ନୂଆବର୍ଷରୁ ନୂଆ ବ୍ୟବସ୍ଥା, ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର

ଅନୁଗୁଳ: ନୂଆ ବର୍ଷରୁ ଏଣିକି ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍…

Continue Readingନୂଆବର୍ଷରୁ ନୂଆ ବ୍ୟବସ୍ଥା, ଘରେ ବସି ଡାଉନ୍‌ଲୋଡ୍ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର

ନାଲକୋନଗରରେ ବିର୍ସା ମୁଣ୍ଡା ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ସ୍ଥିତ ବିର୍ସାମୁଣ୍ଡା ପାର୍କ ଠାରେ ସୋମବାର ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ନାଲକୋ ଅନୁସୂଚିତ ଜାତି ଓ ଜନଜାତି ସଂଘ ଅନୁକୂଲ୍ୟରେ ତାଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯାଇଥିଲା। ସଂଘ ପକ୍ଷରୁ ଆୟୋଜିତ…

Continue Readingନାଲକୋନଗରରେ ବିର୍ସା ମୁଣ୍ଡା ଜୟନ୍ତୀ

ଅନୁଗୁଳ ଷ୍ଟେସନରେ ଲାଇଫ ଳାଇନ ଏକ୍ସପ୍ରେସରେ ସ୍ବାସ୍ଥ୍ୟସେବା ଆରମ୍ଭ

ଅନୁଗୁଳ : ଅନୁଗୁଳ ଷ୍ଟେସନରେ ପହଞ୍ଚିଥିବା ଲାଇଫ ଲାଇନ ଏକ୍ସପ୍ରେସ ଦ୍ବାରା ସୋମବାର ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ…

Continue Readingଅନୁଗୁଳ ଷ୍ଟେସନରେ ଲାଇଫ ଳାଇନ ଏକ୍ସପ୍ରେସରେ ସ୍ବାସ୍ଥ୍ୟସେବା ଆରମ୍ଭ

ସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

ଅନୁଗୁଳ: ଜଣେ ୧୭ ବର୍ଷୀୟା ନାବାଳିକାର ଫଟୋରେ ଅଶ୍ଳୀଳ ଶରୀର ଯୋଡି ଇନ୍‌ଷ୍ଟାଗ୍ରାମରେ ଫଟୋ ଛଡାଯାଇଥିବା ନେଇ ରବିବାର ଅନୁଗୁଳ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ପୁଲିସସୂତ୍ରରୁ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ନୂଆପଡା ଅଞ୍ଚଳର ଜଣେ ନାବାଳିକାର ମୁହଁ…

Continue Readingସୋସିଆଲ ମିଡ଼ିଆରେ ନଗ୍ନ ଚିତ୍ର, ଥାନାରେ ମାମଲା

୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କର ସ୍କୁଲ ଆରମ୍ଭ

ଅନୁଗୁଳ: ଜିଲାରେ ଆଜି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର…

Continue Reading୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କର ସ୍କୁଲ ଆରମ୍ଭ

ଅନନ୍ତ ଡିଏଭିରେ ଶିଶୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ରବିବାର ଶିଶୁ ଦିବସ ପାଳିତ ହୋଇ ଯାଇଛି। ଅନନ୍ତ ଓ.ସି.ପି.ର ପ୍ରକଳ୍ପ ଅଧିକାରୀ ଉରେନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingଅନନ୍ତ ଡିଏଭିରେ ଶିଶୁ ଦିବସ ପାଳିତ

ବିଜେପି ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ରବିବାର ଅନୁଗୁଳ ଷ୍ଟେସନଠାରେ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ୨ ବିଜେପି ନେତା ବରଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ।…

Continue Readingବିଜେପି ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା

ଶନି ମହାଦେବଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସୌଭାଗ୍ୟ ସାଗର ପୋଖରୀ ନିକଟରେ ପୂଜା ପାଉଥିବା ଶନି ମହାଦେବଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ନିକଟରେ ପୂଜା ଯଜ୍ଞ ,କୀର୍ତ୍ତନ କରାଯାଇଥିଲା। ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ୍ ହୋଇ…

Continue Readingଶନି ମହାଦେବଙ୍କ ବାର୍ଷିକ ଉତ୍ସବ

ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର

ଅନୁଗୁଳ: ଇନଷ୍ଟାଗ୍ରାମର ଲୋକପ୍ରିୟତା ପାଇଁ ଯୁବପିଢ଼ି ଏଥିରେ ଆକ୍ଟିଭ୍ ରହୁଥିବାବେଳେ ଷ୍ଟୋରି ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ଇନଷ୍ଟାଗ୍ରାମ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ସମୟ ବ୍ୟବଧାନରେ କିଛି ନା କିଛି ପରବର୍ତ୍ତନ ଆଣୁଥିବା ବେଳେ ଏବେ ପୁଣି ଇନଷ୍ଟାଗ୍ରାମ…

Continue Readingଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର

ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଇଲାକାର ଜଣେ ପେଟ୍ରୋଲ୍ ପମ୍ପ ବ୍ୟବସାୟୀଙ୍କର ଆକାଉଣ୍ଟରୁ ୧ ଲକ୍ଷ ୮୧ ହଜାରଟଙ୍କା ଗାଏବ ହୋଇଯାଇଥିବା ପୁଲିସ୍ ନିକଟରେ ଶନିବାର ଅଭିଯୋଗ ହୋଇଛି। ଗୋବରାରେ ଥିବା ପେଟ୍ରୋଲ୍‌ ପମ୍ପର ପରିଚାଳକ ବିନୋଦ ସ୍ବାଇଁ…

Continue Readingବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ