ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ୍ ଜବତ କରିଛି। ଏଥିରେ ସମ୍ପୃତ ୨ ଜଣଙ୍କୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ତାଳଚେର…

Continue Readingଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ

ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ଵରେ ତାଳଚେର କଂଗ୍ରେସର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା ଏବଂ କିପରି…

Continue Readingତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଏକ୍ସୟୁଭି ୭୦୦ର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡ଼ର ଏକ୍ସୟୁଭି-୭୦୦ ଉନ୍ମୋଚିତ ହୋଇଛି। ଅନୁଗୁଳ ଆର୍‌ଟିଓ ବିଭାଭଞ୍ଜନ ସାମନ୍ତସିଂହାର, ‘ସିଦ୍ଧିଲକ୍ଷ୍ମୀ’ର ଏମଡ଼ି ସୁଜିତ୍ ଅଗ୍ରୱାଲ ଏବଂ ରାଜ୍ କୁମାର ଅଗ୍ରୱାଲ, ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଏସ୍ଏମ୍…

Continue Readingଏକ୍ସୟୁଭି ୭୦୦ର ବଜାର ପ୍ରବେଶ

୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଅନୁଗୁଳ : ଅନୁଗୁଳ ୧୦ମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶୁକ୍ରବାର ସମାପ୍ତ ହୋଇଛି। ଅନଗୁଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ୫ଟି ଏକାଡେମିରୁ ୪୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଗୁଳ ଟାଏକୋଣ୍ଡୋ ସଂଘ…

Continue Reading୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁରଙ୍ଗ ଗ୍ରାମର ବାପୁଜୀ ବେହେରାଙ୍କ ୧୩ ମାସର ପୁଅ ଜନ୍ମେଜୟ ଲିଭର କାଇରୋସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛି। ଏହି ରୋଗରେ ଲିଭର ପ୍ରତିରୋପଣ ବ୍ୟତୀତ କୌଣସି ଡାକ୍ତରୀ ଚିକିତ୍ସା ନାହିଁ ।…

Continue Readingଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଡ…

Continue Readingଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

ଅନୁଗୁଳ: ବେଆଇନ୍ ସିମ୍ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ, ଅନୁଗୁଳ ସହର ରାଜକିଶୋରପଡ଼ାର ରଞ୍ଜନ ସାହୁ(୩୪), ହାକିମପଡ଼ାର ଦେବାଶିଷ ସାହୁ(୨୮) ଓ ରାଜକିଶୋରପଡ଼ାର ଦୁଷ୍ମନ୍ତ ସାହୁ। ପୁଲିସ୍‌ ସେମାନଙ୍କ ଠାରୁ…

Continue Readingସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

ମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ବିତୀୟ ଦିବସରେ…

Continue Readingମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

କରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥଙ୍କ ଶଙ୍କର ସ୍ବାଇଁ…

Continue Readingକରୋନା ପଜିଟିଭ ସଂଖ୍ୟା ଶୂନ

ବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ପକ୍ଷରୁ ସହରବାସୀଙ୍କଠାରୁ ଗତ ଏପ୍ରିଲ ମାସରୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିଲା। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପକରି ବଦ୍ଧିତ ହାରରେ ଟିକସ ଆଦାୟ ନକରିବା ଓ ପରବର୍ତୀ…

Continue Readingବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍