ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ଅନୁଗୁଳ: ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ସଂଲଗ୍ନ କୋଇଲା ଉଦ୍ୟୋଗ ମହାସଂଘ ଅଖିଳ ଭାରତୀୟ ଖଦାନ ମଜଦୂର ସଙ୍ଘର (ଏବିକେଏମଏସ) କେନ୍ଦ୍ରୀୟ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସ ଭବନରେ ସାକ୍ଷାତ…

Continue Readingଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

ଅନୁଗୁଳ: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ…

Continue Readingସତ୍ୟର ପକ୍ଷ ନିଅନ୍ତୁ ସାମ୍ବାଦିକ

କେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ଅନୁଗୁଳ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୂର୍ବତନ ସାଂସଦ…

Continue Readingକେନ୍ଦ୍ର ଯୋଜନା ନେଇ ବିଜେପିର ବୈଠକ

ସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ଵାଭାବିକ ଟ୍ରେନ୍ ଚଳାଚଳ ଦାବିରେ ବୁଧବାର ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ…

Continue Readingସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

ଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୁଳ: ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ଓପି ଜିନ୍ଦଲ ସ୍କୁଲ ମଙ୍ଗଳବାର ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଛି। ଏହା ଦ୍ବାରା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ। ଏହି ଅବସରରେ…

Continue Readingଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ମୁଖ୍ୟମନ୍ତ୍ରୀ ଗସ୍ତ ନେଇ ସ୍ଥିତି ପରଖିଲେ ପ୍ରଣବ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ…

Continue Readingମୁଖ୍ୟମନ୍ତ୍ରୀ ଗସ୍ତ ନେଇ ସ୍ଥିତି ପରଖିଲେ ପ୍ରଣବ

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା' ବନ୍ତଳା ଥାନାରେ ଲିଖିତ…

Continue Readingସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍

ଅନୁଗୁଳ: ଜରପଡା ଥାନା ତୁବେ ଗ୍ରାମରେ ଘରେ ପଶି, ଗୁଳିମାଡ଼ ସହ ଶାଶୂ ବୋହୂଙ୍କ ଠାରୁ ଗହଣା ଲୁଟପାଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ସଂଧ୍ୟାରେ ଶାଶୂ- ବୋହୂ ଘରେ ବସି ଟିଭି ଦେଖୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ…

Continue Readingତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୧’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶିଶୁ ଦିବସ ଉପଲକ୍ଷେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ଏହି…

Continue Readingଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ

ବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା

ଅନୁଗୁଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ବଢ଼ିଛି। ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଲେଖାଏଁ ଖର୍ଚ୍ଚ କରିପାରିବେ । ମଙ୍ଗଳବାର…

Continue Readingବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା