ହାତୀଛୁଆ ଉଦ୍ଧାର
ଅନୁଗୁଳ: ଦେବଗଡ଼ ବନଖଣ୍ଡ ତଥା ଅନୁଗୁଳ ଜିଲ୍ଲା ପାଳଲହଡ଼ା - ଖମାର ବନାଞ୍ଚଳର ରେଙ୍ଗାଳିମୁଣ୍ଡା ଜଙ୍ଗଲରୁ ବୁଧବାର ଏକ ହାତୀଛୁଆ ଉଦ୍ଧାର ହୋଇଛି। ହାତୀ ଛୁଆ ର ବୟସ ୭/୮ ମାସ ବୋଲି ଅନୁମାନ କରାଯାଇଛି। ତା’ର ଗୋଡ଼ରେ ଗୁରୁତର କ୍ଷତ…
ଅନୁଗୁଳ: ଦେବଗଡ଼ ବନଖଣ୍ଡ ତଥା ଅନୁଗୁଳ ଜିଲ୍ଲା ପାଳଲହଡ଼ା - ଖମାର ବନାଞ୍ଚଳର ରେଙ୍ଗାଳିମୁଣ୍ଡା ଜଙ୍ଗଲରୁ ବୁଧବାର ଏକ ହାତୀଛୁଆ ଉଦ୍ଧାର ହୋଇଛି। ହାତୀ ଛୁଆ ର ବୟସ ୭/୮ ମାସ ବୋଲି ଅନୁମାନ କରାଯାଇଛି। ତା’ର ଗୋଡ଼ରେ ଗୁରୁତର କ୍ଷତ…
ଅନୁଗୁଳ : ଅନୁଗୁଳ ବସଷ୍ଟାଣ୍ଡରେ ଗତ ୧୦ ତାରିଖରେ ଜଣେ ଜଳଖିଆ ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବସଷ୍ଟାଣ୍ଡରେ ଥିବା ବିମଳ ବିଶ୍ବାଳଙ୍କ ଜଳଖିଆ ଦୋକାନରେ ୧୦ ତାରିଖ…
ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ବିଭାଗରେ ବାଲେଶ୍ବର ଏବଂ ମହିଳା ବିଭାଗରେ କିଟ୍ ବିଜେତା ହୋଇଛି। ବୁଧବାର ଏହି ୩ ଦିନିଆ ପ୍ରତିଯୋଗିତାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍…
ଅନୁଗୁଳ : ପରିବେଶ ଭିତ୍ତିକ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବୁଧବାରଠାରୁ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି…
ଅନୁଗୁଳ: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି। ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍…
ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ରକ୍ଷକ ପ୍ରକଳ୍ପର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।…
ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ପୋକତୁଙ୍ଗା ଗାଁର ମାୟାଧର ସାହୁଙ୍କ ପତ୍ନୀ ବଛା ସାହୁଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ୪ ବର୍ଷରୁ ଊର୍ଦ୍ଧ୍ବ କାଳ ହେଲା ଶଯ୍ୟାଶାୟୀ ଥିଲେ।ଏ ଖବର ପ୍ରଚାରିତ…
ଅନୁଗୁଳ : ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଲିସର ବର୍ବରତା ପ୍ରତିବାଦରେ ମଙ୍ଗଳବାର ଏସପି ଅଫିସ ଘେରାଉ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖ ଦିନ ଛାତ୍ର କଂଗ୍ରେସର ଆହ୍ବାନରେ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ପୁଲିସ ଚୋରା କୋଇଲା ପରିବହନ ନେଇ ଏକ ଟ୍ରକ୍ ଜବତ କରିଛି। ଟ୍ରକ୍ ମାଲିକଙ୍କୁ ରବିବାର ଗିରଫ କରାଯାଇଥିବା ବେଳେ ସୋମବାର କୋର୍ଟଚାଲାଣ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା…
ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ଝୁଲାଇଛନ୍ତି। ଏଥିସହ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଦିବି ଉପସ୍ଥାପନ କରିଛନ୍ତି। ବିଦ୍ୟାଳୟର ୪ ଜଣ ଶିକ୍ଷକ ଅନ୍ୟତ୍ର…