଘଟିଛି। କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେଇ ଓ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଦୁଇଜଣ ପୋକସୋ (POCSO) ମାମଲାର ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାଚେରୀ…

Continue Readingଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହର ସୁରକ୍ଷା ବ୍ୟବସ୍ଥା ଫେଲ୍: ଡ୍ରେନ୍ ଗାତ ଦେଇ ଚମ୍ପଟ ମାରିଲେ ୨ ଦୁର୍ଦ୍ଦାନ୍ତ ବାଳ ଅପରାଧୀ

କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ବାର୍ଷିକ ଉତ୍ସବ ପାଳନ

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ୧୧ ତମ ବାର୍ଷିକ ଉତ୍ସବ ଟାଉନ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ଡକ୍ଟର ଅକ୍ଷୟ କୁମାର ପଣ୍ଡା…

Continue Readingକହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ବାର୍ଷିକ ଉତ୍ସବ ପାଳନ

“ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିୟ ପିଲାମାନଙ୍କୁ ବୋର୍ଡ ପରୀକ୍ଷା ଅବସରରେ ଗୁରୁକୁଳ କ୍ଲାସେସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ତୁମମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ନିଶ୍ଚୟ ଭାବେ ସୁଫଳ ଦେବ…

Continue Reading“ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ବଡ଼ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ସାମାନ୍ୟ କଳିରୁ ରକ୍ତ ସମ୍ପର୍କରେ ଫାଟ ପଡ଼ିଛି। ଖମାର ଥାନା ଅନ୍ତର୍ଗତ କରଡାଖମଣ ଗାଁରେ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ କଟୁରୀରେ ହାଣି ନିର୍ମମ…

Continue Readingରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ବଡ଼ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ମଣିଷ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ରେଞ୍ଜ୍ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନର ମାଣିକିଯୋଡି ବିଟ୍ ଅଧୀନରେ ଥିବା ମାଣିକିଯୋଡି ସାହାରାସାହି ସ୍କୁଲଠାରେ 'ପିପୁଲ୍ ଫର୍ ଆନିମଲ୍ସ' ସଂଗଠନ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷର କାରଣ…

Continue Readingମଣିଷ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଭାପତି ବବିତା ପ୍ରଧାନ: ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂତନ ଅଧ୍ୟାୟ

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବବିତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ପରେ ଜିଲ୍ଲା ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇବା…

Continue Readingଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଭାପତି ବବିତା ପ୍ରଧାନ: ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂତନ ଅଧ୍ୟାୟ

ପରିତ୍ୟକ୍ତ ଘରେ ଚାଲିଥିଲା ଚୋରା କାଠ କାରବାର; ମାଡ଼ି ବସିଲା ବନ ବିଭାଗ, ବହୁ ପରିମାଣର କାଠ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜ ଅନ୍ତର୍ଗତ କଳମଛୁଇଁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢାଉ କରାଯାଇ ପ୍ରାୟ ୧୧.୪ ସିଏଫ୍ଟି ଚୋରା କାଠ ଜବତ କରାଯାଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ…

Continue Readingପରିତ୍ୟକ୍ତ ଘରେ ଚାଲିଥିଲା ଚୋରା କାଠ କାରବାର; ମାଡ଼ି ବସିଲା ବନ ବିଭାଗ, ବହୁ ପରିମାଣର କାଠ ଜବତ