ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ: ‘ୟୁନିଟି ମାର୍ଚ୍ଚ’ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆସନ୍ତା ନଭେମ୍ବର ୧୯ ତାରିଖରେ ଏକ ପଦଯାତ୍ରା ଆୟୋଜନ ପାଇଁ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ…

Continue Readingସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ: ‘ୟୁନିଟି ମାର୍ଚ୍ଚ’ ପାଇଁ ପ୍ରସ୍ତୁତି ବୈଠକ

ଟ୍ରାକରେ ‘ରିଲ୍ସ’ ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ଚେତାବନୀ

ଭୁବନେଶ୍ୱର: ଟ୍ରେନ୍ ଟ୍ରାକ୍ ନିକଟରେ, ଟ୍ରେନରେ ଛାତ ଉପରେ କିମ୍ବା ଫୁଟବୋର୍ଡରେ ଭିଡିଓ ସୁଟିଂ କରି 'ରିଲ୍ସ' (Reels) ତିଆରି କରିବା ଭଳି ବିପଦଜ୍ଜନକ କାର୍ଯ୍ୟକୁ ପୂର୍ବତଟ ରେଳପଥ କଡ଼ାକଡ଼ି ବିରୋଧ କରି ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। ରେଳପଥ…

Continue Readingଟ୍ରାକରେ ‘ରିଲ୍ସ’ ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ଚେତାବନୀ

ଫାର୍ମ ହାଉସ୍ ଭିତରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ଶବକୁ ପୋଲିସ ଜବତ କରିଛି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ହାୱାଡ଼ା ଜିଲ୍ଲା ଅଞ୍ଚଳର ଶେଖ ମେହବୁବ ଉଦ୍ଦିନ (୨୧)। ସେ…

Continue Readingଫାର୍ମ ହାଉସ୍ ଭିତରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର

ବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କ ପରଲୋକ, ଅଞ୍ଚଳରେ ଶୋକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ଗ୍ରାମର ଜଣେ ଜଣାଶୁଣା ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର…

Continue Readingବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କ ପରଲୋକ, ଅଞ୍ଚଳରେ ଶୋକ

ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗରେ ୨ ଜଣ ଗିରଫ

ଅନୁଗୁଳ: ଗତ ସୋମବାର ଅନୁଗୁଳ ଟାଉନ ଅମଲାପଡ଼ାରୁ ବ୍ୟାଟେରି ଚୋରି ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଆଶିଷ ବାରିକ ଓ ବିନୋଦ କୁମାର କର୍ଣ୍ଣ। ସୂଚନା ମୁତାବକ, ଅମଲାପଡ଼ାର ସୂର୍ଯ୍ୟକାନ୍ତ ସାମନ୍ତଙ୍କ ଟ୍ରକ୍‌ (ଓଆର୍‌-୧୯କେ-୪୧୪୧) ସପ୍ତମ…

Continue Readingଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗରେ ୨ ଜଣ ଗିରଫ

କଂଗ୍ରେସକୁ ବଦନାମ କରିବାକୁ ୱେବ ଚ୍ୟାନେଲର ହୀନ ଉଦ୍ୟମ, ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇବର ଥାନାରେ ଏତଲା

ଅନୁଗୁଳ: କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଏକ ୱେବ ଚ୍ୟାନେଲ ନାଁରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingକଂଗ୍ରେସକୁ ବଦନାମ କରିବାକୁ ୱେବ ଚ୍ୟାନେଲର ହୀନ ଉଦ୍ୟମ, ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇବର ଥାନାରେ ଏତଲା

ଅନୁଗୁଳରେ ସ୍ବାମୀ ନେଲା ସ୍ତ୍ରୀର ଜୀବନ

ଅନୁଗୁଳ: ପାରିବାରିକ କଳହ ନେଲା ଆଉଜଣେ ନାରୀର ଜୀବନ। ଅନୁଗୁଳ ଥାନା ଅଧୀନ ତୁରଙ୍ଗ ଅଞ୍ଚଳରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ସ୍ବାମୀ ସିଦ୍ଧାନ୍ତ ସାହୁ ନିଜ ସ୍ତ୍ରୀ ମିନାକ୍ଷୀ ଭଞ୍ଜଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ,ସିଦ୍ଧାନ୍ତ ଓ…

Continue Readingଅନୁଗୁଳରେ ସ୍ବାମୀ ନେଲା ସ୍ତ୍ରୀର ଜୀବନ

ନିତାଇ ଗୌର ଆଶ୍ରମରେ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପରାବିଲ ପଞ୍ଚାୟତ ଗହମସ୍ଥିତ ନିତାଇ ଗୌର ଆଶ୍ରମରେ ବୁଧବାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ କାର୍ଯ୍ୟକ୍ରମ ଆଡମ୍ବରରେ ଅନୁଷ୍ଠିତ ହୋଇଛି। ସକାଳୁ ଶ୍ରୀମଦ୍ ଭାଗବତ ପାଠ, ଗୋପାଳ…

Continue Readingନିତାଇ ଗୌର ଆଶ୍ରମରେ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ

୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ମଙ୍ଗଳବାର ଏସ୍‌ପି ରାହୁଲ ଜୈନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଜି ସତ୍ୟବ୍ରତ ଭୋଇ…

Continue Reading୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା କୋଇଲା ଚୋରୀ ରୋକିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଂଟପଡା ଟ୍ରକ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି…

Continue Readingତାଳଚେରରେ କୋଇଲା ଚୋରୀ: ଉଚ୍ଚସ୍ତରୀୟ ତଦନ୍ତ ଦାବି