କୃଷି ଆଇନ୍ ପ୍ରତ୍ୟାହାର ଘୋଷଣା ପରେ ବିଜୟ ଶୋଭାଯାତ୍ରା
ଅନୁଗୁଳ : ତିନୋଟି କୃଷି ଆଇନ୍ ପ୍ରତ୍ୟାହାର ଘୋଷଣାପରେ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଶୁକ୍ରବାର ବିଜୟ ଶୋଭାଯାତ୍ରା କରାଯାଇଛି। କେନ୍ଦ୍ରର ବିଜେପି ସରକାର ତିନୋଟି କଳା କୃଷି ଆଇନ୍କୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଥିପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ)ର ସାଧାରଣ ସମ୍ପାଦକ ପ୍ରଭାସ ଘୋଷ ଏକ…
