ଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖବରକାଗଜ ବିତରକମାନଙ୍କୁ କୋଭିଡର ଆର୍ଥିକ ସହାୟତା ଓ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭର୍ଚ୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଉପଲକ୍ଷେ ଆୟୋଜିତ…

Continue Readingଖବର କାଗଜ ବିତରକମାନଙ୍କୁ ପ୍ରଦାନ କରାଗଲା ଆର୍ଥିକ ପ୍ରୋତ୍ସାହନ

ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ପ୍ରଶାସନ ଭବନ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ପ୍ରଶାସନ ଭବନ ଉଦ୍‌ଘାଟିତ କରିଛନ୍ତି। ସାମ୍ମାନୀତ ଅତିଥି ଭାବେ…

Continue Readingବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍ଏସ୍ଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ହେଲେ କାଳନ୍ଦୀ ସାମଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ଭାରତ ସରକାରଙ୍କ ର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ ମିଳି…

Continue Readingଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍ଏସ୍ଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ହେଲେ କାଳନ୍ଦୀ ସାମଲ

ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ଅନୁଗୁଳ: ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ମାସକୁ ୨୧ ହଜାର…

Continue Readingସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ଅନୁଗୁଳରେ ଗୁଟ୍‌ଖା କଳାବଜାରୀ

ଅନୁଗୁଳ: ସମ୍ବଲପୁର ସହର ଉପକଣ୍ଠ ପରଧିପାଲିରେ ଥିବା ଗୁଟ୍‌ଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ଅନୁଗୁଳ ସହରାଞ୍ଚଳରେ ଗୁଟ୍‌ଖାର କଳାବଜାରୀ ଆରମ୍ଭ ହୋଇଯାଇଛି । ଦୋକାନୀ ଗୁଟ୍‌ଖା ପିଛା ୨ଟଙ୍କା ଲେଖାଏଁ ବଢ଼ାଇ ଦେଇଛନ୍ତି। କମଳା ପସନ୍ଦ ପ୍ୟାକେଟ୍ ପୂର୍ବରୁ ୧୪୦ ଟଙ୍କାରେ…

Continue Readingଅନୁଗୁଳରେ ଗୁଟ୍‌ଖା କଳାବଜାରୀ

ଆଜି ଅନୁଗୁଳରୁ କଟକ-ଭୁବନେଶ୍ବରକୁ ଗଡିବନି ବସ୍

ଅନୁଗୁଳ: ଆଜି ଅନୁଗୁଳ-କଟକ ରୁଟ୍‌ରେ ୧୨ ଘଣ୍ଟିଆ ବସ୍‌ ଧର୍ମଘଟ। ୫୫ ନମ୍ବର ଜାତୀୟ ରାଜପଥର ସମସ୍ୟାକୁ ନେଇ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଫଳରେ ସେହି ରୁଟରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ…

Continue Readingଆଜି ଅନୁଗୁଳରୁ କଟକ-ଭୁବନେଶ୍ବରକୁ ଗଡିବନି ବସ୍

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁଗୁଳ ଗସ୍ତ

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ କୁମାର ଦଳେଇ ବୁଧବାର ଅନୁଗୁଳ ଜିଲ୍ଲାକୁ ଗସ୍ତରେ ଆସି କୋର୍ଟ କାର୍ଯ୍ୟ, ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ସବ୍ ରେଜିଷ୍ଟର କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ। ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ…

Continue Readingଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁଗୁଳ ଗସ୍ତ

ମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ଏକ ମୋବାଇଲ ଛିନତାଇ ଅଭିଯୋଗରେ ଜଣେ ନାବାଳକଙ୍କସହ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗତ ୧୫ ତାରିଖରେ ଲେବର ଅଫିସ ସମ୍ମୁଖରେ ଚାଲିଚାଲି ଯାଉଥିବା କାଜଲ ସାହୁ ନାମକ ଜଣେ ଯୁବତିଙ୍କ ମୋବାଇଲକୁ ବାଇକରେ ଆସି…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ତାରିଣୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ…

Continue Readingତାରିଣୀ ମନ୍ଦିରରୁ ଚୋରି

ହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗହମ ଗ୍ରାମରେ ବୁଧବାର ଭୋର ସମୟରେ ହାତୀପଲ ଗାଁ ମୁହାଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ। ଏହି ହାତୀପଲ ସକାଳୁ ଲୋକଙ୍କୁ ଦେଖି ବରୁଆଁ ଜଙ୍ଗଲକୁ ପଳେଇ ଯାଇଥିବା…

Continue Readingହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ